ଦେଖନ୍ତୁ ଅଜବ ଭିଡିଓ – ଏହି ମନ୍ଦିରରେ ପୂଜାରୀ ନଥିଲେ ମଧ୍ୟ ମାଙ୍କଡ କରୁଛି ପୂଜା ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ….

ତେବେ ପ୍ରତିଦିନ ଦିନ ଏମିତି କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ସହଜ ରେ ବିଶ୍ୱାସ କରି ନଥାନ୍ତି । ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ ।

ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ । ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଠି ଏକ ହନୁମାନ ମନ୍ଦିର ରେ ବ୍ରାହ୍ମଣ ବଦଳ ରେ ଏକ ମାଙ୍କଡ ପ୍ରଭୁ ହନୁମାନ ଙ୍କ ର ପୂଜା କରୁଛି ।

ଆମ ଭାରତ ରେ ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରିବା ଭଗବାନ ଙ୍କ ପ୍ରତି ଶ୍ରଦ୍ଧା ସମସ୍ତ ଙ୍କ ର ମନରେ ଥାଏ । ବିଭିନ୍ନ ମନ୍ଦିର ସ୍ଥାପନ କରାଯାଇ ଦେବା ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଏ । ମନ୍ଦିର ମାନଙ୍କ ରେ ମନ୍ଦିର ପୂଜାରୀ ଆଦି ରହି ଥାଆନ୍ତି ଯେଉଁମାନେ ମନ୍ଦିର ରେ ପୂଜା ଅର୍ଚ୍ଚନା କରିବା ପାଇଁ ରହି ଥାଆନ୍ତି । ତେବେ ଆଜି ଆମେ ଆପଣ ଙ୍କୁ ଏମିତି ଏକ ମନ୍ଦିର ବିଷୟ ରେ କହିବୁ ଯେଉଁଠି ମାଙ୍କଡ ଭଗବାନ ଙ୍କ ପୂଜା କରୁଛି।

ଏହି ପରି ଏକ ବିଚିତ୍ର ଘଟଣା ଟି ଦେଖିବାକୁ ମିଳିଛି ମିଳିଛି ଆଜମିର ର ବଜରଙ୍ଗଗଡ ମନ୍ଦିର ରେ। ତେବେ ସେଠାରେ ଏକ ରାମୁ ନାମକ ମାଙ୍କଡ ରହିଛି ଦେଖିବାକୁ ମିଳିଛି କି ମାଙ୍କଡ଼ ଟି ମନ୍ଦିର ରେ ପୂଜା କରି ଆସୁଛି। ସାଧାରଣତଃ ମନ୍ଦିର ମାନଙ୍କ ରେ ରେ ପୂଜକ ବା ବ୍ରାହ୍ମଣ ମାନେ ରହି ପୂଜା କରି ଥାଆନ୍ତି,କିନ୍ତୁ ଏଠାରେ ଏହି ଅଶ୍ଚାଜ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଏକ ମାଙ୍କଡ଼ ପୂଜା କରି ଆସୁଛି।

ତେବେ ସୂଚନା ଅନୁସାରେ ହନୁମାନ ଙ୍କର ଏହି ମନ୍ଦିର ରେ ରାମୁ ୭ ବର୍ଷ ହେଲା ପୂଜା କରି ଆସୁଛି। ବର୍ତ୍ତମାନ ରାମୁ ସେହି ମନ୍ଦିରରେ ରକ୍ଷାକର୍ତ୍ତା ଭାବରେ ସେଠାରେ ନିୟୋଜିତ ହୋଇ ରହିଛି।ତେବେ ଦେଖା ଯାଇଛି ଯେ ରାମୁ ଅନ୍ୟ ମାଙ୍କଡ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ରାମୁ ସେହି ମନ୍ଦିରରେ ରହିଥାଏ ଆଉ ସେଠାରେ ଖାଇପିଇ ବିଶ୍ରାମ ମଧ୍ୟ କରିଥାଏ।

ତେବେ ଠିକ୍ ଗୋଟିଏ ବ୍ରାହ୍ମଣ ପରି ରାମୁ ଭଗବାନ ହନୁମାନ ଙ୍କ ପାଦ ଧୋଇ ଦେଇଥାଏ , ତିଳକ ଲଗାଇ ଥାଏ , ଘଣ୍ଟା ବଜାଇ ଥାଏ ଆଳତି କରି ଲୋକ ମାନଙ୍କୁ ନୃତ୍ୟ କରି ମଧ୍ୟ ଦେଖାଇ ଥାଏ । ରାମୁ ସେଠାରେ ଥିବା ଓଁକାର ସିଂହ ଙ୍କୁ ମଧ୍ୟ ବହୁତ୍ ଭଲ ପାଏ । ତେବେ ବର୍ତ୍ତମାନ ରାମୁ ମନ୍ଦିର ର ରକ୍ଷକ ଭାବରେ ରହିଛି। କେବଳ ଏତିକି ନୁହେଁ ସେ ଲୋକ ଙ୍କର ହଜି ଯାଇ ଥିବା ଜିନିଷ ମଧ୍ୟ ଖୋଜି ଆଣି ଦେଇ ଥାଏ।।ଏହା ସହିତ ସେ ନୀତି ଦିନ ହନୁମାନ ଙ୍କ ପୂଜା କରି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।