ପୁଣି ଆସିଲା ଅଜବ ଟ୍ରାଫିକ ନିୟମ ! ଏଣିକି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଲେ ଦେବେ ଫାଇନ୍ . ଏଥିରେ ଆପଣ ଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ……

ଆପଣ ମାନେ ଗାଡି ଚଳାଉଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ କାରଣ ଗାଡି ଚଳେଇବା ପାଇଁ ଏବେ ନୂତନ ନିୟମ ଲାଗୁ ହୋଇଛି । ତେବେ ଏହା କିପରି ନିୟମ ଏବଂ କାହିଁକି କରାଯାଇଛି ତାହା ଆଜି ଆମେ ଆପଣ ମାନଙ୍କୁ କହିବୁ । ଆମ ବିଶ୍ୱରେ ଅନେକ ଦେଶ ରହିଛି ଏବଂ ଅନେକ ଦେଶର କିଛି ମହତ୍ତ୍ୱ ଗୁଣ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଥାଏ । ମାତ୍ର ଆମେ ମାନେ ସେହି ସମସ୍ତ ଦେଶର ଗୁଣ ବିଷୟରେ ଜାଣି ରଖିବା ନିତାନ୍ତ ଆବଶ୍ୟକ କାରଣ ଏହା କେଉଁ ସମୟରେ ଆମ କାମରେ ଆସିଥାଇ ପାରେ। ଆଜି ଆମେ ଆପଣ ମାନଙ୍କୁ ବିସ୍ୱର ସମସ୍ତ ଦେଶ ମଧ୍ୟରୁ ଏକ ଦେଶ ଜର୍ମାନୀ ବିଷୟରେ କହିବୁ , ଯେଉଁଠାରେ ଅଜବ ପ୍ରକାରର ନୟମ ଲାଗୁ ହୋଇଥାଏ ।

ଦେଶ ଜର୍ମାନୀରେ ଗାଡି ଚଳାଇବାକୁ ନେଇ ଆସିଛି ବହୁତ ବଡ ଖବର ଯାହା ଶୁଣିଲେ ଆପଣ ମାନେ ଚକିତ ହେବେ । ତେବେ କଥାଟି ଦେଉଛି କି ଏବେ ଗାଡି ଚଳାଇଲେ ଜୋରିମାନା ଦେବାକୁ ହେବ ଅର୍ଥାତ ଆପଣ ମାନେ ଯେତେ ଜୋରରେ ଗାଡି ଚଲାନ୍ତୁ ନା କାହିଁକି ସେଥିରେ କୌଣସି ବାଧା ନାହିଁ ଏବଂ ଏଥିପାଇଁ କୌଣସି ଜୋରିମାନା ଲାଗିବ ନାହିଁ ।

ମାତ୍ର ଯଦି ଆପଣ ମାନେ ଗାଡି ଚଳାଉଥିବା ସମୟରେ ଅଧା ରାସ୍ତାରେ ଆପଣଙ୍କର ଗାଡିର ତେଲ ସରିଯାଇଛି ତେବେ ଆପଣଙ୍କୁ ସେଥିପାଇଁ ଜୋରିମାନା ଦେବାକୁ ହେବ । କାରଣ ସେହି ଦେଶରେ ବିଶ୍ୱାସ ରହିଛି କି କୌଣସି ସମୟରେ କାରରୁ ଇନ୍ଧନ ସରିଗରେ ତାହାକୁ ଅପରାଧ ବୋଲି ବିବେଚନା କରାଯାଏ ଯେଉଁ ଅପରାଧ ପାଇଁ ଜୋରିମାନା ଭରିବାକୁ ପଡିଥାଏ ।


ଆପଣ ମାନେ ଯେତେ ବେଳେ କୌଣସି ସମୟରେ କାହାକୁ ଫୋନ କରନ୍ତି ତେବେ ପ୍ରଥମେ ହାଲୋ ବୋଲି କହିଥାନ୍ତି ମାତ୍ର ଜର୍ମାନୀରେ ଯଦି ଆପଣ ମାନେ କାହାକୁ ଫୋନ କରି ହାଲୋ କୁହନ୍ତ ତେବେ ତାହା ଏକ ବହୁତ ବଡ ଅପରାଧ ବୋଲି ବିବେଚନା କରାୟାଏ । ତେଣୁ କର ସେଠିକାର ଲୋକମନେ ଫୋନ କରିବା ସମୟରେ ପ୍ରଥମେ ନିଜର ନାମ କହିଥାନ୍ତି । ତେବେ ଏପରି ନୟମ ଆପଣ ମାନଙ୍କୁ ଅଜବ ଲାଗୁଥାଇ ପାରେ ମାତ୍ର ସେହିଠାରେ ଏପରି ନିୟମ ଲାଗୁ ହୋଇଛି ।

ଆମ ଦେଶରେ ବା ଅନ୍ୟ ଦେଶ ମାନଙ୍କରେ ହୁଏତ କାହାର ଜନ୍ମ ଦିନ ପାଳନ ହେଲେ କେତେକ ଲୋକମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଆଗୁଆ ମଧ୍ୟ ଜଣାଇଥାନ୍ତି ମାତ୍ର ଜର୍ମାନୀରେ ଏହି ଜନ୍ମ ଦିନର ଶୁଭେଚ୍ଛା ଆଗୁଆ ଜଣାଇଲେ ତାହା ଏକ ଅଶୁଭ କଥା ବୋଲି ବିବେଚନା କରାଯାଏ । ଏଥିରେ କେବଳ ଜନ୍ମଦିନରେ ହିଁ ଶୁଭେଚ୍ଛା ପ୍ରଦାନ କରାଯାଏ ନହେଲେ ଦଣ୍ଡ ବିଧାନ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।