ଏହି ବଡ ଭୁଲ ପାଇଁ ଜନ୍ମ ହୋଇଥାଏ ‘ଯାଆଁଳା ପିଲା’, କରନ୍ତୁ ନାହିଁ ଏହି ଛୋଟିଆ ଭୁଲ ନଚେତ
ସାଧାରଣତଃ କୁହାଯାଏ ଯେଉଁ ଘରେ ଯାଆଁଳା ପିଲା ଜନ୍ମ ନିଏ ସେ ଘରକୁ ଖୁସିର ସୁଅ ଛୁଟି ଥାଏ । ସେ ଘରେ ସ୍ନେହରେ ପରସ୍ପର ପରିବାର ବର୍ଗ ଘରେ ରହି ଥାନ୍ତି । କିନ୍ତୁ ଏହି ପିଲା ମାନେ ଘର ପାଈଁ ଯେତିକି ଶୁଭ ହୋଇଥାନ୍ତି ସେତିକି ଗର୍ଭବତୀ ପାଈଁ ବିପଦ ଜନକ ହୋଇଥାଏ । ତେଣୁ ଏହା ନିହାତି ଜାଣିବା ଆବଶ୍ୟକ ଯେ କଣ ସବୁ ଜଣେ ମହିଳା ଭୁଲ କଲେ ଯାଆଁଳା ପିଲା ଜନ୍ମ ନିଏ । ଆଉ ଏହି ସବୁ କାର୍ଯ୍ୟ କରିବl ପୂର୍ବରୁ ସତର୍କ ରହିଲେ ଯାଆଁଳା ପିଲା ହେବ ନାହିଁ ।
କିଛି ମହିଳା ଅଛନ୍ତି ଯେଉଁ ମାନେ ଯାଆଁଳା ପିଲା ଜନ୍ମ କରିବାକୁ ଇଛା କରନ୍ତି । ଆଉ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେଇ ଥାନ୍ତି ।
କେତେକ ମଧ୍ୟ ସଫଳ ମଧ୍ୟ ହୋଇ ଥାନ୍ତି । ଆପଣ ମାନେ ଦେଖି ଥିବେ ଯେ ଯାଆଁଳା ପିଲା ଜନ୍ମ ହେବାର । ଆଉ ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଥାନ୍ତି ।
କିନ୍ତୁ କେତେକ କହିଥାନ୍ତି ଯେ ଯଦି ଜଣେ ଗର୍ଭବତୀ ମହିଳା ଜୁଆଁ ଫଳ ଖାନ୍ତି ତେବେ ତାଙ୍କର ଯାଆଁଳା ପିଲା ହୋଇ ଥାଏ । କିନ୍ତୁ ଏହାକୁ ଅନ୍ଧ ବିଶ୍ୱାସ ବୋଲି ମାନା ଯାଏ । ଆଜି ଆମେ କହିବୁ ଆପଣଙ୍କୁ ଯେ କଣ ସବୁ କାରଣରୁ ଯାଆଁଳା ପିଲା ଜନ୍ମ ହୋଇ ଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ କାରଣ କଣ ?
1-ସାଧାରଣତଃ ଯଦି ଗର୍ଭ ଧାରଣ ସମୟରେ ଅଣ୍ଡଜ ଦୁଇଟା ଥାଏ, ତେବେ ତାହା ଯାଆଁଳା ପିଲl ଜନ୍ମ କରାଏ ।
2-ଯଦି ଜଣେ ମହିଳା ବହୁତ ଦିନରୁ ଗର୍ଭ ନିରୋଧ କରାଉ ଥାନ୍ତି ଅଥବା ବହୁତ ଦିନରୁ ଗର୍ଭ ନିରୋଧ ବଟିକା ଖାଉ ଥାନ୍ତି ତେବେ ମଧ୍ୟ ଏହି ପରି ହୋଇ ଥାଏ ।
3-କୌଣସି ମହିଳା ଯଦି ଅଧିକ ଡେଙ୍ଗା ଆଉ ମୋଟl ଥାନ୍ତି ତେବେ ସେହି ଠାରେ ମଧ୍ୟ ହେବାର ସମ୍ଭାବନା ଥାଏ । ଏହି ଭଳି ମହିଳା ମାନେ ଯାଆଁଳା ପିଲା ଜନ୍ମ କରିବାକୁ କ୍ଷମତା ରହିଥାଏ । ସେହି ମାନଙ୍କ ର ଯାଆଁଳା ପିଲା ହୋଇ ଥାଏ ।
4-ଯଦି କୌଣସି ମହିଳା ଆଗରୁ ଦୁଇ ବା ଦୁଇରୁ ଅଧିକ ପିଲା ଜନ୍ମ କରିଥାଏ ତେବେ ସେହି ମହିଳାର ଗର୍ଭ ଧାରଣ କରିବାର କ୍ଷମତା ବଢ଼ି ଯାଇଥାଏ, ଏହି ଭଳି ମହିଳାଙ୍କ ଠାରେ ଯାଆଁଳା ପିଲା ହେବାର ଅଧିକାର ସମ୍ଭାବନା ଥାଏ ।
5-ଦେଖା ଯାଏ ଯେ ଗୋଟିଏ ଗୋଟିଏ ଦେଶରେ ଅଧିକ ଯାଆଁଳା ପିଲା ହୋଇଥାଏ । ଆଫ୍ରିକା ଦେଶରେ ସବୁଠୁ ଅଧିକ ଯାଆଁଳା ପିଲା ଜନ୍ମ ନିଏ । ଏହାର କାରଣ ହେଉଛି ସେଠାକାର ଜଳବାୟୁ ହୋଇ ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।