ଏହି ୫ଟି ଲକ୍ଷଣ ଥିବା ମହିଳା ଅଲକ୍ଷ୍ମୀ ହୋଇଥାନ୍ତି, ନିଶ୍ଚୟ ଜାଣି ରଖନ୍ତୁ

ଆପଣ ମାନେ ଜାଣି ଥିବେ ଯେ ଭାରତୀୟ ପୁରାଣ ଶାସ୍ତ୍ର ଆଦିରେ ନାରୀ ମାନଙ୍କର ଚରିତ୍ର ବର୍ଣନା କରାଯାଇଛି । ପୁରୁଷ ମାନଙ୍କର ମଧ୍ୟ ବର୍ଣ୍ଣନା କରା ଯାଇଛି, କିନ୍ତୁ ମହିଳା ମାନଙ୍କର ଚରିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆ ଯାଏ । କାରଣ ହିନ୍ଦୁ ପରମ୍ପରା ରେ ମହିଳା ମାନଙ୍କୁ ଘରର ମହାଲକ୍ଷ୍ମୀ କହନ୍ତି l ଶାସ୍ତ୍ର ରେ ଅଧିକ ମହିଳା ମାନଙ୍କ ଚରିତ୍ର ବର୍ଣ୍ଣନା କରାଯାଇଛି ।

ଶାସ୍ତ୍ର ରେ ବର୍ଣିତ ନିୟମ ଅନୁସାରେ ଯଦି ନକରି କେହି ମହିଳା ତାର ବିପରୀତ କରେ ତାହାଲେ ତାହା ଅଲକ୍ଷ୍ମୀ କୁହାଯାଏ ।

ତେବେ ଚାଲନ୍ତୁ ମହିଳା ମାନେ କେଉଁ ଭଳି ଆଚରଣ କଲେ ଘରେ କେଉଁ ଭଳି ଆଚରଣ କଲେ, କେମିତି ବ୍ୟବହାର କଲେ ସେମାନଙ୍କ ଠାରୁ ମହାଲକ୍ଷ୍ମୀ ଦୁରେଇ ଯାଆନ୍ତି । ସେ ଗୁଡିକ ନିମ୍ନରେ ବର୍ଣନା କରାଯାଇଛି ।

1-ଯଦି କୌଣସି ମହିଳା ସବୁ ବେଳେ ମଇଳା ଲୁଗା ପିନ୍ଧନ୍ତି, ସେହି ମହିଳା ପାଖରେ କେବେବି ମହା ଲକ୍ଷ୍ମୀ ଆସନ୍ତି ନାହିଁ । ସେହି ଭଳି ମହିଳା କୁ ଅଲକ୍ଷ୍ମୀ କୁହାଯାଏ । ଯେଉଁ ଘରେ ଏହି ଭଳି ମହିଳା ଥାନ୍ତି । ସେହି ଘରେ ଧନର ଅଭାବ ପଡିଥାଏ ।

2-ଯଦି କୌଣସି ମହିଳା ସବୁ ବେଳେ ଅନ୍ୟର ଘରର ଚୁଗୁଲୀ କରନ୍ତି ଅର୍ଥାତ କୁହାଯାଏ ଯେ ଅଘର ମାଉସୀ ସେ ଘରର ପିୟୁଶୀ, ଏହି ଭଳି ମହିଳା ଘରର ସମସ୍ତ ଅନିଷ୍ଟ କରନ୍ତି । ଏହି ଭଳି ମହିଳା ଘରେ କେବେବି ମାତା ଲକ୍ଷ୍ମୀ ରହନ୍ତି ନାହିଁ । ଏହି ଭଳି ମହିଳା ଅଲକ୍ଷ୍ମୀ ଅଟନ୍ତି ।

3-ଯଦି କୌଣସି ମହିଳା ସବୁବେଳେ ମିଛ କହନ୍ତି ତଥା ମହିଳା ସବୁବେଳେ କଳି କରୁଥାନ୍ତି ସେମାନେ ଘରର ଅଶାନ୍ତି ସୃଷ୍ଟି କରନ୍ତି । ସେମାନଙ୍କ ଯୋଗୁଁ ଘରେ ମହା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ ନ ସେହି ଘରେ ସବୁବେଳେ ଅଭାବ ଲାଗି ରହିଥାଏ ।

4- ଯେଉଁ ମହିଳା ସବୁବେଳେ ନିଜର ସ୍ୱାମୀ ଉପରେ ଗରଗର ହୁଏ । ସ୍ୱାମୀ ଙ୍କୁ ସବୁବେଳେ ଗାଳି କରନ୍ତି । ଅନ୍ୟ ପୁରୁଷ ସହିତ ପାପ ସମ୍ପର୍କ ରଖନ୍ତି ନ ସେହି ଭଳି ମହିଳା ଙ୍କର ମୁଖ ମହା ଲକ୍ଷ୍ମୀ କେବେବି ଚାହାଁନ୍ତି ନାହିଁ । ଏହି ମହିଳା ଙ୍କୁ ଅଲକ୍ଷ୍ମୀ କହନ୍ତି । ଏମାନେ ଘରର ସବୁବେଳେ ଅନିଷ୍ଟ କରନ୍ତି ।

5-ଯେଉଁ ମହିଳା ନିଜର ଘରକୁ ସବୁବେଳେ ଅସନା କରନ୍ତି । କୌଣସି ଜିନିଷ କୁ ସଜାଡି ରଖନ୍ତି ନାହିଁ । ତଥା ଘରର ସବୁ ଜିନିଷ ଗୁଡିକୁ ସବୁ ଆଡେ ବୁଣି କରି ରଖନ୍ତି । ତାହାଙ୍କୁ ଅଲକ୍ଷ୍ମୀ କୁହାଯାଏ । ଏହିଭଳି ନାରୀ ମୁହଁ ଚାହିଁଲେ ଯଶ ହୁଏ ନାହିଁ ।

6-ଯେଉଁ ମହିଳା ସ୍ୱାମୀର ନିଜ ପିଲାର ଯତ୍ନ କରନ୍ତି ନାହିଁ । ସେମାନଙ୍କୁ ମହା ଲକ୍ଷ୍ମୀ କେବେବି ଚାହାଁନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।