ଏବେ ଏବେ ଆସିଲା ବଡ ଦୁଃଖ ଖବର ୭୮ ବର୍ଷୀୟ ଅମିତାଭ ବଚ୍ଚନ ଡାକ୍ତର ଖାନାରେ ହେଲେ ଭର୍ତ୍ତି, ତାଙ୍କ ପୁଅ ଅଭଷେକ କହିଲେ ବାପା ଆଉ…….

ବିଗ୍ ବି ଙ୍କୁ କିଏ ବା ନ ଜାଣେ ନିଜ ଅଭିନୟ ପାଇଁ ସେ ସାରା ପୃଥିବୀ ରେ ପରିଚିତ। ତାଙ୍କର ପୁରା ପରିବାର ଅର୍ଥାତ୍ ତାଙ୍କ ରକ୍ତରେ ହିଁ କଳା ବିକଶିତ ହେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।ପତ୍ନୀ ଜୟା ବଚନ,ବୋହୂ ତଥା ପୂର୍ବତନ ବିଶ୍ଵ ସୁନ୍ଦରୀ ଐଶୋର୍ଯ୍ୟା ରାୟ,ପୁଅ ଅଭିଷେକ ବଚନ ସମସ୍ତେ କଳା କୁ ଭଲ ପାଆନ୍ତି।ନିକଟ ଅତୀତ ରେ ବିଗ୍ ବି ଙ୍କୁ ନେଇ ଏକ ଗୁଜବ ଉଠିଥିଲା ବଲିଉଡ୍ ଇଣ୍ଡଷ୍ଟ୍ରି ରେ।ତେବେ ଏହାର ସତ୍ୟତା ସମ୍ପର୍କ ରେ କିଛି ପ୍ରମାଣ ମିଳି ନଥିଲା।

ଗୁଜବ ଟି କିଛି ଏହିପରି ଥିଲା ଯେ ଗତ ଶନି ବାର ଦିନ ବିଗ୍ ବି ଅମିତାଭ ଶରୀର ଅସୁସ୍ଥତା ହେତୁ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି।

ମାତ୍ର ଏହି ଗୁଜବ ର ସତ୍ୟତା କୁ ପ୍ରମାଣ କରିବା ପାଇଁ ଯାଇ ପୁଅ ଅଭିଷେକ ଗଣମାଧ୍ୟମକୁ ସାକ୍ଷାତ କାର ଦେଇଛନ୍ତି।ସେ ସାକ୍ଷାତକାର ରେ କହିଛନ୍ତି କି ତାଙ୍କ ପିତା ପୁରା ସୁସ୍ଥ ଅଛନ୍ତି।ଯିଏ କି ତାଙ୍କ ସାମ୍ନାରେ ଅଛନ୍ତି। ତେଣୁ ଯାହା ଗୁଜବ ଗଣମାଧ୍ୟମ ତଥା ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ସୃଷ୍ଟି ହେଇଚି ତାଙ୍କ ପିତାଙ୍କୁ ନେଇକି ତାହା ସଂପୂର୍ଣ୍ଣ ମିଥ୍ୟା ଅଟେ।

ହୁଏତ ତାଙ୍କ ପିତାଙ୍କ ପରି ଅବିକଳ ଚେହେରା ଧାରୀ କୌଣସି ବ୍ୟକ୍ତି ଡାକ୍ତର ଖାନାରେ ଭର୍ତି ଅଛନ୍ତି ଓ ତାଙ୍କୁ ଦେଖି ଅନ୍ୟ ମାନଙ୍କ ମନରେ ଅମିତାଭ ବଚନ ଅସୁସ୍ଥ ହୋଇ ଡାକ୍ତର ଖାନା ରେ ଭର୍ତ୍ତି ହେବା ର ଭ୍ରମ ସୃଷ୍ଟି ହେଇଚି ଯାହା କି ସଂପୂର୍ଣ୍ଣ ମିଥ୍ୟା ଅଟେ।

କିଛି ଦିନ ପୂର୍ବରୁ ଅମିତାଭ ତଥା ପୁଅ ଅଭିଷେକ, ବୋହୂ ଐଶର୍ଯ୍ୟା ଓ ନାତୁଣୀ ଆରାଧ୍ୟା ସମସ୍ତେ କୋରୋନା ରେ ଆକ୍ରାନ୍ତ ଥିଲେ। ତେବେ ମାସାଧିକ କାଳ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ପରେ ବିଗ୍ ବି ସୁସ୍ଥ ହୋଇ ଘରକୁ ଫେରିଥିଲେ ଏବଂ ଘରେ କିଛି ଦିନ ବିଶ୍ରାମ ନେବା ପରେ କୋନ ବନେଗା କରୋଡ ପତି ସୋ ର ସୁଟିଂ ରେ ଯୋଗ ଦେଇଛନ୍ତି।ତେବେ ବିଗ୍ ବି ଅନେକ ରୋଗ ସହ ସଂଗ୍ରାମ କରି ଜୀବନ ଯୁଦ୍ଧ ରେ ବିଜୟୀ ହୋଇଛନ୍ତି।

ଏହି ମହାନ୍ କଳାକାର ୧୯୪୨ ମସିହା ଜୁଲାଇ ୧୧ ରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୩୮ ବର୍ଷ ଧରି ସେ ଯକୃତ ଓ କିଡନୀ ରୋଗରେ ପୀଡିତ ଅଛନ୍ତି।ନିଜର ସ୍ବାସ୍ଥ୍ୟ ଯାଞ୍ଚ କରିବା ପାଇଁ ତାଙ୍କୁ ବିଭିନ୍ନ ଡାକ୍ତଖାନା ଯିବାକୁ ପଡିଥାଏ।କୁଲି ଫିଲ୍ମ ର ସୁଟିଂ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣାରେ କ୍ଷତାକ୍ତ ହୋଇ ସେ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ 200 ଡୋନର୍ସଙ୍କ ପାଖରୁ 60 ବୋତଲ ରକ୍ତ ସଂଗ୍ରହ କରାଯାଇ ତାଙ୍କ ଚିକିତ୍ସା ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।