ଏହି ଗୋଟିଏ ପତ୍ର ୯୦ ବର୍ଷ ପର୍ଯ୍ୟନ୍ତ ରୋଗ ହେବାକୁ ଦେବନି

ଆମ ଶରୀର ରେ ଗୋଟିଏ ପ୍ରକାର ଖାଦ୍ୟ ରୁ ସମସ୍ତ ପ୍ରକାର ପୋଷଣ ମିଳି ନ ଥାଏ l ତେଣୁ ଆମେ ସମସ୍ତ ପ୍ରକାର ଖାଦ୍ୟ ଖାଇ ଥାଉ ପୋଷଣ ସୃଷ୍ଟି ହେବା ପାଇଁ l ଆମ ଶରୀର ରେ ଆମେ ଯେତେ ପ୍ରକାର ପୁଷ୍ଟି କର ଖାଦ୍ୟ ଖାଇଲେ ମଧ୍ୟ ଆମର ଶରୀର ରେ ଅନେକ ପୋଷଣ ଆମ ଶରୀର ରେ ଅଭାବ ହୋଇ ଥାଏ l ତେଣୁ ଏମିତି କିଛି ପ୍ରକାର ଖାଦ୍ୟ ରହି ଥାଏ l

ସବୁ ଖାଦ୍ୟ କୁ ହଜମ କରିବା ପାଇଁ ଆମେ ସମସ୍ତେ ପାଣି ପିଇ ଥାଏ l କିଛିଲୋକ ପତ୍ର ଆଦି ଖାଇ ଥାନ୍ତି ବିଭିନ୍ନ ରୋଗ ପାଈଁ ଇଚ୍ଛା କରି ଥାନ୍ତି l

କିନ୍ତୁ ଆମ ଶରୀର ରେ ବେଶୀ କିଛି ଉପକାର କରି ନ ଥାଏ l ଯଦି ଆମେ ଅମୃତ ଭଣ୍ଡା ର ପତ୍ର ଖାଇବା ତେବେ ଆମର ଅନେକ ପ୍ରକାର ଉପକାର ହୋଇ ଥାଏ l

ଅମୃତ ଭଣ୍ଡା ପତ୍ର ରେ ଭିଟାମିନ A, ଭିଟାମିନ B, ଭିଟାମିନ c, d, e ଆଦି ପୋଷଣ ରହିଥାଏ l ଏହି ପତ୍ର ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହି ଥାଏ l ତେଣୁ ଶରୀର ରେ ବିଭିନ୍ନ ରୋଗ କୁ ନିୟନ୍ତ୍ରଣ କରି ଥାଏ l ଅମୃତ ଭଣ୍ଡା ପତ୍ର ରେ ଇମ୍ୟୁନିଟି ରହି ଥାଏ l ଏଥିରେ କ୍ୟାଲସିୟମ ଭଳି ଆଦି ଅନେକ ପ୍ରକାର ପୋଷଣ ରହି ଥାଏ l ଅମୃତ ଭଣ୍ଡା ପତ୍ର ରେ ରେ ଆଣ୍ଟି ଭାଇରଲ , ଆଣ୍ଟି ବ୍ୟାକ୍ଟେରିଆଲ ଆଦି ରହି ଥାଏ l

ଅମୃତ ଭଣ୍ଡା ପତ୍ର ରେ ଏହି ଭଳି ଅନେକ ରୋଗ ପ୍ରତି ରୋଧକ ଶକ୍ତି ରହି ଥିବାରୁ ସେ ଆମର ମୁହଁରେ ବାହାରୁ ଥିବା ପିଂପିଲ କୁ କମି ଥାଏ l ଆମ ଶରୀର ରେ ବ୍ଲଡ଼ ରେ ଥିବା ଶ୍ୱେତ ରକ୍ତ କଣିକା କୁ ବୃଦ୍ଧି କରି ଥାଏ l ଏହି ପତ୍ର ଅଧିକ ପିତା ହୋଇ ଥିବା ରୁ ଆମ ଶରୀରରେ ଚର୍ମ ରୋଗ କୁ ବିରୋଧ କରିଥାଏ l

ଏହି ପତ୍ର ଖାଇବା ଦ୍ୱାରା ଆମ ର ପାଚନ କ୍ରିୟା କୁ ବୃଦ୍ଧି କରି ଥାଏ l ତେଣୁ ଆମ ଖାଦ୍ୟ ଶୀଘ୍ର ହଜମ ହୋଇ ଥାଏ l ସକାଳ ପ୍ରତି ଦିନ ପରିଷ୍କାର ସ୍ଟଲ ହୋଇ ଥାଏ l

ଏହି ପତ୍ର ର ଜୁସ ପ୍ରତି ଦିନ ଖାଇବ ଦ୍ୱାରା କୌଣସି ପ୍ରକାର ଇନଫେକ୍ସନ ରୋଗ ହୋଇ ନ ଥାଏ l ଏହି ଜୁସ ଡେଙ୍ଗୁ ରୋଗ ପାଈଁ ରାମ ବାଣ ପରି କାମ କରିଥାଏ ଶରୀରରେ l ପେଟ ରେ ଥିବା ଚର୍ବି କୁ ନଷ୍ଟ କରି ଥାଏ l ଶରୀର ର ମୋଟା ପଣ କୁ ନଷ୍ଟ କରି ଥାଏ l ତେଣୁ ନିଶ୍ଚୟ ଏହି ପତ୍ର ର ଜୁସ ଖାଇବା ଉଚିତ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।