ଓଡ଼ିଶାର ବ୍ୟାଙ୍କ ତରଫରୁ ବଡ ନିଯୁକ୍ତି ସୁଯୋଗ । ଏହି ସବୁ ବ୍ୟାଙ୍କ ତରଫରୁ ନିଜ ଗ୍ରାମ ପଞ୍ଚାୟତ ରେ ନିଯୁକ୍ତି । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ…..

ଓଡ଼ିଶାରେ ବ୍ୟାଙ୍କ ଗୁଡ଼ିକରେ ନିଯୁକ୍ତି ସୁଯୋଗ। ବ୍ୟାଙ୍କ ମିତ୍ର ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। ଓଡ଼ିଶାର ମାଲକାନଗିରି ର ଛାତ୍ରୀ ମାନଙ୍କ ପାଇଁ ଏହା ଆଣିଛି ଖୁସି ଖବର।ଏହି ପଦବୀରେ କେବଳ ମହିଳା ପରୀକ୍ଷାର୍ଥୀ ଆବେଦନ କରି ପାରିବେ।ଏହାକୁ ଦଶମ ପାସ୍ ପିଲା ଆବେଦନ କରି ପାରିବେ ଏବଂ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।

ଏହି ଚାକିରି ସୁଯୋଗ ବାହାରିଛି ମାଲକାନଗିରି ଜିଲ୍ଲା ତରଫରୁ।ତେବେ ଯଦି ଆପଣ ଦଶମ ଶ୍ରେଣୀ ପାସ୍ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।

ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ। ବ୍ୟାଙ୍କ ମିତ୍ର ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ସରକାରଙ୍କ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ବ୍ୟାଙ୍କ ମିତ୍ର
(କେ ସି ସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ)।

ପଦବୀ- ଭିନ୍ନ ଭିନ୍ନ ବ୍ୟାଙ୍କ ପାଇଁ ପଦବୀ ଅଲଗା ରହିଛି।

ଆପ୍ଲିକେସନ୍ ଫି- ସମସ୍ତ ବର୍ଗର ପିଲାଙ୍କ ପାଇଁ ଆବେଦନ ମାଗଣା ରହିବ।

ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ୍ ହୋଇଥିବା ନିହାତି ଦରକାର।

ଆବେଦନ ମାଧ୍ୟମ- ସ୍ପିଡ ପୋଷ୍ଟ, ରେଜିଷ୍ଟ୍ରେଡ ପୋଷ୍ଟ ମାଧ୍ୟମରେ ଅଥବା ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଦେଇ ପାରିବେ।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୧୨ ନଭେମ୍ବର ୨୦୨୦ ରହିଛି।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୧୮ ବର୍ଷ ସର୍ବନିମ୍ନ ଓ ୪୦ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା- ୬୦୦୦ ଟଙ୍କା ଦରମା ରହିଛି।

ଆବେଦନ ପ୍ରକ୍ରିୟା- ଏହି ପଦବୀ ଗୁଡିକରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଅଫିସିଆଲ୍ ୱେବ୍ ସାଇଟ୍ www.malkangiri.nic.in କୁ ଯାଇ ସରକାରୀ ସରକାରୀ ବିଭାଗର ଜାରି ହୋଇଥିବା ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ।

ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।ଏହା ଛଡା ଆପଣ ଏହାକୁ ନଭେମ୍ବର ୧୨ ସନ୍ଧ୍ୟା ୫ ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।