ଏହି ଘରୋଇ ଔଷଧକୁ ମାତ୍ର ସାତ ଦିନ ଅର୍ଶ ରେ ଲଗେଇଲେ ୧୦୦% ଗ୍ୟାରେଣ୍ଟି ଶୁଖିକି ଝଡ଼ିଯିବ

ଆଗରୁ ଲୋକ ମାନେ ରୋଗରେ ବର୍ତମାନ ଅପେକ୍ଷା କମ ପଡୁଥିଲେ l ଯଦି ସେମାନଙ୍କୁ କୌଣସି ରୋଗ ହେଉ ଥିଲା ତଥାପି ସେମାନେ ବହୁତ ଶୀଘ୍ର ଭଲ ହୋଇ ଯାଉ ଥିଲେ l ଆଗରୁ ଲୋକ ମାନେ ଅଧିକ ଘରୋଇ ଔଷଧ ସେବନ କରି ଭଲ ହେଉଥିଲେ l କିନ୍ତୁ ବର୍ତମାନ ଯୁଗରେ ତାହାର ବିପରୀତ ହେଉଛି l

କାରଣ ଆମ ପାଖରେ ଏତେ ସମୟ ନାହିଁ ଯେ ଘର ପାଖରେ ବସି କୌଣସି ଔଷଧ ତିଆରି କରିବା l କିନ୍ତୁ ବର୍ତମାନ ଆମର ଘୋରଇ ଔଷଧ ଉପରେ ବିଶ୍ୱାସ ନାହିଁ l

ଆମର ଆଜି ଯାହାବି କିଛି ହେଲେ ଆମେ ଡାକ୍ତର ପାଖରୁ ଔଷଧ ଖାଇଥାଉ l ସେ ଜର ହେଉ ଅଥବା ଝାଡା ହେଉ ଯାହାବି ହେଉ ଆମେ ଡାକ୍ତର ପାଖରୁ ଔଷଧ ଆଣି ଖାଇ ଥାଉ l ଅନେକ ରୋଗ ଅଛି ଆମେ ଯେପର୍ଯ୍ୟନ୍ତ ଔଷଧ ଖାଉ ଥିବୁ ସେ ପର୍ଯ୍ୟନ୍ତ ରୋଗରୁ ଉପଶମ ମିଳୁଥିବ ଯେତେ ବେଳେ ଔଷଧ ଖାଇବା ବନ୍ଦ କରିଦେବୁ ରୋଗ ପୁଣି ବଢ଼ି ଯାଏ l

ଏହି ପରି ଏକ ରୋଗ ହେଉଛି ଅର୍ଶ l ଯାହା ପାଈଁ ଯେପର୍ଯ୍ୟନ୍ତ ମେଡ଼ିସିନ ଖାଉଥିବୁ ସେ ପର୍ଯ୍ୟନ୍ତ ଠୀକ ଥିବ ଯେତେ ବେଳେ ବନ୍ଦ କରିଦେବୁ ପୁଣି ଆମର କଷ୍ଟ ଆରମ୍ଭ ହୋଇ ଯାଏ l ଆମେ ଆଜି ଆପଣଙ୍କୁ ଏମିତି ଦୁଇଟି ଔଷଧ ବତେଇବୁ ଯାହାକୁ ମାତ୍ର ସାତ ଦିନ ସେବନ କଲେ ଆପଣଙ୍କ ର ସବୁଦିନ ପାଇ ଅର୍ଶ ରୋଗ ଭଲ ହୋଇ ଯିବ l ତେବେ ଚାଲନ୍ତୁ ଜାଣିବା ସେହି ଔଷଧ ଗୁଡିକ କଣ l

1- ଆପଣ ଜାଣିଥିବେ ସବୁ ମେଡ଼ିସିନ ଷ୍ଟୋର ରେ ନିମଲି ମିଳିଥାଏ ଯାହାର ଅନ୍ୟ ନାମ ପୁଉଣ୍ଟି ଅଟେ l ଏହାକୁ ସାଧାରଣତଃ ଆଖିରେ ପକେଇବା ପାଈଁ ବ୍ୟବହାର କରାଯାଇ ଥାଏ l ପ୍ରଥମେ ଦୁଇଟି ନିମଲ୍ଲି ନିୟନ୍ତୁ ଯାହା ର ଦାମ ମାତ୍ର ଦୁଇ ଟଙ୍କା ଅର୍ଥାତ ଦୁଇଟି କୁ ଚାରି ଟଙ୍କା l ଆଉ ଗୋଟିଏ କପୁର ନିୟ ଯାହା ଅଧା ଚମଚ ହେବ l

ଏହା ପରେ ନିମଲି ର ଭିତରେ ଥିବା ଔଷଧ କୁ ଗୋଟିଏ ଛୋଟ ପାତ୍ର କୁ ବାହାର କର ଏହାପରେ ସେଥିର କପୁର କୁ ଭଲ ଭାବେ ଚୁନା କରି ଦୁଇଟି କୁ ଭଲ ଭାବେ ମିଶେଇ ଦିୟନ୍ତୁ l ଉକ୍ତ ମିଶ୍ରଣ କୁ ଏକା ଥରେ ଭଲ ଭାବରେ ଅର୍ଶ ଉପରେ ଲଗେଇ ଦିୟନ୍ତୁ ଦେଖିବେ ମାତ୍ର ସାତ ଦିନରେ ସବୁଦିନ ପାଈଁ ଭଲ ହୋଇ ଯିବ l

2-ଏହି ଉପାୟରେ ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ଏକ ଗ୍ଳାସ କ୍ଷୀର ସହିତ ଗୋଟିଏ ଲେମ୍ବୁ ଚୁପୁଡ଼ି ତାହାକୁ ମାତ୍ର କିଛି ଦିନ ସେବନ କରନ୍ତୁ ଦେଖିବେ ଧୀରେ ଧୀରେ ଅର୍ଶ ଭଲ ହେବାକୁ ଲାଗିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।