ସରକାରଙ୍କର କଡା ଚେତାବନୀ ! ଏହି ନିୟମ ପାଳନ ନକଲେ ବିଜୁଳି ସଂଯୋଗ କାଟି ଦିଆଯିବ

ବିଜୁଳି ଉପୋଭୋକ୍ତା ମାନକ ପାଇଁ ଆସିଲା ବଡ଼ ଖବର ।ବିଜୁଳି ବିଲ୍ ଭରୁ ନଥିଲେ ସାବଧାନ !୧୦ ହଜାର ରୁ କମ୍ ବାକି ଥିଲେ ବି କଟିବ ଲାଇନ୍ । ବିଜୁଳି ଉପୋଭୋକ୍ତା ଙ୍କ ପାଇଁ ବଡ଼ ଖବର । ଏଣିକି ଦଶ ହଜାର ରୁ କମ ବିଲ୍ ଥିଲେ ସଂଯୋଗ କାଟିବ ବିଜୁଳୀ ବିଭାଗ । ତେବେ ପୂର୍ବରୁ ଦଶ ହଜାର କିମ୍ବା ଏହା ଠାରୁ ଅଧିକ ବିଜୁଳି ବିଲ୍ ଥିଲେ ଇଲେକ୍ଟ୍ରିକ କନେକ୍ସନ୍ କାଟି ଦିଆ ଯାଉ ଥିଲା ।

ମାତ୍ର ଏବେ କିନ୍ତୁ ଗୋଟିଏ ମାସ ର ବିଜୁଳି ବିଲ୍ ବାକି ରହିଲେ ଉପୋଭୋକ୍ତା ଙ୍କ ଘର କୁ ବିଜୁଳି ବିଲ ନେବା ପାଇଁ ବିଜୁଳି ବିଭାଗ କର୍ମଚାରୀ ମାନେ ଆସି ପାରନ୍ତି ।

ଯାହାର ଅର୍ଥ ହେଲା ପ୍ରଥମେ ବିଜୁଳି ଖର୍ଚ୍ଚ କରନ୍ତୁ ଆଉ ତା ପର ମାସ ରେ ହିଁ ବିଜୁଳି ବିଲ୍ ଜମା କରି ଦିଅନ୍ତୁ। ତେବେ ଯଦି କୌଣସି ଉପୋଭୋକ୍ତା ବିଜୁଳି ବିଲ୍ ଦେବା ପାଇଁ ଅସମର୍ଥ ତେବେ ତାଙ୍କ ପାଇଁ ବିଜୁଳି ବିଭାଗ ପକ୍ଷରୁ ପୁର୍ନବାର ତାରିଖ ଧାର୍ଯ୍ୟ କରାଯିବ । ଆଉ ଯଦି ସେ ଏହି ତାରିଖ ରେ ବି ଉପୋଭୋକ୍ତା ବିଜୁଳି ବିଲ୍ ଦେବା ପାଇଁ ଅସମର୍ଥ ତେବେ ସମ୍ପୂର୍ଣ ଉପୋଭୋକ୍ତା ଙ୍କ ର ବିଜୁଳି ସଂଯୋଗ କୁ କାଟି ଦିଆ ଯିବ ।

କୌଣସି ଉପୋଭୋକ୍ତା ଉପରେ ଯଦି ଦଶ ହଜାର କିମ୍ବା କମ୍ ବିଲ୍ ବକେୟା ରହିଥିବ ତେବେ ତାଙ୍କୁ ବିଜୁଳି ବିଭାଗ ପକ୍ଷରୁ ଆଉ ଆସାକ୍ତି ମିଳିବ ନାହିଁ ଅର୍ଥାତ୍ ପ୍ରତି ମାସ ବିଜୁଳି ବିଲ୍ ଭରିବା କୁ ଏଣିକି ବାଧ୍ୟ ଅଟନ୍ତି ଉପୋଭୋକ୍ତା। ଅନ୍ୟ ପକ୍ଷରେ ଏଭଳି ଉପୋଭୋକ୍ତା ଙ୍କ ଘର କୁ ଏବେ ଲାଇନ୍ ମ୍ୟାନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଲାଇନ୍ ଲାଗିବ ।

ଏମାନେ ବିଲ୍ ପୈଠ କରୁ ନଥିବା ଉପୋଭୋକ୍ତା ଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ଯଦି କୌଣସି ଗ୍ରାହକ ଙ୍କ ବିଲ୍ ଅଧିକ ରହିଛି ଆଉ ଏହାକୁ ସେ ଦୁଇଟି କିମ୍ବା ତିନୋଟି କିସ୍ତି ରେ ଭରିବାକୁ ଚାହୁଁ ଅଛନ୍ତି ତେବେ ଅଧିକାରୀ ଙ୍କୁ ତାହା କରିବାକୁ ପଡ଼ିବ ଆଉ ତାଙ୍କୁ କିସ୍ତି ରେ ପଇସା ଭରିବା ପାଇଁ ଅନୁମତି ଦିଆ ଯିବ ।

ବିଜୁଳି ଉପୋଭୋକ୍ତା ଙ୍କ ପାଇଁ ଜାରି ହୋଇ ଥିବା ଏହି ନୂଆ ନିର୍ଦେଶନାମା ବର୍ତ୍ତମାନ ମଧ୍ୟପ୍ରଦେଶ ରେ ଲାଗୁ କରା ଯାଇଛି।ତେବେ ଏହି ନିର୍ଦ୍ଦେଶନାମା ଏଯାଏ ଓଡ଼ିଶା ରେ ଲାଗୁ କରାଯାଇ ନାହିଁ । ତେବେ ଏହି ଅପଡେଟ ବର୍ତ୍ତମାନ ଜାରି କରାଯାଇ ଅଛି। ତେଣୁ ଆପଣ ମଧ୍ୟ ସତର୍କ ହୋଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।