Ajira Anuchinta – ଏହି ୩ଟି ନାମର ମହଳାଙ୍କୁ ସେମାନଙ୍କ ସ୍ଵାମୀ କେବେ ମଧ୍ୟ ସନ୍ତୁଷ୍ଟ କରିପାରନ୍ତି ନାହିଁ….
ଆମ ସମାଜରେ ପୁରୁଷ ଏବଂ ନାରୀ ହେଉଛନ୍ତି ଦୁଇଟି ଅଙ୍ଗ କିନ୍ତୁ ଏମାନଙ୍କୁ ମଦ୍ରା ର ଦୁଇଟି ପାର୍ଶ୍ୱ ବୋଲି କୁହାଯାଏ l କାରଣ ପୁରୁଷ କିମ୍ବା ନାରୀ ବିନା ଏ ସଂସାର ର କଳ୍ପନା କରିବା ଅସମ୍ଭବ l ଏହି ପୁରୁଷ ନାରୀ ମାନେ ନିଜର ପବିତ୍ର ମିଳନ ଦ୍ୱାରା ହିଁ ଏ ସଂସାର କୁ ଆଗେଇ ନେଇ ଥାନ୍ତି l ଆମ ସଂସ୍କୃତି ଏବଂ ଆମର ସମାଜ ସମ୍ପୂର୍ଣ ରୂପେ ଶାସ୍ତ୍ର ପୁରାଣ ଆଧାରିତ ଅଟେ l ତେଣୁ ସମ୍ପୂର୍ଣ ମାନବ ଜାତି ଏହାର ଅନୁସରଣ କରିବା ଉଚିତ l
ଆମ ସମାଜରେ ସମସ୍ତ ବ୍ୟକ୍ତି ଶାସ୍ତ୍ର ଅନୁସାରେ ନିଜର ଜୀବନ ଜାପନ ମଧ୍ୟ କରିଥାନ୍ତି l କିନ୍ତୁ ସମସ୍ତ ବ୍ୟକ୍ତି ନିଜର ପରିବାର ର ସୁଖ ପ୍ରତି ଧ୍ୟାନ ଦେବା ଉଚିତ l କଣ କଲେ ଆମର ଘରେ ବାସ୍ତୁ ଦୋଷ ରହିବ ନାହିଁ l
ଆଉ କଣ ସବୁ କାମ କଲେ ଆମ ଘରର ଅମଙ୍ଗଳ ହେବ ଏସବୁ ବିଷୟରେ ବର୍ଣ୍ଣନା ହୋଇଛି ଏହା ସହିତ ଏହାର ପ୍ରତିକାର ମଧ୍ୟ ଆମର ପୁରାଣ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି l ଆମର ପୂର୍ବଜ ମୁନି ଋଷି ମାନେ ନିଜର ତପସ୍ୟା ଶକ୍ତି ବଳରେ ସମସ୍ତ ଜ୍ଞାନ ଆହରଣ କରିଥିଲେ l ଆଉ ସେମାନେ ସାମଗ୍ର ଜଗତର କଲ୍ୟାଣ ପାଇଁ ଏସବୁକୁ ଆମର ପୁରାଣରେ ଲେଖି ଯାଇଛନ୍ତି l
ଯାହାକୁ ସମସ୍ତ ମାନବ ଜଗତ ଏହାକୁ ଅନୁସରଣ କରିବା ନିହାତି ଆବଶ୍ୟକ l ଯଦି ଜଣେ ବ୍ୟକ୍ତି ନିଜର କଲ୍ୟାଣ ସହିତ ନିଜର ପରିବାରର ସୁଖ ଏହା ସହିତ ନିଜର ସମାଜର କଲ୍ୟାଣ ଚାହୁଁଛନ୍ତି ତେବେ ଏସବୁ ନିୟମକୁ ନିଜ ଜୀବନରେ ପାଳନ କରି ନିଜର ବ୍ୟବହାର ନିୟନ୍ତ୍ରଣ କରିବା ଆବଶ୍ୟକ lଆଜି ଆମେ ଚାଲନ୍ତୁ ଜାଣିବା କେଉଁ ନାମ ର ମହିଳା ମାନଙ୍କୁ ତାଙ୍କ ସ୍ୱାମୀ ସନ୍ତୁଷ୍ଟ କରି ପାରନ୍ତି ନାହିଁ l
1, K:-ଏହି ନାମ ର ମହିଳା ମାନେ ସହନଶୀଳତା ହୋଇ ଥାନ୍ତି l ତାଙ୍କ ସ୍ୱାମୀ କୁ ସବୁବେଳେ ତାଙ୍କର ଦାୟିତ୍ୱ ଜଣାଇ ଦିଅନ୍ତି l ସ୍ୱାମୀ ଙ୍କ କଥା କୁ ଅମାନ୍ୟ କରନ୍ତି l
2, P :-ଏହି ନାମ ର ମହିଳା ମାନେ ପରିଶ୍ରମୀ ହୋଇ ଥାନ୍ତି ଓ ସେମାନେ ସେମାନ ଙ୍କର ଛୁଆ କୁ ଅଧିକ ମାତ୍ର ରେ ଯତ୍ନ କରନ୍ତି l ସେମାନେ ସବୁବେଳେ ସପିଂ କରିବାକୁ ଭଲ ପାଆନ୍ତି l
3, S :-ଏହା ଅକ୍ଷର ର ମହିଳା ମାନେ ଅଧିକ ଧର୍ଯ୍ୟ ଶିଳ ହୋଇ ଥାନ୍ତି l ସେମାନେ ସବୁବେଳେ ପରିବାର କୁ ସନ୍ତୁଷ୍ଟ କରିବା ପାଇଁ ଇଚ୍ଛା କରି ଥାନ୍ତି l ସବୁବେଳେ ମନ ଲଗାଇ କାମ କରନ୍ତି l ଏମାନେ ସ୍ଵଭାଵ ରେ ଭଲ ହୋଇ ଥାନ୍ତି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।