ବୁଦ୍ଧିମାନ ପ୍ରଶ୍ନ – ଏହି ଫୋଟୋ ଦେଖିକି କୁହନ୍ତୁ ପ୍ରଶ୍ନ ର ସଠିକ ଉତ୍ତର କ’ଣ ହେବ – କିନ୍ତୁ ୬ ଏହାର ଉତର ହେବ ନାହିଁ, ବୁଦ୍ଧିମାନ ବ୍ୟକ୍ତି ହିଁ ଉତ୍ତର ଦେଇ ପାରିବ ?

ବନ୍ଧୁଗଣ ପୁଣି ଆଜି ଆମେ ଏହି ଲେଖାରେ ଆପଣଙ୍କୁ ଏମିତି କିଛି ମଜାଦାର ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏହାର ଉତ୍ତର ଟିକେ ଭିନ୍ନ ଧରଣର। କିଛି କ୍ଷେତ୍ରରେ ଆମେ ଏହିଭଳି ପ୍ରଶ୍ନ ସାକ୍ଷାତକାର ମାନଙ୍କରେ ଦେଖିବାକୁ ପାଉ।ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।

କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ୯୦ ପ୍ରତିଶତ ଲୋକ ଜାଣି ନଥିବେ। ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ। ଏହାକୁ କେବଳ ଆପଣ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କହି ପାରିବେ।

ପ୍ରଶ୍ନ ୧- ଯଦି ଗୋଟିଏ ରଶିକୁ ଥରେ କାଟିଲେ ଏହା ଦୁଇଖଣ୍ଡ ହୋଇଯାଏ, ତେବେ ଯଦି ସେହି ଦୋୖଡି କୁ ୩ ଥର କାଟିଲେ ଏହା କେତେ ଖଣ୍ଡ ହେବ?
ଉତ୍ତର- ୪ ଖଣ୍ଡ ହୋଇଯିବ। ଆପଣ ନିଜେ କାଟି ଏହାର ଉତ୍ତର ପାଇ ପାରିବେ।

ପ୍ରଶ୍ନ ୨- ଆପଣଙ୍କୁ ଗୋଟିଏ ଚିତ୍ର ଆକାରରେ ଲେଖା ଯାଇ ଥିବା ଫୋଟୋ ଦିଆ ଯାଇଛି, ଯେଉଁଠି ୨ ଟି ଲାଇନ୍ ରହିଛି ଏବଂ ପ୍ରଥମ ଲାଇନ୍ ରେ 1-3-5 ଲେଖା ଥିବା ବେଳେ ତା ତଳର ଲାଇନ୍ ରେ 1 ତଳକୁ 2 ଏବଂ 3 ତଳକୁ 4 ଲେଖା ହୋଇଛି।ତେବେ ସେହି କ୍ରମରେ 5 ତଳକୁ କଣ ହେବ ? ଆପଣଙ୍କୁ କହି ରଖୁଛୁ କି ଏହାର ଉତ୍ତର ୬ ହେବ ନାହିଁ।
ଉତ୍ତର- ତେବେ ଏହାର ଉତ୍ତର ହେଉଛି R, ଅର୍ଥାତ ରିଭର୍ଶ। ଏହି ଲେଖା ଚାରି ଚକିଆ ଗାଡ଼ିର ଗିଅର ବଦଳାଇବା ସମୟରେ ଲେଖା ଯାଇଥାଏ।

ପ୍ରଶ୍ନ ୩- ଏକ ପରିବାରରେ ୪ ଭଉଣୀ ଥିଲେ ଏବଂ ସେମାନଙ୍କର ଜଣେ ଲେଖାଏଁ ଭାଇ ଥିଲେ, ତେବେ ପରିବାରରେ କେବଳ ଭାଇ ଭଉଣୀ ମିଶି କେତେଜଣ ଥିଲେ?
ଉତ୍ତର- ୫, କାରଣ ଜଣେ ମାତ୍ର ଭାଇ।

ପ୍ରଶ୍ନ ୪- ଆପଣ କୁହନ୍ତୁ କି ଆପଣଙ୍କର ମାଆଙ୍କର ଭାଇଙ୍କର ଜିଜୁଙ୍କର ବାପା, ଆପଣଙ୍କର ସମ୍ପର୍କରେ କଣ ହେବେ ?
ଉତ୍ତର- ଜେଜେ ବାପା।ମାଆଙ୍କର ଭାଇଙ୍କର ଜିଜୁ ଆପଣଙ୍କ ବାପା ଏବଂ ତାଙ୍କ ବାପା ଆପଣଙ୍କ ଜେଜେବାପା।

ପ୍ରଶ୍ନ ୫- ଗୋଟିଏ କୋଠରୀରେ ମୋଟ ୪ ଶହ ଜଣ ଲୋକଥିଲେ ଓ ସେଥିରୁ ୨ ଜଣ ଶୋଇ ପଡ଼ିଥିଲେ ତେବେ କେତେଜଣ ରୁମ୍ ରେ ଥିଲେ?
ଉତ୍ତର- ସେହି ସମାନ ୪୦୦ ଜଣ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।