ଏହି ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ l ଆସନ୍ତା ତିରିଶ ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିବ, ଶୀଘ୍ର ଦେଖନ୍ତୁ ଏହି ଗ୍ରହଣ ରେ କଣ ବାରଣ ଅଛି

ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଏହି ବର୍ଷ ତିନୋଟି ଚନ୍ଦ୍ର ଗ୍ରହଣ ଲାଗି ସାରିଛି ଏହି ଚନ୍ଦ୍ର ଗ୍ରହଣ ହେଉଛି ବର୍ଷର ଚତୁର୍ଥ ଏବଂ ଶେଷ ଚନ୍ଦ୍ର ଗ୍ରହଣ ଅଟେ l ଏହି ଚନ୍ଦ୍ର ଗ୍ରହଣ ଲାଗିବ କାର୍ତିକ ମାସ ପୂର୍ଣମୀ ରେ ଲାଗିବ l ଯାହା ସୋମବାର 30 ତାରିଖ ଅଟେ l ଏହି ଦିନ ରାତିରେ ଯେଉଁ ଚନ୍ଦ୍ର ଗ୍ରହଣ ହେଉଛି ତାହା ହେଉଛି ଛାୟା ଚନ୍ଦ୍ର ଗ୍ରହଣ ଏହା ଭାରତରେ ଓ ଓଡ଼ିଶାର କେତେକାଂଶ ରେ ଦେଖାଯିବ l

ଏହା ରାତିରେ ଦକ୍ଷିଣ ଆମେରିକା ପ୍ରଭୃତି ଦେଶରେ ଦେଖା ଯିବ l ଚାଲନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣରେ କଣ ସବୁ ମାନିବାକୁ ପଡିବ ଆଉ କେଉଁ ସମୟ ରୁ କେଉଁ ସମୟ ପର୍ଯ୍ୟନ୍ତ ଏହି ଚନ୍ଦ୍ର ଗ୍ରହଣ ଲାଗି ରହିବ l

ଚନ୍ଦ୍ର ଗ୍ରହଣ ଦିନରେ ଲାଗିବ ଭାରତର ସମୟରେ l ଦିନରେ ଲାଗିବାରୁ ଗ୍ରହଣ ଏହାକୁ ଭାରତରେ ଦେଖା ଜାଇ ପାରିବ ନାହିଁ l ଏହି ଦିନରେ ଆରମ୍ଭ ହେବ ଅପରାହ୍ନ :01:04 ରୁ ଶେଷ ହେବ ଗ୍ରହଣ ସନ୍ଧ୍ୟା :05:11 ରେ l ଏହି ଚନ୍ଦ୍ର ଗ୍ରହଣର ସମୟରେ ସୀମା ରହିବ :04:18:05 ଯାଏଁ ରହିବ l ସର୍ବାଧିକ ଗ୍ରାସ କରିଥିବା ସମୟ ହେଉଛି :03:13 ରେ ରହିବ l ଏବେ ଚାଲନ୍ତୁ ଜାଣିବା କେଉଁ ସବୁ ନିୟମ ପାଳନ କରିବାକୁ ପଡିବ l

ଏହି ଚନ୍ଦ୍ର ଗ୍ରହଣ ଟି ଭାରତରେ ଓ ଓଡ଼ିଶାରେ ଦେଖାଯିବ l ଏହି ଗ୍ରହଣ ମଧ୍ୟ୍ୟ ଖାଲି ଆଖିରେ ଦେଖା ଯିବ ନାହିଁ କାରଣ ଏହି ଗ୍ରହଣ ଟି ହେଉଛି ଛାୟା ଚନ୍ଦ୍ର ଗ୍ରହଣ l ଭାରତୀୟ ପୁରାଣ ଅନୁସାରେ ଏଥି ପାଇ କୌଣସି ନିୟମ ନାହିଁ l

ତେଣୁ ଆସନ୍ତା ଚନ୍ଦ୍ର ଗ୍ରହଣ ଦିନ ପୂଜା ଅର୍ଥାତ ଠାକୁର ମାନଙ୍କର ପୂଜା ହେବ ଯେକୌଣସି ପୂଜା ମଧ୍ୟ୍ୟ ଅନୁଷ୍ଠିତ କରାଯାଇ ପାରିବ l ସାଧାରଣତଃ ଗ୍ରହଣ ଲାଗିବାର ଚାରିଘଣ୍ଟା ପୂର୍ବରୁ ହାଣ୍ଡି ଛଡା ହୋଇ ଥାଏ l ଏହି ଚନ୍ଦ୍ର ଗ୍ରହଣରେ ହାଣ୍ଡି ଛାଡ଼ ମଧ୍ୟ କରାଯିବ ନାହିଁ l

କିନ୍ତୁ ଏହି ଗ୍ରହଣ ରେ ଗର୍ଭବତୀ ମାନଙ୍କୁ ସମସ୍ତ ନିୟମ ପାଳନ କରିବାକୁ ପଡିବ l କାରଣ ଗ୍ରହଣ ଗର୍ଭ ରେ ଥିବା ପିଲାର ଶରୀରେ ପ୍ରଭାବ ପକେଇ ଥାଏ l ଏହି ଦିନ ଗର୍ଭବତୀ ମାନେ ଲୁଗା ସିଲେଇ କରିବେ ନାହିଁ କିମ୍ବା କୌଣସି ଜିନିଷ କୁ କାଟିବେ ନାହିଁ l ଏହି ପରି କଲେ ପିଲାର ଶରୀରରେ ବିକୃତି ହୋଇ ପlରେ l

ଏହା ସହିତ ଗର୍ଭବତୀ ମହିଳା ଘରୁ ଗ୍ରହଣ ସମୟରେ ବାହାରିବେ ନାହିଁ କିମ୍ବା ଗ୍ରହଣ ଦେଖିବେ ନାହିଁ କାରଣ ସେମାନଙ୍କର ଗର୍ଭ ଉପରେ ଖରାପ ପ୍ରଭାବ ପଡିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।