jyotisa Shastra – ଏହି ୫ଟି ରାଶି ଆସନ୍ତା ଡିସେମ୍ବର ମାସରେ ହେବେ କୋଟିପତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁବେଳେ ସମସ୍ତ ଙ୍କର ସମାନ ସମୟ ନ ଥାଏ l ତେଣୁ ଏହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ l ଜ୍ୟୋତିଷ ଶାସ୍ତ୍ରରେ ରାଶି ସଂଖ୍ୟା ବାର ଅଟେ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l
ବନ୍ଧୁ ଗଣ ଏହିପରି ଏକ ଶୁଭ ଦେବତା ର ଗତି ହୋଇଛି l ଏହି ଗତି ଆସନ୍ତା ଡିସେମ୍ବର ମାସ ପାଖରୁ ଏହି ବର୍ଷ ପର୍ଯ୍ୟନ୍ତ ପୁରା ବଦଳି ଯିବ l ଏହି ରାଶି ରେ ସମସ୍ତ ଦେବତା ମାନେ ସବୁବେଳେ ନିଜର ଶୁଭ ସମୟ ଅନୁସାରେ ହୋଇ ଚାଲିଥଏ l
କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲକ୍ଷ୍ମୀ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l ଏହି ଗ୍ରହର ସିଧା ଗତି ଡିସେମ୍ବର ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି ପ୍ରାୟ ଚଳିତ ବର୍ଷ ପର୍ଯ୍ୟନ୍ତ ରହିବ l ଏହି ଗ୍ରହ ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ l
1, ତୁଳା ରାଶି :- ଏହି ରାଶି ନୂଆ ବର୍ଷ ପାଖରୁ ଏହି କୁମ୍ଭ ରାଶି ର ଭାଗ୍ୟ ଖୋଲିବ l l ଏହି ରାଶିର ବ୍ୟକ୍ତି ଧନ ଯୋଗ ରହିଛି l ଏହି ରାଶି ର ବ୍ୟକ୍ତିଙ୍କର ବନ୍ଧୁ ମିଳନ ଯୋଗ ରହିଛି l ଏହି ରାଶିର ବ୍ୟକ୍ତି ଙ୍କର ଚାକିରୀ ଯୋଗ ରହିଛି,
2 ମକର ରାଶି :-ଏହି ରାଶିର ବ୍ୟକ୍ତି ଯଦି ଚାକିରୀ ଖୋଜୁଥିଲେ ତେବେ ସେମାନଙ୍କୁ ଅତି ସହଜରେ ଚାକିରୀ ମନ ମୁତାବକ ମିଳିଯିବ l ଦାମ୍ପତ୍ୟ ପ୍ରେମ ବଢିବ l
3 ବୃଷ ରାଶି :-ଏହି ରାଶି ରେ ଅନେକ ପରିବର୍ତ୍ତନ ହେବ l ଘରେ ଆପଣଙ୍କର ସୁଖ ଶାନ୍ତି ବୃଦ୍ଧି ହେବ l ଆଉ ସବୁ କ୍ଷେତ୍ରରେ ଉନ୍ନତି ଘଟିବ l ଦାମ୍ପତ୍ୟ ସମ୍ପର୍କ ଭଲ ରହିବ l ପ୍ରେମ ସମ୍ପର୍କ ବଢ଼ି ପାରେ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l
4, ମେଷ ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ l ଚାକିରୀ ଯୋଗ ରହିଛି l ସମାଜରେ ଆପଣକୁ ମାନ ସମ୍ମାନ ମିଳିବାର ସମ୍ଭାବନା ରହିଛି l
5 କନ୍ୟା ରାଶି :- ଏହି ରାଶିରେ ବ୍ୟକ୍ତି ମାନଙ୍କର ଜୀବନରେ ଧନ ବୃଦ୍ଧି ସହିତ ଆଉ ଘରେ ଶୁଭ ଘଟଣା ଘଟିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।