ଆଶ୍ଚର୍ଯ୍ୟ ! ଏହି ଫୋଟୋ କୁ ZOOM କରି ଦେଖିଲେ ଆପଣ ବି ହୋଇଯିବେ ତାଯୁବ, ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଆମ ଦେଶରେ କିଛି ବର୍ଷରୁ କିଛି ଜିନିଷ ଖୁବ୍ ଭୁଲ୍ ହେଉଛି । ତାହା ହେଉଛି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମୁସିଲିମ ମାନଙ୍କ ପ୍ରତି ବ୍ୟବହାର। କିନ୍ତୁ ଆମ ଦେଶରେ ଏମିତି କିଛି ମୁଶିଲିମ୍ ଅଛନ୍ତି ଯେଉଁମାନେ ଦେଶ ର ପ୍ରଗତି ପ୍ରତି ବେଶ୍ ଅବଦାନ ଦେଇଛନ୍ତି । କିଛି ମୁସଲିମ ଯୁବକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନରେନ୍ଦ୍ର ମୋଦି ଙ୍କୁ ରୋଲ୍ ମଡେଲ ଭାବନ୍ତି। ତେବେ ଅନେକ ଶିକ୍ଷିତ ଯୁବକ ଅଛନ୍ତି ଯେଉଁମାନେ ନିଜ ଦେଶ ପାଇଁ ଓ ରାଜ୍ୟ ର ପ୍ରଗତି ପାଇଁ ଆଗେଇ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ଅଟନ୍ତି ଅହମଦ ଯିଏ କି ମରାଠା ସହର ର ବାସିନ୍ଦା ଅଟନ୍ତି ।

ମରାଠା ସହର ର ଏହି ଯୁବକ ଜଣକ ଇଞ୍ଜିନିୟରଂ ଡିଗ୍ରୀ ହାସଲ କରିଛନ୍ତି ଓ ସେ ନିଜ ଦମ୍ ରେ ଏକ ବାଇକ୍ ମଧ୍ୟ ତିଆରି କରିଛନ୍ତି । ଏହି ବାଇକ୍ ଟି ବହୁତ୍ ସାନ୍ଦାର ଓ ଜବରଦସ୍ତ ବାଇକ୍ ଅଟେ । ତେବେ ଏହି ବାଇକ୍ ଟି ୭୦ ହଜାର ଟଙ୍କା ରେ ତିଆରି ହୋଇଅଛି ଓ ଏହି ବାଇକ୍ ଟି ଲୋକ ମାନଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସୁଛି। ତେବେ ଏହି ବାଇକ୍ ର ଷ୍ଟାଇଲ ସହିତ ଏହି ବାଇକ୍ ରେ ଆହୁରି ମଧ୍ୟ ଏମିତି କିଛି ରହିଛି ଯାହା ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି ଯାହା ହେଉଛି ଗାଡି ର ନାମ ଆଉ ନମ୍ୱର୍ ପ୍ଲେଟ । ସୂଚନା ଅନୁସାରେ ଅହମଦ ତିଆରି କରିଥିବା ଏହି ଗାଡି ର ନାମ ମୋଦି ବୋଲି ରଖିଛନ୍ତି ।

ଆଉ ଯଦି ଏହି ଗାଡି ର ନମ୍ୱର୍ ପ୍ଲେଟ ବିଷୟ ରେ କହିବା ତେବେ ଏହି ଗାଡି ର ନମ୍ୱର୍ ପ୍ଲେଟ ରେ ନମସ୍କାର ର ଚିହ୍ନ ରହିବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ର ସ୍ଲୋଗାନ ମଧ୍ୟ ଲେଖା ଯାଇଛି ଯାହା ଗାଡି ର ଆକର୍ଷଣ ଆହୁରି ବଢାଇ ଦେଉଛି। ଆଉ ଏହି ଗାଡି ର ଏମିତି ଷ୍ଟାଇଲ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ତେବେ ଅହମଦ ଙ୍କ କହିବା ଅନୁସାରେ ସେ ସର୍ବଦା ମୋଦି ଜି ଙ୍କ ର ମନ୍ କି ବାତ୍ ସବୁବେଳେ ଶୁଣନ୍ତି ଆଉ ସେ ଏହିଥିରେ ଯୁବ ପିଢ଼ି ମାନଙ୍କୁ କିଛି ନୂଆ କରିବା ପାଇଁ କୁହନ୍ତି ।

କିଛି ଅଲଗା ପାଇଁ କରିବାକୁ କହନ୍ତି ସେହିଠାରୁ ସେ ଖୁବ୍ ଅନୁପ୍ରାଣିତ ହୋଇଥିଲେ ଆଉ ସେହି କାରଣ ରୁ ସେ ଆଜି ଏମିତି ଏକ ବାଇକ୍ ତିଆରି କରି ପାରିଛନ୍ତି । ତେବେ ପ୍ରକୃତ ରେ ଦେଖିବାକୁ ଗଲେ ଏହି ବାଇକ୍ ଟି ଖୁବ୍ ସାନ୍ଦାର ଅଟେ । ତେବେ ଅହମଦ ବର୍ତ୍ତମାନ ଏହି ବାଇକ୍ ର ଟେଷ୍ଟିଂ କରୁଛନ୍ତି । ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର କୌଣସି ଗାଡି କମ୍ପାନୀ ଅହମଦ ଙ୍କ ଏହି ବାଇକ୍ କୁ ଖୁବ୍ ପସନ୍ଦ କରିବ ଓ ତାଙ୍କୁ କୌଣସି ଉଚ୍ଚ ପଦବୀ ର ଚାକିରି ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।