ଅଭିଶପ୍ତ ଶିବ ମନ୍ଦିର ! ଏଠାରେ ପୂଜା କରିବା ଲୋକ ହୋଇଯାଏ ମହାନ, ଜାଣନ୍ତୁ ଏହି ମନ୍ଦିରେ ଲୁଚି ରହିଥିବା ଗୁୁୁପ୍ତକଥା ! ମନରେ ଭକ୍ତି ଏବଂ ସର୍ଦ୍ଧା ଥିଲେ ଲେଖନ୍ତୁ ଓଁ ନମଃ ଶିବାୟଃ……
ଆମର ହିନ୍ଦୁ ଧଧର୍ମରେ ଅନେକ ଦେବତା ରହିଛନ୍ତି ଏବଂ ଯାହାଙ୍କର ମହିମା ଏବଂ କୃପା ସର୍ବଦା ଲୋକମାନଙ୍କ ଉପରେ ରହିଥାଏ । ତେବେ ସମସ୍ତ ଭଗବାନ ଶିବ ହେଉଛନ୍ତି ଟିକେ ଭିନ୍ନ ଯାହାଙ୍କୁ ଭୋଳାନାଥ ନାମରେ ମଧ୍ୟ ଜଣାଯାଇଥାଏ କାରଣ ସେ ଏତେ ଭୋଳା କି ଭକ୍ତରେ ଡାକରେ ତାଙ୍କୁ ଶୀଘ୍ର ତାର ବର ପ୍ରଦାନ କରିଥାନ୍ତି । ମହାଦେବ ଙ୍କ ଅନେକ କୃପା ଏବଂ ମହିମା ରହିଛି । ତାଙ୍କ ଉପରେ ଯେଉଁମାନେ ଭରଷା ଏବଂ ଭକ୍ତି କରନ୍ତି ସେମାନଙ୍କ ର କୌଣସି ବିପଦ କିମ୍ବା ଆପଦ ଆସେ ନାହିଁ ।
ଭୋଳାନାଥଙ୍କର ଅନେକ ରୂପ ରହିଛି ଅନେକ ନାମରେ ତାଙ୍କୁ ଜଣାଯାଇଥାଏ ଏବଂ ସେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ବାସ କରନ୍ତି , ତେବେ ଆଜି ଆମେ ଆପଣ ମାନଙ୍କୁ ଭୋଳାନାଥଙ୍କର ସେହିପରି ଏର ରୂପ ବା ମନ୍ଦିର ବିଷୟରେ କହିବୁ ଯାହାକୁ ହୁଏତ ଆପଣ ମାନେ ଜାଣିଥିବେ । ମାତ୍ର ସେହି ମନ୍ଦିର ବିଷୟରେ ଜାଣିଲେ ମଧ୍ୟ ତାହାର ମହିମା ସଂପର୍କରେ ହୁଏତ କମ ମାତ୍ରାରେ ଅବଗତ ଥିବେ ।
ଉତ୍ତରାଖଣ୍ଡ ରାଜ୍ୟାର ବସ୍ତ ଜିଲ୍ଲାର ଏକ ଶିବ ମନ୍ଦିର ରହିଛି ଯାହାର ଅଲୌକିକ କାହାଣୀ ମଧ୍ୟ ରହିଛି । ଯାହାକୁ ଆପଣ ମାନେ ଜାଣିନଥିବେ , କାରଣ ଏହିଠାରେ ଭଗବାନଙ୍କର ଦୋଶ ନିର୍ଧାରଣ କରାଯାଏ ଏବଂ ସେହି ଦୋଷ ଅନୁସାରେ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯାଇଥାଏ । ତେବେ କଣ ରହିଛି ସଂପୂର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିବା ।
ଉତ୍ତରାଖଣ୍ଡ ରାଜ୍ୟର ବସ୍ତ ଜିଲ୍ଲାର ଏକ ପାହାଡିଆ ଅଞ୍ଚଳରେ , ଏହି ଅଞ୍ଚଳରେ ଏକ ପରମ୍ପରା ରହିଛି ଯେଉଁ ପରମ୍ପରା ଅନୁସାରେ ସେହି ଗ୍ରାମରେ ପ୍ରାୟତଃ 50 ରୁ ଅଧିକ ଗ୍ରାମର ଦେବା ଦେବୀଙ୍କୁ ଏଠାରେ ଆରାଧନା କରାଯାଏ ।
କେବଳ ଆବାହନ ନୁହେଁ ବରଂ ଆବାହନ ପରେ ସେହି ଗ୍ରାମର ମୁଖିଆ ମାନେ ଦେବା ଦେବୀଙ୍କର ଦୋଷ ବାହାର କରିଥାନ୍ତି । ତେବେ ଏହା ଆପଣ ମାନଙ୍କୁ ଅଜବ ପ୍ରକାରର ଲାଗୁଥିବ କାରଣ ଦେବା ଦେବୀଙ୍କର ଦୋଷ କିପରି ବାହାରେ ଆପଣ ମାନେ ହୁଏତ ଏହା କେବେବ କେଉଁଟି ଶୁଣିନଥିବେ ମାତ୍ର ଏଠାରେ ସେହି ପ୍ରକାରର ହୋଇଥାଏ ।
କେବଳ ଏତିକି ନୁହେଁ ସେଠାରେ ଦେଷୀ ମାନଙ୍କୁ ଦଣ୍ଡ ଦେବା ପାଇଁ ଅଦାଲତ ମଧ୍ୟରହିଛି । ଗ୍ରାମ ପୁରୋଧା ମାନେ ଦେବାଦେବୀଙ୍କର ଦୋଷ ବାହାର କରି ଏକ ଲୋକ ଅଦାଲତର ଆୟୋଜନ କରନ୍ତି ଯେଉଁଠାରେ ସେହି ଦୋଷର ଦଣ୍ଡ ମଧ୍ୟ ପ୍ରଦାନ କରାଯାଏ ।
ସେହି ଲୋକ ଅଦାଲତରେ ପ୍ପରତ୍ୟେକ ଲୋକ ମାନେ ଦେବା ଦେବୀଙ୍କର ବିଷଯରେ ଅଭିଯୋଗ କରନ୍ତି ଏବଂ ଯେଉଁ ଅଭିଯୋଗ ପାଇଁ ଯେଉଁ ଦଣ୍ଡ ରହିଥିବ ତାହା ସେମାନଙ୍କୁ ପ୍ରଦାନ କରାଯାଏ । ମାତ୍ର ଏପରି କରିବା ପାଇଁ ସେମାନେ କିଛି କୁଣ୍ଡା ବେଧ କରନ୍ତି ନାହିଁ କାରଣ ଏହା ଦେଉଛି ସେଠାକର ପରମ୍ପରା । ତେବେ ଏପରି ଏକ ପରମ୍ପରା ସଂପର୍କରେ ହୁଏତ ଆପଣ ମାନେ କେବେ ଶୁଣିନଥିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।