ଏହି ନାମ ଯାହାର ଥାଏ ସେ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାନ୍ତି, ଭଗବାନ ଶିବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି

ଦେବ ଦେବ ମହାଦେବ ଯେତେ ଶୀଘ୍ର ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଇ ଥାଆନ୍ତି ସେତେ ଶୀଘ୍ର ତାଙ୍କ ଉପରେ କ୍ରୋଧିତ ମଧ୍ୟ ହୋଇ ଥାଆନ୍ତି । ତେବେ ମହାଦେବ କେବେ ବି ନିଜ ଭକ୍ତ ମାନଙ୍କୁ ନିରାଶ କରନ୍ତି ନାହିଁ । ଯେଉଁ ଭକ୍ତ ତାଙ୍କୁ ସମ୍ପୂର୍ଣ ହୃଦୟ ରୁ ପୂଜା ମହାଦେବ ତାଙ୍କୁ ସର୍ବଦା ମନସ୍କାମନା ପୂରଣ କରି ଥାଆନ୍ତି ।

ତେବେ ଆଜି ଆମେ ଏମିତି ପାଞ୍ଚ ଟି ନାମ ବିଷୟ ରେ ଜାଣିବା ଯେଉଁ ମାନେ ମହାଦେବ ଙ୍କ ର ଅତି ପ୍ରିୟ ହୋଇ ଥାଆନ୍ତି । ଏବଂ ଏହି ଲୋକ ମାନଙ୍କୁ ମହାଦେବ ଙ୍କ ର ସବୁଠୁ ବଡ଼ ଭକ୍ତ ବୋଲି କୁହାଯାଏ ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତି ମାନଙ୍କ ଉପରେ ସର୍ବଦା ମହାଦେବ ଙ୍କ କୃପା ରହି ଥାଏ । ଏମାନେ ମହାଦେବ ଙ୍କ ବଡ଼ ଭକ୍ତ ବୋଲି କୁହାଯାଏ । ଏମାନଙ୍କ ଜୀବନ ରେ ସୁଖ ଶାନ୍ତି ଲାଗି ରହି ଥାଏ । ମହାଦେବ ଙ୍କ କୃପା ରୁ ଏମାନଙ୍କ ର ଜ୍ଞାନ ବୁଦ୍ଧି ବଢ଼ି ଥାଏ । ଏହି ଲୋକ ମାନଙ୍କୁ ପ୍ରଭୁ ଶିବ ଙ୍କ ର ବଡ଼ ଭକ୍ତ ବୋଲି କୁହାଯାଏ।

ଏହି ଲୋକ ମାନେ ସବୁବେଳେ ଉନ୍ନତି ଦିଗରେ କାମ କରି ଥାଆନ୍ତି । ଗରିବ ଲୋକ ମାନଙ୍କ ପ୍ରତି ଏମାନଙ୍କ ର ସବୁବେଳେ ଦୟା ଭାବ ରହି ଥାଏ । ଏହି ଲୋକ ମାନେ ଜୀବନ ରେ ହାରିବା ଶିଖି ନଥାନ୍ତି । ଜୀବନ ରେ ସଫଳତା ର ପାହାଚ ଏମାନେ ଚଢି ଚାଲନ୍ତି ।

ଏହି ଲୋକ ମାନଙ୍କୁ ଅଧିକ କ୍ରୋଧ ଆସିଥାଏ କିନ୍ତୁ ଏମାନଙ୍କ ର ସହନଶୀଳତା ଥିବା ରୁ ଏମାନେ କ୍ରୋଧ କୁ କାବୁ କରି ନେଇ ଥାଆନ୍ତି । ଏମାନେ କେବେ କାହାରି ସହିତ ଖରାପ୍ ବ୍ୟବହାର କରନ୍ତି ନାହିଁ ତେଣୁ ଏମାନଙ୍କ ସହିତ କେବେ ବି ଖରାପ୍ ହୁଏ ନାହିଁ । ଏମାନେ ସବୁ କ୍ଷେତ୍ର ରେ ସର୍ବଦା ସଫଳତା ପ୍ରାପ୍ତି କରି ଥାଆନ୍ତି। ଏମାନଙ୍କ ଉପରେ ସର୍ବଦା ମହାଦେବ ଙ୍କ କୃପା ଲାଗି ରହି ଥାଏ । ଏମାନେ ସବୁବେଳେ ମହାଦେବ ଙ୍କ ପୂଜା କରିବା ଉଚିତ୍ ଓ ଆରାଧନା କରନ୍ତୁ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟ ଶାଳୀ ନାମ ବିଷୟ ରେ –

A ଅକ୍ଷର – ଯେଉଁ ବ୍ୟକ୍ତି ମାନଙ୍କ ର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନେ ମହାଦେବ ଙ୍କ ଅତି ପ୍ରିୟ ହୋଇ ଥାଆନ୍ତି । ମହାଦେବ ଏମାନଙ୍କୁ ସମସ୍ତ ଖରାପ୍ ଶକ୍ତି ରୁ ଦୂରେଇ ରଖି ଥାଆନ୍ତି । ମହାଦେବ ଏମାନଙ୍କୁ ସବୁ ପ୍ରକାର ପରିସ୍ଥିତି ରୁ ରକ୍ଷା କରି ଥାଆନ୍ତି ।

R ଅକ୍ଷର – ଯେଉଁ ବ୍ୟକ୍ତି ମାନଙ୍କ ର ନାମ R ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେହି ବ୍ୟକ୍ତି ମାନେ ମହାଦେବ ଙ୍କ ର ସବୁଠୁ ପ୍ରିୟ ହୋଇ ଥାଆନ୍ତି । ମହାଦେବ ସର୍ବଦା ଏମାନଙ୍କୁ ସାହାର୍ଯ୍ୟ କରି ଥାଆନ୍ତି । ଯଦି ଏମାନଙ୍କ ସହିତ କେହି ଶତ୍ରୁତା କରି ଥାଏ ତେବେ ମହାଦେବ ଙ୍କ କ୍ରୋଧ ରୁ ତାଙ୍କୁ କେହି ରକ୍ଷା କରି ପାରିବେ ନାହିଁ ।

D ଅକ୍ଷର – ଏହି ଅକ୍ଷର ର ଲୋକ ମାନେ ମଧ୍ୟ ମହାଦେବ ଙ୍କ ର ଅତି ପ୍ରିୟ ହୋଇ ଥାଆନ୍ତି । ଏମାନେ ମହାଦେବ ଙ୍କ ର ଆରାଧନା କରନ୍ତି ଓ ମହାଦେବ ଙ୍କ କୃପା ଦୃଷ୍ଟି ଏମାନଙ୍କ ଉପରେ ସର୍ବଦା ଥାଏ । ଏମାନଙ୍କ ଉପରେ କୌଣସି ସମସ୍ୟା ଆସେ ନାହିଁ ।

P ଅକ୍ଷର – ଏହି ଅକ୍ଷର ମହାଦେବ ଙ୍କ ର ଅତି ପ୍ରିୟ ହୋଇ ଥାଏ। ମହାଦେବ ଏହି ଲୋକ ମାନଙ୍କୁ ନିଜ ଠାରୁ କେବେ ଦୂରେଇ ଦିଅନ୍ତି ନାହିଁ । ମହାଦେବ ଏହି ବ୍ୟକ୍ତି ମାନଙ୍କୁ ସର୍ବଦା ସନ୍ତୁଷ୍ଟ ହୋଇ ଥାଆନ୍ତି । ଏହି ବ୍ୟକ୍ତି ମାନଙ୍କ ମନରେ କୌଣସି ହିଂସା , ଛଳ କପଟ ନଥାଏ ।

V ଅକ୍ଷର – ଏହି ଅକ୍ଷର ର ଲୋକ ମାନେ ମଧ୍ୟ ମହାଦେବ ଙ୍କ ର ଅତି ପ୍ରିୟ ହୋଇ ଥାଆନ୍ତି । ଯଦି ଏମାନଙ୍କ ସହିତ କେହି ଶତ୍ରୁତା କରି ଥାଏ ତେବେ ମହାଦେବ ଙ୍କ କ୍ରୋଧ ର ସାମ୍ନା କରିବାକୁ ପଡ଼ିଥାଏ । ଏହି ଲୋକ ମହାଦେବ ଙ୍କ ଅତି ପାଖରେ ରହି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।