ଏହି ପାଣି ଘରେ ପ୍ରସ୍ତୁତ କରି ପିଅନ୍ତୁ ଏସିଡ଼ିଟି ଭଳି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ପାଆନ୍ତୁ – Health Tips
ବର୍ତମାନ ସମୟରେ ଅଧିକ ଲୋକ ମାନେ ସାଧାରଣତଃ ଏହି ଏସିଡ଼ିଟି ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏହି ରୋଗ କୁ ଭଲ ନ କରିଲେ ଆସ୍ତେ ଏହା ବଡ଼ ରୋଗ ରେ ପରିଣତ ହୋଇ ଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ରୋଗ ସୃଷ୍ଟି କରିଦେଉ l ଆଜି ଚାଲନ୍ତୁ ଜାଣିବା କଣ କଲେ ଆମେ ଏହି ଏସିଡ଼ିଟି କୁ ଆମେ ଭଲ କରିବା l
କହିବାକୁ ଗଲେ ଏସିଡ଼ିଟି ସାଧାରଣତଃ କିଛି ଖାଦ୍ୟ ଅଧିକ ଖାଇଲେ ହୋଇ ଥାଏ l ଆମେ ସାଧରଣତ ପାଣି କୁ କୂଅ ଟ୍ୟୁବ ୱେଲ , ଆକୁଆ ଆଦି ରୁ ପାଣି ପି ଥାଉ l ଏହି ପାଣି ରେ ଅଧିକ ମାତ୍ର ରେ ଅମ୍ଳୀୟ ଗୁଣ ରହି ଥାଏ l ଆଉ କହିଲେ ଆମେ ଖାଉ ଥିବା ସମସ୍ତ ନଣଭେଜ ଖାଦ୍ୟ ଗୁଡିକ ରେ ଅଧିକ ଅମ୍ଳୀୟ ପଣ ରହି ଥାଏ l
କିନ୍ତୁ ପନିପରିବା ରେ ଅଧିକ ଅଲକାଳୀନ ଯୁକ୍ତ ହୋଇ ଥାଏ l ତେଣୁ ଆମେ ସାଧାରଣ ଅଧିକ ପାଣି ପିଇ ଥାଉ ସେଥି ପାଇଁ ଏହି ଭଳି ରୋଗ ହୋଇ ଥାଏ l ଆଜି ଆମେ ଆପଣ ଙ୍କୁ ଏମିତି ସହଜ ଉପାୟ କହିବୁ ଯାହାକୁ ଆପଣ ନୀତି ଦିନ କାର୍ଯ୍ୟ ରେ ଲଗାଇ ଲେ ଆପଣ ଙ୍କର ସମ୍ପୂର୍ଣ ଏସିଡ଼ିଟି ଭଳି ମାରାତ୍ମକ ରୋଗ ଭଲ ହୋଇ ଯିବ l
1 ଲିଟର ପାଣି କୁ ପ୍ରତି ଦିନ ରାତିରେ ଶୋଇବ ଆଗରୁ ଏହି ପାଣି ରେ ଗୋଟିଏ କାକୁଡି କୁ ସରୁ ସରୁ କରି କଟି ଏହା କୁ ପାଣିରେ ପକାଇ ଦିଅନ୍ତୁ l ଏହା କୁ କିଛି ସମୟ କରିବା ପରେ ଏଥିରେ ଆଉ ଗୋଟେ ଲେମ୍ବୁ କୁ ଚାରି ଭାଗ କରି କାଟନ୍ତୁ l ଚାରି ଭାଗରୁ ଏକ ଭାଗ ଏଥିରେ ମିଶାନ୍ତୁ l ମିଶାଇ ସାରା ରାତିରେ ରଖି ଦିଅନ୍ତୁ l
ସକାଳେ ପାଣି ପିଇବା ସମୟ ରେ ଏଥିରୁ ଏକ ଗ୍ଲାସ ପିଅନ୍ତୁ l ପୁଣି ଖାଦ୍ୟ ଖାଇବା ଆଗରୁ ଅଦ ଘଣ୍ଟା ପୂର୍ବ ରୁ ପିଅନ୍ତୁ l ଏମିତି କିଛି ଦିନ କରିବା ପରେ ଦେଖିବେ ଏସିଡ଼ିଟି ଆପଣଙ୍କ ଭଲ ହୋଇ ଯିବ l ଏଥି ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇମ୍ୟୁନିଟି ଆଦି ରହି ଥାଏ l ତେଣୁ ଏହି ରୋଗ ଭଲ ହୋଇ ଥାଏ l 5 ମିନିଟ ପରେ ଏହା କୁ ଖାଇଲେ ଆମ ଶରୀର ରେ ଅନେକ ପ୍ରକାର ଉପକାର କରି ଥାଏ l l ଏହା ଦିନ ରେ ନିଶ୍ଚୟ କରନ୍ତୁ l ଏହା ଦ୍ୱାରା ସମସ୍ତ ରୋଗ ଭଲ ହୋଇ ଯିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।