ଦେଖନ୍ତୁ ଭିଡ଼ିଓ – ଏହି ଅଦ୍ଭୁତ ଭିଡ଼ିଓ ଟି ଦେଖିଲେ ଗୋଡ ତଳୁ ମାଟି ଖସିଯିବ, ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ…

ଯେଉଁଥିରେ ଗାଡି ଚଳାଇବା ବହୁତ କଷ୍ଟକର ଅଟେ l ଏହି ରାସ୍ତାରେ ଯିବା ସମୟରେ ଲୋକଙ୍କର ହୃଦୟର ସ୍ପନ୍ଦନ ଘୋଡା ଦୌଡ଼ିଲା ପରି ହେଉଥାଏ l ରାସ୍ତା ରେ ଯାଉଥିବା ସମୟ ରେ ଅନେକ ଗାଡି ଓଲଟି ପଡିଥିବାର ଦେଖିବେ ଯାହାକୁ ଦେଖିକି ଆପଣଙ୍କ ମନ ଓ ହୃଦୟ ଥରି ଉଠିବ l ହିମାଚଳ ରେ ଏମିତି କିଛି ରାସ୍ତା ଅଛି ଯାହାକି ବିଶ୍ୱ ରେ ସବୁଠାରୁ ଅଧିକ ଭୟଙ୍କର ବୋଲି ଧାରାଯାଉଛି l ଆଜି ମୁ ଆପଣଙ୍କୁ ଏମିତି ଗୋଟେ କଥା କହିବି ଯାହାକି ହିମାଚଳ ପ୍ରଦେଶ ର ରାସ୍ତା ସହିତ ଜଡିତ ଅଟେ l ତେବେ ଆସନ୍ତୁ ଜାଣିବା ସେହି ଘଟଣା ଯାହା ହିମାଚଳ ପ୍ରଦେଶ ର ରାସ୍ତାରେ ଘଟିଥିଲା l

ଆପଣ ମାନେ ଜାଣିଥିବେ ହିମାଚଳ ରେ କେତେ ସଂକୀର୍ଣ୍ଣ ରାସ୍ତା ରହିଛି l ଯାହାର ଗୋଟେ ସାଇଡ ରେ ପାହାଡ଼ ରହିଲା ବେଳକୁ ଆଉ ଗୋଟେ ସାଇଡ ରେ ଖାଲ ରହୁଛି l ଏଭଳି ରାସ୍ତା ରେ ବସ କୁ ବୁଲାଇବା କୋଉ ଚାଲେଞ୍ଜ ରୁ କମ ନୁହେଁ l

ଏହିଭଲି ରାସ୍ତାରେ ଵସ ଟି ଖାଲ ଆଉ ରାସ୍ତା ମଝିରେ ରହିଛି ଲାଗୁଛି ଯଦି ବସ ଟି ଆଉ ଟିକେ ହାଲିବ ତେବେ ସିଧା ଯାଇକି ଗାତରେ ପଡିବ l କିନ୍ତୁ ବସ ଚାଲାକ ଜଣଙ୍କ ସାହାସ ର ସହ ବସ କୁ ରେଭର୍ସ କରିଆଣିଲେ l ଏମିତି ସଂକୀର୍ଣ୍ଣ ରାସ୍ତା ରେ ଡାଇଭର ଜଣଙ୍କ ବସ କୁ ଯେପରି ବ୍ରେକ ମାରି ରଖିଥିଲେ ତାହା ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ lତାପରେ ଡ଼ାଇଭର ଜଣକ ବସ କୁ ଖାଇ ଆଡୁ ବାହାର କରି ରାସ୍ତା କୁ ଆଣିଲେ l

ଏମିତିରେ ବି ଆମେ ଆପଣ ଙ୍କୁ ଜଣାଇବା ପାଇଁ ଚାହୁଁଛୁକି ଏହାର ଏକ ଭେଡ଼ିଓ 5 ମାସ ପୂର୍ବରୁ ୟୁଟୁବ ରେ ସେୟାର କରାଯାଇଥିଲା l ଯାହାର କୋପସନ ରେ ଲେଖାଯାଇଥିଲା କି ଏହି ଘଟଣା ଟି ଉଦୟପୁର ଠାରୁ 12 କିଲୋମିଟର ଦୂର ରେ ଅବସ୍ଥିତ କଳିଙ୍ଗ – କିଲର ଠାରେ ଘଟି ଥିଲା l ଆଉ ମଧ୍ୟ କୋପସନ ରେ ଆଗରୁ ଲେଖାଯାଇଥିଲା କି ସେଠାକାର ରାସ୍ତା ବହୁତ ଖରାପ ଥିଲା ଯାହାଫଳରେ ରେ ଡାଇଭର ଙ୍କୁ ବ୍ରେକ ଲଗାଇ ବସ କୁ କିଲର ପର୍ଯ୍ୟନ୍ତ ଆଣିବା ପାଇଁ ବାଧ୍ୟ ହେବାକୁ ପଡିଲା l

ଏହି ଘଟଣା କୁ ଦେଖିଲା ପରେ ଅଧିକାଂଶ ଲୋକ ଙ୍କ ହୁଦୟ ତାଙ୍କ ପାଟି ପାଖକୁ ଚାଲି ଆସୁଛି l କିନ୍ତୁ ଏହାର ସୁଖଦାୟକ ଅନ୍ତ ଦେଖିକି ଓ ଶୁଣିକି ସମସ୍ତେ ଶାନ୍ତି ରେ ଟିକେ ନିଶ୍ୱାସ ନେଲେ l ଯଦି ଆପଣବି ନିଜର ଗାଡି ନେଇ ଏହିପରି ରାସ୍ତା ରେ ଯାଉଛନ୍ତି ତେବେ ଏହି ପରି ସାବଧାନତା ଗ୍ରହଣ କରିବେ ନହେଲେ ଏହାର ପରିଣାମ ବହୁତ ଖରାପ ହବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।