Breking News – ଏବେ ଏବେ ଭାଇରାଲ ହେଲା ଓଡ଼ିଆ ସିଙ୍ଗର Human Sagar ଙ୍କ ଝିଅର ଭିଡ଼ିଓ ଦେଖିଲେ ଆପଣ ବି ହେବେ ତାଯୁବ 1 Milion ଲୋକ ଦେଖି ସାରିଲେଣି…
ଆପଣ ମାନେ ଓଡ଼ିଶା ର ପ୍ରସିଦ୍ଧ ଓଡ଼ିଆ ଗାୟିକ ହିୟୁମାନ ସାଗର କୁ ନିଶ୍ଚିତ ଭାବେ ଜାଣିଥିବେ । ନିଜର ସଙ୍ଗୀତ ପାଇଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି । ଫିଲ୍ମ୍ ଗୀତ ଠାରୁ ଆରମ୍ଭ କରି ଆଲବମ୍ ଭଜନ ଜାଏ ପ୍ରାୟ ସବୁ ପ୍ରକାର ଗୀତ ସେ ଗାଈ ଅଛନ୍ତୀ । ଓଡ଼ିଆ ର ପ୍ରାୟ ୪୦୦ ରୁ ଅଧିକ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି ।ଆଉ ତାଙ୍କ ସଙ୍ଗୀତ ପାଇଁ ସେ ବେଶ୍ ପ୍ରସିଦ୍ଧ ହୋଇ ପାରିଛନ୍ତି। ଏହା ସହିତ ହିୟୁମାନ ସାଗର ଙ୍କ ର ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ୍ ଅଧିକ ଫ୍ୟାନ ମାନେ ରହିଛନ୍ତି ।ତାଙ୍କ କଣ୍ଠ ଶୋଭା ପାଉଥିବା ସବୁ ଗୀତ ର ଭାବନା ଅଲଗା ଥାଏ ।
ତାଙ୍କର ସବୁ ଗୀତ ହିଟ୍ ହୋଇ ଥାଏ ଓ ସେ ଜଣେ ପ୍ରସିଦ୍ଧ ଗାୟିକ ବୋଲି ଆଜି ଘରେ ଘରେ ପରିଚିତ ଅଟନ୍ତି। ଖୁବ୍ କମ୍ ଦିନ ରେ ସେ ଖୁବ୍ ଅଧିକ ସଫଳତା ହାସଲ କରି ପାରିଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ଟି ଆପଣଙ୍କ ପ୍ରିୟ ହିୟୁମାନ ସାଗର ଙ୍କ ଝିଅ ର ଭିଡିଓ ଅଟେ ।
ତେବେ ଆପଣ ମାନେ ହୁଏତ ତାଙ୍କ ଝିଅ କୁ ଫଟୋ ରେ ଆଗରୁ ଦେଖିଥିବେ। ସେ ଦେଖିବା ପାଇଁ ଖୁବ୍ ସୁନ୍ଦର୍ ଅଟନ୍ତି। ବର୍ତ୍ତମାନ ହିୟୁମାନ ସାଗର ନିଜ ସୋସିଆଲ ମିଡିଆ ରେ ନିଜ ଝିଅ ର ଏକ ଚୁଲବୁଲି ଭିଡିଓ ଅପଲୋଡ଼ କରିଛନ୍ତି ଯେଉଁ ଭିଡିଓ ରେ ସେ ଗୀତ ଗାଉଥିବାର ନିଜର ଆସିଛନ୍ତି।
ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ସେ ଏବେ ଖୁବ୍ କମ୍ ବୟସ ର ଅଟନ୍ତି କିନ୍ତୁ ଏହି କମ୍ ବୟସ ରୁ ସେ ଖୁବ୍ ସୁନ୍ଦର ଗୀତ ଗାଉ ଅଛନ୍ତି। ହିୟୁମାନ ସାଗର ଙ୍କ ପରି ତାଙ୍କ କଣ୍ଠ ମଧ୍ୟ ଖୁବ୍ ସୁନ୍ଦର ଅଟେ ।ହିୟୁମାନ ସାଗର ଙ୍କ ପ୍ରସିଦ୍ଧ ଗୀତ ଆଇ” ଫିଲ ୟୁ , ଆଇ ଲଭ୍ ୟୁ ଗୀତ” କୁ ସେ ଖୁବ୍ ସୁନ୍ଦର ଭାବେ ଗାଇଛନ୍ତି ଆଉ ତାଙ୍କୁ ହିୟୁମାନ ସାଗର ଗାଇଡ ମଧ୍ୟ କରୁଛନ୍ତି ।
ତେବେ ହିୟୁମାନ ସାଗର ଙ୍କ ଝିଅ ର ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି କାରଣ ସେ ଏହି ଗୀତ ନିଜ କୁନି କଣ୍ଠ ରେ ଖୁବ୍ ସୁନ୍ଦର୍ ଭାବେ ଗାଇଛନ୍ତି । ଲୋକ ମାନେ ଏହି ଭିଡିଓ କୁ ଖୁବ୍ ପସନ୍ଦ କରୁଛନ୍ତି ଓ ଏହି ଗୀତ କୁ ଖୁବ୍ ମାତ୍ରା ସେୟାର ମଧ୍ୟ କରୁଛନ୍ତି । ତେବେ ହିୟୁମାନ ସାଗର ଙ୍କ ଫ୍ୟାନ ମାନେ ଆଶା କରୁଛନ୍ତି ଯେ ତାଙ୍କ ଝିଅ ମଧ୍ୟ ତାଙ୍କ ପରି ଭବିଷ୍ୟତ ରେ ଖୁବ୍ ପ୍ରସିଦ୍ଧ ଗାୟିକା ହେବେ।
ତେବେ ଆପଣ ଙ୍କୁ ତାଙ୍କର ଏହି ଭିଡିଓ ଟି କେମିତି ଲାଗିଲା ଆମକୁ କାମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।