ଏହି ୩ଟି ନାମର ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କୁ ସନ୍ତୁଷ୍ଟ କରିପାରନ୍ତି ନାହିଁ

ଆଜି ଆମେ ଜାଣିବା ସେହି ତିନି ପ୍ରକାର ମହିଳା ମାନଙ୍କ ବିଷୟ ରେ ଯେଉଁ ମାନେ କେବେ ନିଜ ସ୍ବାମୀ ଙ୍କ ସହିତ ସନ୍ତୁଷ୍ଟ ରହି ପାରନ୍ତି ନାହିଁ। ସ୍ବାମୀ ସ୍ତ୍ରୀ ସମ୍ପର୍କ ର ଡୋର ଯେତେ କୋମଳ ହୋଇ ଥାଏ ସେତିକି ଟାଣ ମଧ୍ୟ ହୋଇ ଥାଏ ।ଏହା ମଧ୍ୟ ଏକ ବୈଜ୍ଞାନିକ ରିସର୍ଚ୍ଚ ଅଟେ ଯେ ଶାରିରୀକ ସ୍ତର ରେ ମାନସିକ ସ୍ତର ରେ ସ୍ତ୍ରୀ ଓ ପୁରୁଷ ଦୁହେଁ ଦୁହୀଙ୍କ ପାଇଁ ଅଧୁରା ହୋଇ ଥାଆନ୍ତି ।

ବେଳେ ବେଳେ ଏମିତି ହୁଏ କି ସ୍ବାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ରେ ମଧୁରତା ରୁହେ ନାହିଁ ସେମାନେ କେବଳ ବାଧ୍ୟ ରେ ଦୁହେଁ ଦୁହିଙ୍କ ସହିତ ସମୟ କାଟି ଥାନ୍ତି ।

ଏହା ଏଇଥି ପାଇଁ ହୋଇ ଥାଏ କାରଣ କିଛି ମହିଳା ତାଙ୍କ ସ୍ଵାମୀ ସହିତ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ ।ଏହି କାରଣ ରୁ ତାଙ୍କ ମଧ୍ୟ ରେ ସବୁ ବେଳେ ବାଦ ବିବାଦ ଲାଗି ରହି ଥାଏ। ତେବେ ଆଜି ଆମେ ସେମିତି ତିନି ଟି ନାମ ର ମହିଳା ମାନଙ୍କ ବିଷୟ ରେ ଜାଣିବା ଯେଉଁ ମାନେ କେବେ ବି ତାଙ୍କ ସ୍ବାମୀ ସହ ସନ୍ତୁଷ୍ଟ ରେ ରୁହନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ନାମ ବିଷୟ ରେ ।

K ନାମ ର ମହିଳା – ଏହି ନାମ ର ମହିଳା ବହୁତ୍ ସହନଶୀଳ ହୋଇ ଥାଆନ୍ତି । ନିଜ ର କର୍ତ୍ତବ୍ୟ କୁ ଭଲ ଭାବରେ ପାଳନ କରି ଥାଆନ୍ତି । କିନ୍ତୁ ଏମାନେ କଥା ଏପଟ ସେପଟ କରିବା ରେ ମାହିର୍ ହୋଇ ଥାଆନ୍ତି। ସେମାନେ ଚାହିଁ ଥାଆନ୍ତି କି ତାଙ୍କ ସ୍ବାମୀ ତାଙ୍କୁ ସବୁ କାର୍ଯ୍ୟ କହି କି କରି ଥାଉ । ଯଦି ସେମାନେ ଏମିତି କରି ନଥାନ୍ତି ସେ ରାଗି ଯାଇ ଥାନ୍ତି ଓ ତାଙ୍କ ମଧ୍ୟ ରେ ସବୁବେଳେ ଝଗଡା ଲାଗି ରହି ଥାଏ ।

E ନାମ ର ମହିଳା – ଏହି ନାମ ର ମହିଳା ସବୁବେଳେ ବହୁତ୍ ଅଧିକ ଇଛା ରଖି ଥାଆନ୍ତି । ଏମାନେ ସବୁବେଳେ ଚାହିଁ ଥାଆନ୍ତି ତାଙ୍କ ସ୍ବାମୀ ତାଙ୍କ ପାଖରେ ରହି ଥାଉ । କିନ୍ତୁ ଏମାନେ ଘର କୁ ବହୁତ୍ ଭଲ ଭାବରେ ସମ୍ଭାଳି ଥାନ୍ତି । ଏମାନଙ୍କ ମଧ୍ୟରେ ବହୁତ୍ ସହନଶୀଳତା ଥାଏ ।

ଏଇ ନାମ ର ମହିଳା ନିଜ ସ୍ବାମୀ ସହିତ କେବେ ବି ସନ୍ତୁଷ୍ଟ ରହି ନଥାନ୍ତି କାରଣ ଏମାନେ ସବୁବେଳେ ନିଜ ସ୍ବାମୀ ଠାରୁ ଅଧିକ ଭଲ ପାଇବା ଇଛା କରି ଥାଆନ୍ତି ଯାହା ଏମାନଙ୍କୁ ମିଳେ ନାହିଁ ଯାହା ଫଳରେ ଏମାନେ ରାଗି ଥାଆନ୍ତି ଓ ସ୍ବାମୀ ଙ୍କ ସହିତ ସନ୍ତୁଷ୍ଟ ରେ ରୁହନ୍ତି ନାହିଁ ।

S ନାମ ର ମହିଳା – ଏମାନେ ବହୁତ୍ ସାହସୀ ହୋଇ ଥାଆନ୍ତି । ଏମାନେ ନିଜର ପ୍ରଶଂସା ଶୁଣିବା ପାଇଁ ଭଲ ପାଇ ଥାଆନ୍ତି । ଏମାନେ ଚାହିଁ ଥାଆନ୍ତି ଏମାନଙ୍କ ପରିବାର ସବୁବେଳେ ଏମାନଙ୍କ ପ୍ରତି ସନ୍ତୁଷ୍ଟ ରହୁ କିନ୍ତୁ ଏମାନେ ସନ୍ତୁଷ୍ଟ ରହି ପାରନ୍ତି ନାହିଁ କାରଣ ଏମାନେ ସବୁବେଳେ ନିଜ ସ୍ବାମୀ ଠାରୁ ନିଜର ଅଧିକ ପ୍ରଶଂସା ଚାହିଁ ଥାଆନ୍ତି । ତେବେ ଭୁଲ୍ ରେ ଯଦି ତାଙ୍କ ସ୍ବାମୀ ଅନ୍ୟ ମହିଳା ର ପ୍ରଶଂସା କରି ଥାଏ ତେବେ ଏମାନେ ନିଜ ଘର କୁ ମୁଣ୍ଡ ରେ ଉଠାଇ ଦିଅନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।