ଏହି ବୟସରେ ଝିଅ ମାନେ ଅଧିକ ସେ-କ୍ସ୍ କରିବାକୁ ଇଛା କରିଥାନ୍ତି
ଏକ ନିର୍ଦ୍ଦିଷ୍ଟ ବୟସ ଆସିଗଲେ ଝିଅ ମାନେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ତତ୍ପର ହୋଇ ଉଠନ୍ତି। ଏହି ବୟସରେ ଝିଅ ମାନେ ଅଧିକ ସମ୍ବେଦନଶୀଳ ହୋଇ ଯାନ୍ତି।ଏହି ବୟସରେ ଝିଅ ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏବଂ ବିବାହିତ ମହିଳା ମାନେ ମଧ୍ୟ ଏହି ବୟସରେ ପୁଅ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି।
ଆସନ୍ତୁ ଜାଣିବା ସେହି ବୟସ ବିଷୟରେ କି ଯେଉଁ ବୟସରେ ସେମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ଏକ କୋଠରୀ ବୈବାହିକ ଜୀବନ ବିନା ଅର୍ଥହୀନ ଅଟେ ଓ ବୈବାହିକ ଜୀବନ ଏକ କୋଠରୀ ରେ ବିନା କିଛି ମାନେ ହିଁ ନଥାଏ।
ନିର୍ଦ୍ଦିଷ୍ଟ ସମୟ ଅତିବାହିତ ହେଲା ପରେ ଜୀବନଶୈଳୀ ରେ ପରିବର୍ତ୍ତନ ହୋଇଥାଏ, ଯାହାକି ମହିଳାଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଅଧିକ ମାତ୍ରାରେ ଦେଖା ଦେଇଥାଏ।ବୟସ ର ପରିବର୍ତ୍ତନ ରେ ପହଞ୍ଚିବା ପରେ ମହିଳାଙ୍କ ଜୀବନ ରେ ମଧ୍ୟ ପରିବର୍ତ୍ତନ ଦେଖା ଯାଏ। ଯେପରି ହାବଭାବ, ରୂପ, ଚାଲି ଚଳନ, ବେଗ ଆଦି ପରିବର୍ତ୍ତନ ହୋଇଥାଏ।
ବୟସ ବୃଦ୍ଧି ପାଇଲେ ସମସ୍ତଙ୍କ ଚିନ୍ତା ଧାରା ମଧ୍ୟ ବଦଳି ଯାଏ ଏବଂ ଆଗ ଅପେକ୍ଷା ଅଧିକ ବୁଦ୍ଧିମତୀ ଓ ଶକ୍ତିଶାଳୀ ମଧ୍ୟ ହୋଇ ଯାଆନ୍ତି।ପ୍ରତ୍ୟେକ ଜିନିଷ ର ଏକ ନିର୍ଦ୍ଦିଷ୍ଟ ବୟସ ସମୟ ସୀମା ରହି ଥାଏ।ସାଧାରଣତଃ ଝିଅ ମାନେ ଲାଜକୁଳୀ ହୋଇଥାନ୍ତି।ତେଣୁ ରୋମାଣ୍ଟିକ କଥା କିମ୍ବା ନିଜର ରୋମାନ୍ସ କରିବାର ଇଚ୍ଛା କୁ କାହା ଆଗରେ ପ୍ରକାଶ କରି ପାରନ୍ତି ନାହିଁ।ତେଣୁ ପୁରୁଷ ମାନେ ମହିଳାଙ୍କ ମନର କଥା କୁ ଜାଣି ପାରନ୍ତି ନାହିଁ।
କିନ୍ତୁ ଆଜି ଆମେ ଜାଣିବା କି କେଉଁ ବୟସରେ ମହିଳା ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏବଂ ଅଧିକ ସେକ୍ସ୍ କରିବାର ଇଚ୍ଛା ହୋଇଥାଏ।ଗୋଟିଏ ଗ୍ରନ୍ଥର ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ମହିଳା ମାନେ ୩୦ ରୁ ୩୫ ବର୍ଷ ମଧ୍ୟରେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏବଂ ସେମାନେ ଏହି ବୟସ ମଧ୍ୟରେ ସମ୍ପର୍କ ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ବର୍ତ୍ତମାନ ର କଳି ଯୁଗରେ ୧୫ ରୁ ୨୦ ବର୍ଷ ବୟସ ମଧ୍ୟରେ ଏହି କାର୍ଯ୍ୟ ହୋଇ ଯାଉଛି।
ତେବେ ୨୦ ରୁ ୨୫ ବର୍ଷ ବୟସ ମଧ୍ୟରେ ଝିଅ ମାନେ ଅଧିକ ସୁନ୍ଦର ଦେଖା ଯାଆନ୍ତି। ତେଣୁ ସେମାନେ ଏହାକୁ ନେଇ ଗର୍ଵ କରିଥାନ୍ତି ଏବଂ ନିଜ ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି।
୨୭ ବର୍ଷ ବୟସ ପରେ ମହିଳା ମାନେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେଣୁ ନିଜ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିଥାନ୍ତି। ୨୭ ବର୍ଷ ପରେ ସେମାନେ ନିଜ ଜୀବନସାଥୀ ସହିତ ମନ ଭରି ସେକ୍ସ୍ କରିବାକୁ ପସନ୍ଦ କରିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।