Breking News – ଏବେ ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହାର୍ଟ ଆଟାକ ରେ ହେଲା ପରଲୋକ । ସମଗ୍ର ଦେଶରେ ଖେଳିଗଲା ଶୋକର ଛାୟା…..

ଏବେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର ବଲିଉଡ୍ ରୁ । ଟିଭି ସିରିଏଲ ଅଭିନେତ୍ରୀ ଲିନା ଆଚାର୍ଯ୍ୟ ଶନିବାର ଦିନ ମୃତ୍ୟୁ ବରଣ କରିଛନ୍ତି । ଏହି 2020 ମସିହା ଟି ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ୍ ଦୁଃଖ ଖବର ନେଇ ଆସିଛି । ଅନେକ ମହାନ କଳାକାର ମାନେ ଏହି ବର୍ଷ ମୃତ୍ୟୁ ବରଣ କରିଛନ୍ତି । ତେବେ ଲିନା ଆଚାର୍ଯ୍ୟ ମୃତ୍ୟୁ ଖବର ଏବେ ସିରିଏଲ ଜଗତ ପାଇଁ ଏକ ବହୁତ୍ ଦୁଃଖ ଖବର । ଏହି ଖବର ରେ କେବଳ ଟିଭି ଇଣ୍ଡଷ୍ଟ୍ରି ନୁହେଁ ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଏହି ଖବର ଟି ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଥିଲା ।

ତେବେ ପ୍ରଥମେ କୁହା ଯାଉଥିଲା ଯେ କରନା ସଂକ୍ରମଣ ରେ ତାଙ୍କର ମୃତୁ ହୋଇଛି । କିନ୍ତୁ ତାଙ୍କର ମୃତୁ କରନା ସଂକ୍ରମଣ ରେ ନୁହଁ କିଡ଼ିନ ଫେଲ ହେବା ଯୋଗୁଁ ହୋଇଛି ।

ସେ ଅନେକ ହିନ୍ଦୀ ସିରିଏଲ ରେ ନିଜ ର ଅନେକ ପ୍ରକାର କଳା ର ପ୍ରଦର୍ଶନ କରି ଦର୍ଶକ ମାନଙ୍କ ର ଖୁବ୍ ମନ ଜିତି ଥିଲେ । ତାଙ୍କ ଅଭିନୟ ପାଇଁ ସେ ତିଭି ଜଗତ ରେ ବହୁତ ଚର୍ଚ୍ଚିତ ଥିଲେ। ତେବେ ସୂଚନା ଅନୁସାରେ ଲିନା ଆଚାର୍ଯ୍ୟ ଦୀର୍ଘ ଦେଢ଼ ବର୍ଷ ଧରି ଏହି କିଡ଼ିନ ଫେଲ ସମସ୍ୟା ରେ ଥିଲେ । ତାଙ୍କର ଦୁଇଟି ଯାକ କିଡ଼ିନ ଭଲ ଭାବରେ କାର୍ଯ୍ୟ କରୁ ନଥିଲା ଓ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖୁବ୍ ଗୁରୁତର ଥିଲା । ତେବେ କିଛି ଦିନ ପୂର୍ବରୁ ଲିନା ଆଚାର୍ଯ୍ୟ କ ମା ତାଙ୍କୁ କିଡ଼ିନ ଦେଇ ଥିଲେ ।

ତେବେ ସମସ୍ତେ ଭାବିଥିଲେ ଯେ ତାଙ୍କ ମାଆ ଙ୍କ କିଡ଼ିନ ପ୍ରତି ରୋପଣ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ହୋଇ ଯିବ । କିନ୍ତୁ ଏହି ଆଶା ସମସ୍ତ ଙ୍କ ର ଆଶା ରେ ରହି ଯାଇ ଥିଲା । କିଡନୀ ପ୍ରତିରୋପଣ ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆସି ନଥିଲା ।ଶେଷରେ ତାଙ୍କୁ ଦିଲ୍ଲୀ ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା ଆଉ ସେହି ହସ୍ପିଟାଲ୍ ରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପାଇଁ ତାଙ୍କ ମାଆ ଖୁବ୍ ଚିନ୍ତିତ ମଧ୍ୟ ଥିଲେ ।

ଆଉ ଶେଷରେ ମୃତ୍ୟୁ ସହିତ ସଂଗ୍ରାମ କରି ଲିନା ଆଚାର୍ଯ୍ୟ ଆରପାରି କୁ ଚାଲି ଯାଇଛନ୍ତି ।ତେବେ ଜଦି ଆମେ ଲିନା ଆଚାର୍ଯ୍ୟ ଙ୍କ ଅଭିନୟ କ୍ୟାରିୟର ବିଷୟ ରେ କହିବା ତେବେ ସେ ସେଠ୍‌ ଜୀ’, ‘ଆପ କେ ଆ ଜାନେ ସେ’ , ‘ମେରି ହାନିକାରକ ବିବି’ ପରି ଟେଲି ସିରିଏଲ୍‌ରେ ଲୀନାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା।

ତେବେ ସେ କେବଳ ଟିଭି ଇଣ୍ଡଷ୍ଟ୍ରି ରେ ନୁହଁ ବରଂ ଅନେକ ୱେବ୍ ସିରିଜ ଓ ଫିଲ୍ମ୍ ରେ ତାଙ୍କୁ ଅନେକ ଥର ତାଙ୍କ ଦର୍ଶକ ମାନେ ଦେଖିବାକୁ ପାଇଛନ୍ତି। ତେବେ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସୋସିଆଲ ମିଡ଼ିଆ ରେ ତାଙ୍କ ଫ୍ୟାନ ଓ ସହକର୍ମୀ ସହିତ ସାଥି କଳାକାର ମାନେ ଶ୍ରଦ୍ଧାଞ୍ଜଳି ଜଣାଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।