ଏହି ନମ୍ବର ର ନୋଟ ଥିଲେ ଦୀପାବଳି ରେ ମିଳିବ ୩ ଲକ୍ଷ ଟଙ୍କା, ଦେଖନ୍ତୁ କଣ କରିବାକୁ ପଡିବ…..
ପୁରୁଣା ମୁଦ୍ରା ବା ନୋଟ୍ ସଂଗ୍ରହ କରିବା ବହୁତ ଜଣଙ୍କର ପସନ୍ଦ ରହିଥାଏ।ତେବେ ଏହି ମୁଦ୍ରା ବା ନୋଟ୍ ଯଦି ଆପଣଙ୍କ ପାଖରେ ରହିଛି ତେବେ ଆପଣ ଙ୍କ ଭାଗ୍ୟ ଏବେ ଚମକି ଉଠିବ।ଆପଣ ଜାଣିଛନ୍ତି କି ଆପଣଙ୍କ ପାଖରେ ରହିଥିବା ଏକ ନୋଟ ଆପଣଙ୍କୁ ମାଲାମାଲ୍ କରି ଦେଇପାରେ।ଏହିଭଳି କିଛି ନୋଟ ରହିଛି ଯେଉଁଥିରେ କିଛି ସ୍ପେଶାଲ ସିରିଜ, ସ୍ପେଶାଲ ନମ୍ବର ଏବଂ ପ୍ରେସ ପ୍ରିଣ୍ଟ ରହିଛି।
ଏହିଭଳି ସବୁ ନୋଟକୁ ରେୟର ନୋଟର କ୍ୟାଟଗୋରିରେ ରଖା ଯାଇଥାଏ।ତେବେ ଆଜିକାଲି ଏହିସବୁ ନୋଟ୍ ର ଚାହିଦା ବହୁତ୍ ଅଧିକ ରହିଛି।
ଦିୱାଲି ରେ ଆପଣ ଏହି ସବୁ ନୋଟ୍ କୁ ନିଲାମ କରି ଲକ୍ଷ ଲକ୍ଷ ଟଙ୍କା ପାଇ ପାରିବେ। ତେବେ ଏହି ନୋଟ କେତେକ ୱେବସାଇଟ ମାଧ୍ୟମରେ ନିଲାମ ହୋଇଥାଏ। ସେହିଭଳି 786 ଡିଜିଟ ନମ୍ବର ରହିଥିବା ନୋଟର ଚାହିଦା ସବୁଠାରୁ ଅଧିକ ହୋଇଥାଏ। ଏହି ଲକି ନମ୍ବର ୧ ଠାରୁ ଆରମ୍ଭ କରି ୨୦୦୦ ପର୍ଯ୍ୟନ୍ତ କୌଣସି ବି ନୋଟରେ ରହିଥାଏ।
ଏହିଭଳି କିଛି ନୋଟ ରେୟାର ହେବା ଯୋଗୁଁ ଅଧିକ ଦାମ୍ରେ ବିକ୍ରି ହୋଇଥାଏ।ତେଣୁ ଆପଣ ଟଙ୍କିକିଆ ନୋଟ୍ ପାଖରୁ ଆରମ୍ଭ କରି ସମସ୍ତ ନୋଟ୍ ରେ ଏହି ସିରିଜ କୁ ଦେଖନ୍ତୁ ଏବଂ ଏହାକୁ ନିଲାମ୍ କରନ୍ତୁ।ଏହିଭଳି ନୋଟକୁ ଇ-ବି ବେଳେବେଳେ ନିଲାମ କରୁଥିବା ବେଳେ ଭାରତୀୟ ମୁଦ୍ରାର ବିରଳ ନୋଟକୁ ଇ-ବି ନିଲାମ କରିଥାଏ।
ଯଦି ଆପଣଙ୍କ ପାଖରେ ଏହିଭଳି ନୋଟ ରହିଛି ତେବେ ଯେକୌଣସି ୱେବସାଇଟ ମାଧ୍ୟମରେ ଏହି ନିଲାମିରେ ଭାଗ ନେଇ ରୋଜଗାର କରିପାରିବେ। ସେହିପରି 786 ଡିଜିଟ ନମ୍ବର ନୋଟର ନିଲାମି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟରେ ହୋଇଥାଏ।ନୋଟ ଗୁଡିକରେ ସମସ୍ତ ଅଙ୍କର ସିରିଜ ସମାନ ହୋଇଥିବା ବେଳେ କିଛି ୧୦ ଟଙ୍କିଆ ନୋଟର ଉପରେ ଏବଂ ତଳେ ଦିଆଯାଇଥିବା ସିରିଜ ଭିନ୍ନ ହୋଇଥାଏ।
ଏହିଭଳି ନୋଟର ମୂଲ୍ୟ ୩୩୦୦ ଟଙ୍କାରୁ ଆରମ୍ଭ ହୋଇଥାଏ।ଆପଣ ଦେଖୁଥିବା ଏହି ନୋଟକୁ ୧୯୫୧ ମସିହା ପୂର୍ବରୁ ଛପା ଯାଇଥିଲା ଯାହାର ବର୍ତ୍ତମାନ ମୂଲ୍ୟ ୧ ଲକ୍ଷ ଟଙ୍କା ରହିଛି।
ତେବେ ଅଧିକ ପୁରୁଣା ହୋଇଥିବାରୁ ଏହି ନୋଟକୁ ରେୟର ନୋଟ ବୋଲି କୁହାଯାଏ।ଏହିଭଳି ସିରିଜ ରହିଥିବା ନମ୍ବରର ନୋଟର ଦାମ୍ ଖୁବ ଅଧିକ ହୋଇଥାଏ। ଆପଣ ଦେଖୁଥିବା ଏହି ଫଟୋରେ ୧୦ ଟଙ୍କିଆ ବ୍ରିଟିଶ କାଳରେ ଛପା ହୋଇଥିବା ଏହି ପାଞ୍ଚ ଟଙ୍କିଆ ନୋଟର ମୂଲ୍ୟ ୧୦୦୦୦ ଟଙ୍କା ରହିଛି ଓ ଏହାକୁ ଅନଲାଇନ ୱେବସାଇଟରେ ନିଲାମି ପାଇଁ ରଖାଯାଇଛି। ଏହିଭଳି ଆପଣ ଏହିସବୁ ନୋଟ୍ କୁ ନିଲାମ କରି ୧୦ ହଜାର ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ।
ସେହିପରି ମାଆ ବୈଷ୍ଣ ଦେବୀ ଙ୍କ ମୁଦ୍ରାକୁ ମଧ୍ୟ ନିଲାମ କରି ଅନେକ ଟଙ୍କା ପାଇପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।