ଏହlକୁ ସକାଳେ ସେବନ କରନ୍ତୁ ଆପଣଙ୍କ ପେଟର କୋଷ୍ଠକାଠିନ୍ୟ ରୋଗ ସବୁଦିନ ପାଇଁ ଦୂର ହୋଇଯିବ, ୧୦୦% ଗ୍ୟାରେଣ୍ଟି

ବନ୍ଧୁଗଣ ବର୍ତମାନ ସମୟରେ ପ୍ରାୟତଃ ନବେ ପ୍ରତିଶତ ଲୋକ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ହେଉଛନ୍ତି l ଏହି କୋଷ୍ଟକାଠିନ୍ୟ ରୋଗକୁ ମଧ୍ୟ କୋବଜ କୁହାଯାଏ l ଏହି କୋବଜ ଯୋଗୁଁ ଆମକୁ ସବୁ ବେଳେ ଆସନ୍ତି ଲାଗେ l ଆଉ ଏହି ଥିରୁ ଆମେ ମୁକ୍ତି ପାଇବା ପାଇଁ ବହୁତ ଚେଷ୍ଠା କରିଥାଉ l ବଡ ବଡ଼ ଡାକ୍ତର ଦେଖେଇ ଥାଉ କିନ୍ତୁ ଯେତେ ପର୍ଯ୍ୟନ୍ତ ମେଡ଼ିସିନ ଖାଇଥାଉ ସେତେ ପର୍ଯ୍ୟନ୍ତ ଠିକ ଥାଏ ଯେତେବେଳେ ଛାଡି ଦେଉ ସେତେବେଳେ ପୁଣି ଆରମ୍ଭ ହୋଇ ଯାଏ l

ଆଜି ଆମେ ଏମିତି କିଛି ଘରୋଇ ଉପାୟ ବତେଇବୁ ଯାହାକୁ ମାତ୍ର କିଛି ଦିନ 6ଦିନ ଖାଇବା ପରେ ସବୁଦିନ ପାଇଁ କୋଷ୍ଠକାଠିନ୍ୟ ରୋଗ ଭଲ ହୋଇଯାଏ l

ପ୍ରଥମେ ଚାଲନ୍ତୁ ଜାଣିବା କାହିଁକି ଆମକୁ କୋଷ୍ଠକାଠିନ୍ୟ ରୋଗ ହୋଇଥାଏ l ଏହାର ଲକ୍ଷଣ ହେଉଛି ବହୁତ ଦିନ ଝାଡା ଠିକରେ ନହେବା l ପେଟ ଭର୍ତିହୋଇ ରହିବା l ଭୋକ ମଧ୍ୟ ଠିକ ରେ ଲାଗେ ନାହିଁ, ସବୁବେଳେ ଅଶାନ୍ତି ଲାଗେ, ପେଟ ଫୁଲି ରହେ l ଏହା ହେବାର ମୁଖ୍ୟ କାରଣ ପାଣି ଆବଶ୍ୟକ ଅନୁସାରେ ନପିଇବା l ପାଣି ନପିଇଲେ ଆମର ପେଟରେ ମଳ ଶୁଖିଯାଏ ଯାହା ଠିକରେ ବାହାରି ପରେ ନାହିଁ l ଯାହା ଯୋଗୁଁ ଆମର ପାଚନ କ୍ରିୟା ହୋଇ ପରେ ନାହିଁ l

ଏବେ ଚାଲନ୍ତୁ ଜାଣିବା ଏହି ରୋଗରୁ କେମିତି ମୁକ୍ତି ପାଇବା l ଆଉ ସବୁଦିନ ପାଇଁ ଏହି ରୋଗରୁ କେମିତି ଆପଣ ସବୁଦିନ ପାଇଁ ମୁକ୍ତି ପାଇପାରିବ l ତେବେ ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ଗୁଡିକ କଣ l

1- ପ୍ରଥମେ ସବୁଦିନ ପୁରୁଷ ମାନେ ସବୁଦିନ ଅତି କମରେ 3ଲିଟର ପାଣି ଏବଂ ମହିଳା ମାନେ ଅତିକମରେ 2ଲିଟର ପାଣି ପିଅନ୍ତୁ l

2-ସବୁଦିନ ରାତିରେ ଫାଇବର ଜନିତ ଖାଦ୍ୟ ଖାଆନ୍ତୁ l କିନ୍ତୁ ରାତିରେ ଆମିଷ ଖାଆନ୍ତୁ ନାହିଁ l

3-ଖାଦ୍ୟ ଖାଇ ସାରି ସାଙ୍ଗେ ସାଙ୍ଗେ ବସନ୍ତୁ ନାହିଁ କମସେ କମ 1 ହଜାର ଭଡା ଚାଲନ୍ତୁ l

4-ଭୋଜନ ଆବଶ୍ୟକ ଅନୁସାରେ ଖାଆନ୍ତୁ l କମ ଖାନ୍ତୁ ନାହିଁ କିଏ ଅଧିକ ଖାଆନ୍ତୁ ନାହିଁ l

ଏବେ ଚାଲନ୍ତୁ ଜାଣିବା କିଛି ଘରୋଇ ଔଷଧ ବିଷୟରେ ଯାହା ଆପଣ ମାତ୍ର 2 ରୁ 3 ଥର ଖାଇଲେ ଆପଣଙ୍କ କବଜ ରୋଗ ଭଲ ହୋଇଯିବ l

1- ଫ୍ଲାକ୍ସଇକ୍ସ ଅଥବା ଯାହାକୁ ଅଳସି ବା ପେଶି କୁହାଯାଏ ଯାହାକୁ ମାର୍କେଟ ରେ ଅତି ସହଜରେ ମିଳିଯାଏ l ଏହିଥିରୁ ମାତ୍ର 20 ଗ୍ରାମର ନିୟନ୍ତୁ ଏହାକୁ ରାତିରେ ଏକ ଗ୍ଳାସ ପାଣିରେ ମିଶି ଦିଅନ୍ତୁ l ଆଉ ଏହାକୁ ସକାଳେ ଭଲ ଭାବରେ ମିଶେଇ ଖାଲି ପେଟରେ ପିଅନ୍ତୁ l ଦେଖିବେ ଆପଣଙ୍କ କବଜ ରୋଗ ଏକl ଥରକେ ଭଲ ହୋଇଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।