Breking News – ଏବେ ଏବେ ଓଡିଶା କଳାକାର ଜଗତକୁ ବଡ ଦୁଖଦ ଖବର । ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ପ୍ରସିଦ୍ଧ ଅଭିନେତା, ଚାରିଆଡେ ଶୋକର ଛାୟା…

ଅଲିଉଡ ଇଣ୍ଡଷ୍ଟ୍ରି ରୁ ଆସିଲା ପୁଣି ଏକ ଦୁଃଖଦ ଖବର। ଏହି 2020 ମସିହା ଟି ଅଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ୍ ଦୁଃଖ ଖବର ନେଇ ଆସିଛି । ପୁଣି ଥରେ ଆଉ ଏକ ଓଡ଼ିଆ ହାସ୍ୟ ଅଭିନେତା ଜୀବନ ଯୁଦ୍ଧ ରେ ହାରିଯାଇ ଅଛନ୍ତି । ତେବେ ବର୍ତ୍ତମାନ ଖବର ଆସିଛି ଯେ ପ୍ରସିଦ୍ଧ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକ ଙ୍କ ର ଏବେ ଏବେ ଦେହାନ୍ତ ହୋଇ ଅଛି । ଏହି ଖବର ସମ୍ପୂର୍ଣ ଓଡ଼ିଆ ଇଣ୍ଡଷ୍ଟ୍ରି ଭାଙ୍ଗି ପଡ଼ିଛି। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୁଃଖ ର ଛାୟା ଖେଳି ଯାଇଛି ।

ଯଦି ଆମେ ଦେଖିବା ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଅନେକ ମହାନ କଳାକାର ମାନେ ଏହି ବର୍ଷ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ତେବେ ଓଡ଼ିଆ ର ଏହି ହାସ୍ୟ ଅଭିନେତା ପ୍ରତି ଓଡ଼ିଆ ଙ୍କ ଘରେ ଘରେ ପରିଚିତ ।

ତେବେ ନିକଟ ଅତୀତ ରେ ଜୀ- ସାର୍ଥକ ରେ ପ୍ରସାରିତ ହେଉ ଥିବା ଧାରାବାହିକ ମହାଦେବୀ ରେ ଖଡ଼ି ରତ୍ନ ଚରିତ୍ର ରେ ନଜର ଆସି ଥିଲେ । ତେବେ ଯଦି ଆମେ ତାଙ୍କ ଅଭିନୟ କ୍ୟାରିୟର ବିଷୟ ରେ କହିବା ତେବେ ସେ ଅଧିକାଂଶ ଓଡ଼ିଆ ଫିଲ୍ମ୍ ରେ ଓ ଧାରାବାହିକ ମାନଙ୍କ ରେ ଖଳ ନାୟକ ଭୂମିକା ରେ ଓ ହାସ୍ୟ ଅଭିନେତା ଭୂମିକା ରେ ନଜର ଆସି ଥାଆନ୍ତି । କିନ୍ତୁ ଗତ କାଲି ଆଲିଉଡ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଦୁଃଖ ଖବର ।

ସବୁବେଳେ ସମସ୍ତ ଙ୍କୁ ହସାଇ ଥିବା ଏହି ହାସ୍ୟ ଅଭିନେତା ଜୀମୁନ ପଟ୍ଟନାୟକ ମୃତ୍ୟୁ ବରଣ କରିଛନ୍ତି । ତେବେ ଗତ କାଲି ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ବରଣ କରିଛନ୍ତି । ତେବେ ସେ କିଛି ଦିନ ଧରି କରନା ମହାମାରୀ ରେ ଆକ୍ରାନ୍ତ ହୋଇ ଥିଲେ । କରନା ର ଚିକିତ୍ସା ପାଇଁ ସେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉ ଥିଲେ କିନ୍ତୁ ଗତ କାଲି ସେ ସେହି ଘରୋଇ ହସ୍ପିଟାଲ୍ ରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ତେବେ ସେ 63 ବର୍ଷ ବୟସ ରେ କରନା ସଂକ୍ରମଣ ରେ ମୃତ୍ୟୁ ବରଣ କରିଛନ୍ତି ବୋଲି ସୂଚନା ମିଳିଛି । ଏହି ଖବର ଆସିବା ପରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି । ତେବେ ଅଚାନକ ଭାବେ ଜଣେ ମହାନ୍ ନାୟକ ଙ୍କ ର ମୃତ୍ୟୁ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ସ୍ତବ୍ଧ କରି ଦେଇଛି । ସବୁ ବେଳେ ନିଜ ଅଭିନୟ ରେ ସମସ୍ତ ଙ୍କୁ ହସାଉ ଥିବା ମଣିଷ ଆଜି ସମସ୍ତ ଙ୍କୁ ସ୍ତବ୍ଧ କରି ଚାଲି ଯାଇଛନ୍ତି ।

ତେବେ ତାଙ୍କୁ ବର୍ତ୍ତମାନ ତାଙ୍କର ପ୍ରଶଂସକ ଙ୍କ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉ ଅଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।