ଏହି ଘୋରାଇ ଉପାୟରେ ଆପଣଙ୍କ କଳା ଓଠ କୁ ଗୋଲାପୀ ଓ ନିର୍ମଳ କରି ପାରିବେ ୧୦୦% ଗ୍ୟାରେଣ୍ଟି – Ramdev Health Tips

ବର୍ତମାନ ସମସ୍ତେ କଳା ଓଠ କୁ ଗୋଲାପୀ କରିବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଓଠ ଭଲ କୁ ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ କୌଣସି ପାର୍ଟିରେ ଯାଆନ୍ତି ସେତେବେଳେ ଆପଣଙ୍କୁ କଳା ଓଠ ଫରକ ଜଣା ପଡିଥାଏ l

ଆପଣ ସେତେବେଳେ ନିଜର କଳା ରଙ୍ଗ ପାଈଁ ବ୍ୟସ୍ତ ହୋଇଥାନ୍ତି l କୁହାଯାଏ ଯେ ଯାହାର ଯେମିତି ରଙ୍ଗ ତାହା ଯେତେ ଯାହା କଲେ ମଧ୍ୟ ନିଜର ପ୍ରକୃତ ରଙ୍ଗ ଫେରି ଆସିବ l

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରରଓଠ ଗୋଲାପୀ ହେବାର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ଗୋରା ହୋଇ ଯାଆନ୍ତି l କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଗୋରା ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ଓଠ ରେ ନାନା ପ୍ରକାରର ରୋଗ ବାହାରି ଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ l

ଏଥିରେ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ l ଆଉ ଆମର କୌଣସି ଲାଭ ହୁଏ ନାହିଁ l ଆପଣ ବହୁତ ଖର୍ଚ୍ଚାନ୍ତ ହୋଇଥାନ୍ତି l ଆମେ ଆପଣକୁ ଏମିତି ଏକା ଘର ପ୍ରସ୍ତୁତ ସାମଗ୍ରୀ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l ଯାହାକୁ ମାତ୍ର ସାତ ଦିନ ବ୍ୟବହାର କରିବା ପରେ ଆପଣ ସମ୍ପୂର୍ଣ ଗୋରା ହୋଇଯିବେ l ବିଶେଷ ରୂପେ ମହିଳା ମାନେ ଗୋରା ହେବା ପାଈଁ ଇଛା କରିଥାନ୍ତି l ତେବେ ଚାଲନ୍ତୁ ଜାଣନ୍ତୁ କେମିତି ଏହି ଘରୋଇ ସାମଗ୍ରୀ ବନେଇବେ l

ପ୍ରଥମେ ଗୋଟିଏ ପତ୍ର ନିୟନ୍ତୁ, ଆଉ ଗୋଟିଏ ପତ୍ର ରେ ଚିନି ନିୟନ୍ତୁ l ଏହା ପରେ ଗୋଟିଏ ଅଧା ଚାମଚ ଭେସଲିନ ନିୟନ୍ତୁ lଓ ଶେଷ ରେ ଗୋଟିଏ ଲେମ୍ବୁ ନିୟନ୍ତୁ l

ଏବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବେ ଏହି ସାମଗ୍ରୀ କୁ l ପ୍ରଥମେ ଏକ ଛୋଟ କାଚ ପାତ୍ର ନିୟନ୍ତୁ l ଏହା ପରେ ଏକ ଚାମଚ ଚିନି ନିୟନ୍ତୁ l ପରେ ଏହାକୁ ପୁରା ଗୁଣ୍ଡ କରନ୍ତୁ ଯାହାକୁ ଆପଣ ଗ୍ରାଇଣ୍ଡର କରିପାରିବେ l ଗ୍ରାଇଣ୍ଡର କରିବା ପରେ ସେଥିରେ ଏକ ଫାଳ ଲେମ୍ବୁ ରସ ମିଶାନ୍ତୁ l ଏହା ପରେ ନିୟନ୍ତୁ ଏହାକୁ ଭଲରେ ମିଶାନ୍ତୁ, ଏହା ପରେ ଏଥିରେ ଅଧା ଚାମଚ ଭେସଲିନ ମିଶାନ୍ତୁ l ଏହା ପରେ ଭଲ ଭାବରେ ଫେଣ୍ଟି ଓଠ ରେ ଲଗେଇ 15ମିନିଟ ରଖନ୍ତୁ ଏହା ପରେ ରେ ଧୁଇ ଦିୟନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।