ଏହି କମଳା ପାଖୁଡ଼ାରେ କେଉଁ ଭଗବାନଙ୍କ ଫୋଟୋ ଅଛି ? ଏହି ପ୍ରଶ୍ନ ରେ ୯୯% ଲୋକ ଭୁଲ ଉତ୍ତର ଦେଇସାରିଲେଣି ଆଉ ଆପଣ

ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।

କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।

ତେଣୁ ଆଜି ଆମେ ଆପଣଙ୍କୁ ମହାଭାରତ ଯୁଦ୍ଧ ସମ୍ବନ୍ଧିତ ୧୪ ଗୋଟି ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।

ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୪ ଟି ପ୍ରଶ୍ନ ବିଷୟରେ;

୧:- ମହାଭାରତ ଯୁଦ୍ଧ ଲଗାତାର କେତେ ଦିନ ଧରି ଚାଲି ଥିଲା?

ଉତ୍ତର:- ମହାଭାରତ ଯୁଦ୍ଧ ଲଗାତାର ୧୮ ଦିନ ଧରି ଚାଲି ଥିଲା।

୨:- ମହାଭାରତ ଅନୁସାରେ ଦୁର୍ଯ୍ୟୋଧନଙ୍କ ଭଉଣୀ ଙ୍କ ନାମ କଣ ଥିଲା?

ଉତ୍ତର:- ମହାଭାରତ ଅନୁସାରେ ଦୁର୍ଯ୍ୟୋଧନଙ୍କ ଭଉଣୀ ଙ୍କ ନାମ ଦୁଃସାଲା ଥିଲା।

୩:- ଦୁଃସାଲା କାହାକୁ ବିବାହ କରି ଥିଲେ?

ଉତ୍ତର:- ଜୟଦରଥ ।

୪:- କର୍ଣ୍ଣ ଙ୍କ ପ୍ରଥମ ପତ୍ନୀଙ୍କ ନାମ କଣ ଥିଲା?

ଉତ୍ତର:- ବୃଷାଲି।

୫:- କର୍ଣ୍ଣ ଙ୍କ କେତେ ଜଣ ପତ୍ନୀ ଥିଲେ?

ଉତ୍ତର:- କର୍ଣ୍ଣ ଙ୍କ ୨ ଜଣ ପତ୍ନୀ ଥିଲେ।

୬:- କର୍ଣ୍ଣ ଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମ କଣ ଥିଲା?

ଉତ୍ତର:- ଉର୍ବି।

୭:- ଏମାନଙ୍କ ମଧ୍ୟରୁ କିଏ କୁନ୍ତୀଙ୍କ ପ୍ରିୟ ପୁତ୍ର ଥିଲେ?

ଉତ୍ତର:- କୁନ୍ତିଙ୍କ ପ୍ରିୟ ପୁତ୍ର ଅର୍ଜୁନ ଥିଲେ।

୮:- କର୍ଣ୍ଣ ଙ୍କ କେତୋଟି ପୁତ୍ର ଥିଲେ?

ଉତ୍ତର:- କର୍ଣ୍ଣ ଙ୍କ ୯ ଜଣ ପୁତ୍ର ଥିଲେ।

୯:- ଦ୍ରୋଣାଚାର୍ଯ୍ୟ ଙ୍କ ପୁତ୍ରଙ୍କ ନାମ କଣ ଥିଲା?

ଉତ୍ତର:- ଅଶ୍ୱତ୍ଥମା।

୧୦:- ଅଶ୍ୱତ୍ଥମାଙ୍କ ମାତାଙ୍କ ନାମ କଣ ଥିଲା?

ଉତ୍ତର:- କ୍ରୁପି।

୧୧:- ଅଭିମନ୍ୟୁ ଙ୍କ ପୁତ୍ରଙ୍କ ନାମ କଣ ଥିଲା?

ଉତ୍ତର:- ଅଭିମନ୍ୟୁ ଙ୍କ ପୁତ୍ରଙ୍କ ନାମ ପରୀକ୍ଷିତ ଥିଲା।

୧୨:- ମହାଭାରତ ଅନୁସାରେ ଶକୁନି କେଉଁ ରାଜ୍ୟର ରାଜା ଥିଲେ?

ଉତ୍ତର:- ଶକୁନି ଗାନ୍ଧାର ରାଜ୍ୟର ରାଜା ଥିଲେ।

୧୩:- ପିତାମହ ଭୀଷ୍ମ ଙ୍କ ଶଙ୍ଖର ନାମ କଣ ଥିଲା?

ଉତ୍ତର:- ପଣ୍ଡ୍ରିଙ୍କ ।

୧୪:- ପିତାମହ ଭୀଷ୍ମ ଙ୍କ ପିଲା ଦିନର ନାମ କଣ ଥିଲା?

ଉତ୍ତର:- ପିତାମହ ଭୀଷ୍ମ ଙ୍କ ପିଲା ଦିନର ନାମ ଦେବବ୍ରତ ଥିଲା।

୧୫:- ଉପରେ ଥିବା କମଳା ପାଖୁଡ଼ାରେ କେଉଁ ଭଗବାନଙ୍କ ଫୋଟୋ ଅଛି ?

ଉତ୍ତର :-ଗଣେଶ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।