ଏହି 5ଟି ମାସରେ ଜନ୍ମିତ ହୋଇଥିବା ଝିଅ ଲକ୍ଷ୍ମୀ ପ୍ରତିମା ହୋଇଥାନ୍ତି, ସାକ୍ଷାତ ଲକ୍ଷ୍ମୀ ସଦୃଶ…..

ମଣିଷ ନିଜର ଜୀବନର ଭବିଷ୍ୟତ ପାଇଁ ସେ ସବୁ ବେଳେ ଶାସ୍ତ୍ର ଉପରେ ନିର୍ଭର କରେ କାରଣ ଆମର ଶାସ୍ତ୍ରରେ ମଣିଷର ସମ୍ପୂର୍ଣ ଜୀବନ ଯାପନ ର ବର୍ଣ୍ଣନା କରାଯାଇଛି l ଯାହାଦ୍ୱାରା ଏହି ସବୁ ନିୟମ କୁ ପାଳନ କଲେ ଆମରେ ଭବିଷ୍ୟତ ସୁନ୍ଦର ହୋଇଥାଏ l ଏହାର ରଚନା କରିଥିବା ମୁନି ଋଷି ମାନେ ସେମାନଙ୍କର ଉପର ପିଢ଼ି ମାନେ କେମିତି ବିପଦରେ ନ ପଡିବେ ସେଥିପାଇଁ ସଚେତନ ଥିଲେ l

ସେମାନେ ନିଜର ତପ ବଳରେ ଭଗବାନ ଙ୍କ ଦ୍ୱାରା ପ୍ରାପ୍ତ ଜ୍ଞାନ କୁ ସେମାନେ ପୁରାଣ ରେ ବର୍ଣ୍ଣନା କରିଛନ୍ତି l ଯାହାକୁ ସମସ୍ତ ଭାରତୀୟ ମାନେ ଏହାକୁ ନିଜର ଜୀବନ ପାଳନ କରିବା ଉଚିତ l

ପୁରାଣ ର ଏକ ଅଂଶ ହେଉଛି ଜ୍ୟୋତିଷ ଶାସ୍ତ୍ର ଯେଉଁଥିରେ ମଣିଷର ଗ୍ରହ, ନକ୍ଷତ୍ର ବିଷୟରେ ବିଚାର କରାଯାଇ ଯାଇଛି l ଏଥିରେ ଥିବା ଗ୍ରହ ନକ୍ଷତ୍ର ଯାହାର ବିଚାର କଲେ ଆମର ଭବିଷ୍ୟତ ବିଷୟ ଜାଣି ହୋଇଥାଏ lଏହି ପରି ନିୟମ ଅନୁସାରେ ମଧ୍ୟ ମଣିଷର ଜନ୍ମ ହେବାର ପରେ ମଣିଷର ସ୍ୱଭାବ ନିର୍ଭର ହୋଇ ଥାଏ l

ତେବେ ଚାଲନ୍ତୁ ଜାଣିବା କେଉଁ ବାରଦିନ ଜନ୍ମ ହେଲେ ଆମର କେଉଁ ଭଳି ବ୍ୟବହାର ହୋଇଥାଏ l

1-ଫେବୃଆରୀ :ଏହି ମାସ ରେ ଜନ୍ମ ହୋଇଥିବl ମଣିଷର ବ୍ୟବହାର ବହୁତ ବୁଦ୍ଧି ମତି ହୋଇଥାଏ l ଏହି ବାରରେ ଜନ୍ମ ନେଇଥିବା ବ୍ୟକ୍ତି ର ବ୍ୟବହାର ଯଥା ସ୍ୱାଭିମାନୀ ହୋଇଥାନ୍ତି, କ୍ରୋଧୀ, କମାତୁର ହୋଇଥାନ୍ତି l l ଏମାନେ ନିଜର ସ୍ତ୍ରୀ କୁ ପ୍ରଚୁର ସୁଖ ଦେଇ ଥାନ୍ତି l ଏମାନେ ଭଗବାନ ଙ୍କର ଭକ୍ତି କରିଥାନ୍ତି l

2-ଏପ୍ରିଲ : ଏହି ମାସ ରରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ଗ୍ରହ ଚଳନ ଭଲ ଦେଖା ଯାଇଥାଏ l ଯେ କୌଣସି କାର୍ଯ୍ୟ ଅତି ସହଜରେ କରିଥାନ୍ତି l ସାମାନ୍ୟ ରୂପେ ଅଳସୁଆ ହୋଇ ଥାନ୍ତି l

3-ଜୁନ :ଏହି ମାସ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ଭାଗ୍ୟ ଶାଳୀ ହୋଇ ଥାନ୍ତି l ସବୁବେଳେ କର୍ମ ଉପରେ ଧ୍ୟାନ ଦେଇ ଥାନ୍ତି l ଏମାନେ ସବୁବେଳେ ନିଜର କାମରେ କୌଶଲତା ପୂର୍ବକ ସମାପନ କରିଥାନ୍ତି l

4ସେପ୍ଟେମ୍ବର -: ଏହି ମାସ ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଗଭୀର ଚିନ୍ତା କରିଥାନ୍ତି, ଜ୍ଞାନୀ, ନ୍ୟାୟ ବନ୍ତ ଅଟନ୍ତି, ଭୋଗ ବିଳାସିନୀ ହୋଇଥାନ୍ତି l l ଏମାନଙ୍କର ସବୁ ବେଳେ ବୁଧ, ଶୁକ୍ର ଓ ଚନ୍ଦ୍ର ଙ୍କର ଚଳନ ହୋଇ ଥାଏ l

5-ନଭେମ୍ବର : ଏହିମାସ ରେ ଜନ୍ମ ହୋଇ ଥିବା ଝିଅ ମାନେ ଭଲ ସ୍ଵଭାଵ ଆଚରଣ କରିଥାନ୍ତି l ଅନ୍ୟ ସବୁଥିରେ ବହୁତ ପ୍ରବୀଣ ଅଟନ୍ତି l ବିବାହ ପରେ ଭଲ ଶାଶୁ ଘର ପାଇ ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।