Sadhu Bani – ଭୁଲରେ ବି ଏହି ୭ ଜଣଙ୍କ ଘରେ କରନ୍ତୁ ନାହିଁ ଭୋଜନ ନଚେତ ହୋଇଯିବ ଭଣ୍ଡାର ଶୂନ୍ୟ

ଏହି ବିଶ୍ୱ ରେ ମାନବ ଆଦି ମାନେ ବିଜ୍ଞାନ ର ଯୁଗରେ ବସବାସ କରୁଥିଲେ ମଧ୍ୟ, କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ଵାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ l ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ଶୁଭ ଅଶୁଭ, ଭଲ ମନ୍ଦ ଯାହା ବି ସବୁ ଘଟିଥାଏ, ତାହା ସବୁ ଆମର କର୍ମ ଉପରେ ନିର୍ଭର କରିଥାଏ କେବେକେବେ ଆମେ ମାନିଆସୁଥିବା କେତୋକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୈଳୀ ଉଲେଖ ହୋଇଥାଏ l ତେବେ ଆମ ଶାସ୍ତ୍ର ରା ମଣିଷ ମାନଙ୍କୁ କେତେକ କାର୍ଯ୍ୟ କରିବାକୁ କୁହାଯାଏ ତ କେତେକ ବାରଣ ମଧ୍ୟ କରାଯାଏ l

ତେବେ ଆମ ଵାସ୍ତୁ ଵଚନରେ କୁହାଯାଇଛି ଯେ ଏହି ୭ ଜଣ ଲୋକଙ୍କ ଠାରୁ କେବବବି କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ନଚେତ ଆପଣଙ୍କ ଧନ ସମ୍ପତି ରେ ଭର୍ତି ହୋଇଥିବା ସୁନାର ଘରକୁ କାଙ୍ଗାଳ କରିଦେବ l

(1):-ନିଶା ଦ୍ରବ୍ୟ ବିକ୍ରୟ କରୁଥିବା ବ୍ୟକ୍ତି ଙ୍କ ଘରେ 

ଆପଣ କେବେବି ଜଣେ ନିଶା ଦ୍ରବ୍ୟ ବିକ୍ରୟ କରୁଥିବା ବ୍ୟକ୍ତି ଏବଂ ଅଧିକ ନିଶା ସେବନ କରୁଥିବା ବ୍ୟକ୍ତି ଙ୍କ ଘରେ ଖାଆନ୍ତୁ ନାଇଁ l ଏପରି ବ୍ୟକ୍ତି ଙ୍କ ଘରେ ଖାଇବା ଦ୍ୱାରା ଘରେ ବହୁତ ଅସୁବିଧା ଓ ଅଭାବ ଦେଖାଯାଏ l

(2):-ଚରିତ୍ରହୀନ ମହିଳାଙ୍କ ଘରେ….

ଚରିତ୍ରହୀନ ମହିଳା ମାନଙ୍କୁ ସମାଜରେ ଆପବିତ୍ର ବୋଲି କୁହାଯାଏ l ଏହି ମହିଳା ମାନେ ରାନ୍ଧିଥିବା ଖାଦ୍ୟ ଖାଇବା ଦ୍ୱାରା
ଦେହ ଅପପବିତ୍ର ହୋଇଥାଏ ଓ ମା ଲଷ୍ମୀ ଆସନ୍ତୋଷ ହୁଅନ୍ତି ଏବଂ ଅପାଙ୍କର ହସ ଖୁସିର ପରିବାର ରେ ଆର୍ଥିକ ଅଭାବ ଦେଖାଯାଇଥାଏ l

(3):-ସାହୁକାର ଲୋକଙ୍କ ଘରେ….

ସାଧାରଣତଃ ଗାଁ ର ସାହୁକାର ଲୋକମାନେ ବହୁତ ଲୋଭି ହୋଇଥାନ୍ତି l ସେମାନେ ଟଙ୍କା ପାଇବା ପାଇଁ କିଛି ବି କରିଥାନ୍ତି l ତେଣୁ ଏମାନଙ୍କ ଘରେ ସେବନ କରିବ ମାନେ ନିଜ ଘର ଶୂନ୍ୟ କରିବ ସ ସମାନ l

(4):-ଅପରାଧୀ ଵା ଚୋରି କରୁଥିବା ଲୋକଙ୍କ ଘରେ……

ଏମାନେ ଟଙ୍କା ପାଇଁ ଜଣେ ଅନ୍ୟ ଜଣର ଜୀବନ ନେଇଥାଏ l ଏମାନଙ୍କ ଘରେ ସେବନ ଦ୍ୱାରା ପାପ ଲାଗିଥାଏ l

(5):-ନିର୍ଦୟ ବ୍ୟକ୍ତି……

ଏହି ବ୍ୟକ୍ତି ମାନେ ସବୁବେଳେ ଅନ୍ୟକୁ କଷ୍ଟ ଦେଇଥାନ୍ତି l ଏମାନଙ୍କ ଘରେ ସେବନ ଦ୍ୱାରା ଆମଉପରେ କୁପ୍ରଭାବ ପଡିଥାଏ l

(6):-କିନ୍ନର ଙ୍କ ଘରେ……

ଏମାନଙ୍କୁ ଦାନ ଦକ୍ଷିଣା ଦେବ ବହୁତ ଶୁଭ ହୋଇଥାଏ l ମାତ୍ର ତାଙ୍କ ହାତ ରନ୍ଧା ଖାଦ୍ୟ ଜମା ବି ଆଉଭା ହୋଇନଥାଏ l କାରଣ ଏମାନଙ୍କୁ ସମାଜରେ ନିମ୍ନ୍ ଶ୍ରେଣୀ ରା ମାନlଯାଏ l

7):-ମହିଳା ମାନଙ୍କୁ ସମ୍ନାନ କରୁନଥିବା ବ୍ୟକ୍ତି……

ଯେଉଁ ଘରେ ମହିଳା ମାନଙ୍କୁ ସମ୍ମାନ ଦେଇନଥାନ୍ତି, ସେମାନଙ୍କ ଖାଦ୍ୟ ଗ୍ରହଣ କରିବ ପାପ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।