ଏହି ଭୁଲ ଜୀବନରେ କେବେ ବି କରନ୍ତୁ ନାହିଁ, ନଚେତ ଘଟିପାରେ ଅଘଟଣ

ଯେମିତି ମଣିଷ ଯାହା ବି କାର୍ଯ୍ୟ କରୁ ଯେତେ ବେଳେ ପାପ, ପୁଣ୍ୟ ର କଥା ଆସେ ସେତେ ବେଳେ ମଣିଷ ପୁଣ୍ୟ ର ପଥ ଚୟନ କରେ । ସଂସାରରେ ଯେତେ ବେଳେ ଆମ ର ପାପ ପୁଣ୍ୟ ସମାନ ଥାଏ ଆମେ ସେତେ ବେଳେ ଆମେ ସମାନ ରୂପରେ ଜୀବନ ଚାଲିଥାଏ l ଆମେ ଆମ ଜୀବନ ରେ ଯାହା ବି କରେ ତାହା ଏ ଜୀବନ ହେଉ ଅଥବା ଆର ଜନ୍ମ ହେଉ ଆମେ ଆମର କର୍ମ ଫଳ ରୂପେ ଭୋଗ କରି ଥାଉ ।

ଯଦି ଜଣେ ମଣିଷ ଭଲ କର୍ମ କରେ ଅଥବା ଜୀବନ ଯାକ ପୁଣ୍ୟ କରିଥାଏ ତାହାଲେ ସେ ଭଲ ଫଳ ପାଇ ଥାଏ । ଆଉ ଜୀବନ ଯାକ ତାକୁ କେବେ ବି ଜୀବନ ର କଷ୍ଟ ଅନୁଭବ ହୁଏ ନାହିଁ ।

ଆଉ ଯଦି ଜଣେ ମଣିଷ ତl ଜୀବନରେ ସବୁବେଳେ ଖରାପ କର୍ମ କରେ ତଥା ସବୁବେଳେ ପାପ ଆଚରଣ କରେ ତାହାଲେ ସେ ଯାହା ବି ହେଉ ଜୀବନ ରେ ଅନେକ କଷ୍ଟ ଭୋଗ କରିବାକୁ ନିଶ୍ଚିତ ରୂପେ ପଡି ଥାଏ । ତେଣୁ କୁହା ଯାଏ ଯେ ଭଲ କର୍ମ କଲେ ଭଲ ଫଳ ମିଳିବ ଆଉ ଯଦି ଖରାପ କର୍ମ କରିଥାଏ ତାହାଲେ ଖରାପ ଫଳ ମିଳିବ ।

ଭାରତୀୟ ଧର୍ମ ପରମ୍ପରା ରେ କର୍ମ କୁ ମହାନ ମନା ଯାଏ । ଭାରତୀୟ ଶାସ୍ତ୍ର ପୂରଣ ରେ କର୍ମ ଆଦି ବିଶେଷୟରେ ବିସ୍ତୃତ ରୂପେ ବର୍ଣ୍ଣନା କରାଯାଇଛି । ଆଜି ଆପଣଙ୍କୁ କହିବି ଯେ ମନୁଷ୍ୟ କଣ କଲେ କେଉଁ ଭଳି କର୍ମ କଲେ ମହା ପାପ ଦୋଷ ରେ ପୀଡିତ ହୋଇ ଥାଏ ।ପୁରୁଷ ମାନେ ଯାହା ବି କରନ୍ତୁ ନା କାହିଁକି, ପୁରୁଷ ମାନେ କେବେବି ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ ।

ତେବେ ଚାଲନ୍ତୁ ଜାଣିବା ଶାସ୍ତ୍ର ରେ କଣ ସବୁ କର୍ମ ପୁରୁଷ ମାନେ ନକରିବl ଉଚିତ ସେ ବିଷୟରେ ଜାଣିବା । ଜୀବନ ରେ କେବେବି ପୁରୁଷ ମାନେ ଏହି ଭଳି କର୍ମ କରନ୍ତୁ ନାହିଁ । ତାହା ହେଉଛି ପୁରୁଷ ମାନେ କେବେ ବି ନାରୀ ର ଇଜ୍ଜତ ସହିତ ଖେଳନ୍ତୁ ନାହିଁ ।

ଏହି ପରି କରିଲେ ପୁରୁଷ ମାନେ କେବେବି ନିଜକୁ ଘୋର ପାପରୁ ରକ୍ଷା କରିପାରିବେ ନାହିଁ । ଆପଣ ମାନେ ଜାଣିଥିବେ ଯେ ଆମର ଶାସ୍ତ୍ର ରେ ପୁରାଣ ରେ ବର୍ଣିତ ହୋଇଛି କେମିତି ତ୍ରେତୟା ଯୁଗରେ ମାତା ସୀତା ଙ୍କର ଇଜ୍ଜତ ସହିତ ଖେଳିବାରୁ ମହା ପ୍ରତାପୀ ଲଙ୍କାର ରାଜା ମଧ୍ୟ୍ୟ ମହା ପାପ ରେ ପଡି ନିଜର ସୁନା ଲଙ୍କା ନଷ୍ଟ ହେଲା ନ ସେ ଥିଲେ ବେଦଜ୍ଞ, ଧର୍ମଜ୍ଞ ତଥାପି ସେ ନିଜକୁ ସେହି ମହା ପାପ ରୁ ମୁକୁଳି ପରି ନଥିଲେ ।

ତେଣୁ ଜଣେ ପୁରୁଷ ନିଜକୁ ଏହି ଭଳି ପାପ ଠାରୁ ଦୁରେଇ ରଖିବା ଉଚିତ । ଯେଉଁ ପୁରୁଷ ନାରୀ ର ଇଜ୍ଜତ କରେ ସେ ପୁରୁଷ ନିଜ ଜୀବନରେ ମହା ପୁଣ୍ୟ କରି ପୁଣ୍ୟ ଫଳ ଭୋଗ କରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।