Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ଆଉ ଏକ ଦୁଃଖଦ ଖବର : ସୁପରଷ୍ଟାର Surya Sivakumar ଙ୍କୁ ନେଇ ବଡ ଖବର, ଦୁଃଖରେ ଫିଲ୍ମ ଜଗତ

୨୦୨୦ ମସିହା ଏକ କଳା ବର୍ଷ ଭାବେ ଇତିହାସ ରେ ଲିଖିତ ହୋଇ ରହି ଗଲା।କାରଣ ୨୦୨୦ ବର୍ଷ ଟି ଏମିତି ଥିଲା କି କରୋନା ଭାଇରସ ଭଳି ଏକ ମହାମାରୀ ସମସ୍ତ ଜଗତକୁ ନିଜର କୁପ୍ରଭାଵ ରେ ପ୍ରଭାବିତ କରି ଥିଲା।କରୋନା ଭାଇରସ ଯୋଗୁଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହୋଇ ଥିଲା।ବିଶ୍ୱର ଅନେକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଇ ଥିଲେ।ଏହି ବର୍ଷ ଅନେକ ପ୍ରସିଦ୍ଧ କଳାକାର ମୃତ୍ୟୁ ବରଣ କରି ଥିଲେ।

ଓଲିଉଡ ରେ ବିଜୟ ମହାନ୍ତି,ବଲିଉଡ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପରି ପ୍ରସିଦ୍ଧ ତାରକା ମୃତ୍ୟୁ ବରଣ କରି ଥିଲେ।ଏହା ସହିତ ଅନେକ ସମାଜ ସେବୀ,ରାଜନେତା ଓ ଅନେକ ନିରୀହ ଲୋକ କରୋନା ରେ ମୃତ୍ୟୁ ବରଣ କରି ଥିଲେ।

ତେବେ ୨୦୨୧ ଆରମ୍ଭରେ ପୁଣି ଅଭିନୟ ଜଗତରୁ ଦୁଃଖଦ ଖବର ଆସିବାରେ ଲାଗିଛି କାରଣ କରନା ର କରାଳ ରୂପ ୨୦୨୧ ମଧ୍ୟ ଘେରି ରହିଛି। ତେବେ ବର୍ତ୍ତମାନ ପୁଣି ଥରେ ସିନେମା ଜଗତ ରୁ ଏକ ଦୁଃଖଦ ଖବର ଆସିଛି । ଦକ୍ଷିଣ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟ ଶିବକୁମାର ମଧ୍ୟ ଏହି କରୋନା ସକରାତ୍ମକ ବୋଲି ଜଣାପଡିଛି ଯେଉଁ ବିଷୟ ରେ ନିଜେ ନିଜ ଫ୍ୟାନ ମାନଙ୍କୁ ସୋସିଆଲ ମିଡ଼ିଆ ଜରିଆ ରେ ଜଣାଇ ଅଛନ୍ତି।

ତେବେ ଶିବ କୁମାର ଏକ ପୋଷ୍ଟ ମାଧ୍ୟମ ରେ ଏହି କଥା ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଓ ଲେଖିଛନ୍ତି ଯେ ସମସ୍ତେ ବର୍ତ୍ତମାନ ସାଧାରଣ ଜୀବନ ବିତାଇବା ପାଇଁ ସକ୍ଷମ ନୁହନ୍ତି ଆମେ ବର୍ତ୍ତମାନ ଯେତେ ସତର୍କ ରହିବା ହିଁ ଆମ ପାଇଁ ଏକମାତ୍ର ଉପାୟ । ଏହି ସମୟ ରେ ଆମକୁ ଚିକିତ୍ସା କରୁଥିବା ଡାକ୍ତର ନର୍ସ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ । ତେବେ ଏମିତି ଏକ ପୋଷ୍ଟ ଦେଖି ସାରିବା ପରେ ଅଭିନେତା ସୂର୍ଯ୍ୟ ଶିବକୁମାର ଙ୍କ ଫ୍ୟାନ ମାନେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଶୀଘ୍ର ଭଲ ହେଇଯାଉ ବୋଲି କାମନା କରିଛନ୍ତି।

ତେବେ ସେ ପ୍ରଥମେ ସୂର୍ଯ୍ୟ ଶିବ କୁମାର 1997 ମସିହାରେ ନେରୁକ୍କୁ ଚଳଚ୍ଚିତ୍ର ସହିତ ତାଙ୍କର ଡେବ୍ୟୁ କରିଥିଲେ। ଏହା ସହିତ ସେ singham, gajni, ayan, anjaan, nanda ଭଳି ହିଟ ଚଳଚିତ୍ରରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି । ତେବେ ଏହା ପୂର୍ବରୁ ବଲିଉଡ୍ ର ବିଗ୍ ବି ପରିବାର ର ସମସ୍ତ ସଦସ୍ୟ ମଧ୍ୟ କରନା ସଂକ୍ରମଣ ରେ ଆକ୍ରାନ୍ତ ଥିଲେ ଆଉ ଏହା ସହିତ ସାଉଥ୍ ଷ୍ଟାର୍ ଚିରଞ୍ଜୀବୀ ମଧ୍ୟ କରୋନା ପଜିଟିଭ୍ ଥିଲେ।

ତେବେ ଏହି କରନା ର କରାଳ ଛାୟା ରୁ କେହି ବି ମଧ୍ୟ ବଞ୍ଚି ପାରି ନାହାଁନ୍ତି । ତେବେ ବର୍ତ୍ତମାନ ସୂର୍ଯ୍ୟ ଶିବ କୁମାର ଙ୍କ ଫ୍ୟାନ ମାନେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଶୀଘ୍ର ସୁଧୁରି ଯିବା ପାଇଁ ଭଗବାନ ଙ୍କ ନିକଟ ରେ କାମନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।