ମାତ୍ର୧୫ ଦିନରେ ଥରେ ପିଅନ୍ତୁ, କିଡ୍ନୀ ସର୍ବଦା ସୁସ୍ଥ ରହିବ, କିଡ୍ନୀର ସମସ୍ତ ଆବର୍ଜନା ବାହାରିଯିବ [ Kidney Detox ]
ହଁ ଦର୍ଶକ ବନ୍ଧୁ ଆଜି କାଲି ବହୁତ ମାତ୍ରା ବହୁତ ଲୋକଙ୍କ ଠାରେ ଏହି କୀଡୀନି ଭଳି ରୋଗ ର ସମସ୍ୟା ଦେଖିବାକୁ ମିଳିଛି| ତେବେ ଏହାର କାରଣ ହେଉଛି ଆମେ ଖାଉଥିବା ଖାଦ୍ୟ,କାରଣ ଆମେ ଖାଉଥିବା ଖାଦ୍ୟରେ ଏବେ ଏତେ ପରିମାଣ ରେ କେମିକାଲ ମିଶ୍ରିତ ହେଉଛି ଯେ ଯାହା ଆମେ ଖାଇବା ଦ୍ୱାରା ଆମ ଶରୀର ଥିବା କିଡ଼ନୀ ରେ ତାହା ହଜମ ନ ହେଇ ପଥର ହେଇ ଜୋମ ହେଇ ରହିଯାଏ | ଯାହା ଫଳରେ ଆମେ କୀଡୀନି ରେ ପଥର ଜମା ହେଇଯିବା ଭଳି ରୋଗରେ ପିଡତ ହେଇଥାଉ ତା ଛଡ଼ା ଗୋଡ ହାତ ଫୁଲିଯିବା, ଆଣ୍ଠୁ ଗଣ୍ଠି ରେ ବ୍ୟଥା ହେବା ଭଳି ସମସ୍ୟା ଦେଖା ଦେଇ ଥାଏ | ତାହାଲେ ଏ ସମସ୍ତ ରୋଗର ନିରାକରଣ ପାଇଁ କିଛି ଆୟୁର୍ବେଦିକ ସାମଗ୍ରୀ ର ପ୍ରସ୍ତୁତି ଓ ସେବନ ବିଷୟରେ ଜାଣିବା |
ପ୍ରସ୍ତୁତି ପ୍ରଣାଳୀ :-1
ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ସେଥିରେ ଦୁଇଗ୍ଲାସ ପାଣି ନିୟନ୍ତୁ ଓ ପାଣି ଗ୍ୟାସ ରେ ଗରମ କରିବା ପାଇଁ ରଖନ୍ତୁ ଓ ସେଥିରେ 100 ଗ୍ରାମ ର ଧୋନିଆ ପତ୍ର ପକାନ୍ତୁ ଓ ତାପରେ ଗୋଟାଏ ଲେମ୍ବୁ ରୁ ଅଧା କାଟି ସେଥିରେ ନ ଚିପୁଡ଼ି ପକାନ୍ତୁ ଓ ତାପରେ ସେଥିରେ ଦୁଇ ଚାମଚ ଜିରା ପକାନ୍ତୁ ଓ ତାକୁ ଭଲ ଗରମ କରନ୍ତୁ | ମନେ ରଖିବେ ଆପଣ ଦେଇଥିବା ଦୁଇ ଗ୍ଲାସ ପାଣି ଯେତେବେଳେ ଫୁଟି ଫୁଟି ଏକ ଗ୍ଲାସ ପାଣି ପରିଣତ ହେଇଯିବ |
ସେତେବେଳେ ଆପଣ ତାକୁ ଓଲ୍ହାଇ ଆଣନ୍ତୁ ଓ ତାକୁ ଟିକିଏ ସମୟ ଥଣ୍ଡା ହେବା ପାଇଁ ଛାଡି ଦିୟନ୍ତୁ ଓ ଥଣ୍ଡା ହେଇସାରିଲା ପରେ ତାକୁ ଗୋଟିଏ ଗ୍ଲାସ ରେ ଛାଣି ନିୟନ୍ତୁ ଓ ଏହାକୁ ସପ୍ତାହ କୁ ଥରେ ସେବନ କରନ୍ତୁ | ଏହା ଆମ ଶରୀର ଥିବା ସମସ୍ତ ପ୍ରକାର ର ଜମି ଥିବା ଖାଦ୍ୟ ପଦାର୍ଥ କୁ ପରିସ୍କାର କରିବାରେ ସାହାଯ୍ୟ କରିବ |
ପ୍ରସ୍ତୁତି ପ୍ରଣାଳୀ :-2
ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ସେଥିରେ ଦୁଇଗ୍ଲାସ ପାଣି ନିୟନ୍ତୁ ଓ ପାଣି ଗ୍ୟାସ ରେ ଗରମ କରିବା ପାଇଁ ରଖନ୍ତୁ ଓ ସେଥିରେ ଗୋଟିଏ ମକା ରୁ ବାହାର କରିଥିବା ମକା ଚୁଟି ପକାନ୍ତୁ ଓ ତାପରେ ଗୋଟାଏ ଲେମ୍ବୁ ରୁ ଅଧା କାଟି ସେଥିରେ ନ ଚିପୁଡ଼ି ପକାନ୍ତୁ ଓ ତାକୁ ଭଲ ଗରମ କରନ୍ତୁ | ମନେ ରଖିବେ ଆପଣ ଦେଇଥିବା ଦୁଇ ଗ୍ଲାସ ପାଣି ଯେତେବେଳେ ଫୁଟି ଫୁଟି ଏକ ଗ୍ଲାସ ପାଣି ପରିଣତ ହେଇଯିବ ସେତେବେଳେ ଆପଣ ତାକୁ ଓଲ୍ହାଇ ଆଣନ୍ତୁ ।
ତାକୁ ଟିକିଏ ସମୟ ଥଣ୍ଡା ହେବା ପାଇଁ ଛାଡି ଦିୟନ୍ତୁ ଓ ଥଣ୍ଡା ହେଇସାରିଲା ପରେ ତାକୁ ଗୋଟିଏ ଗ୍ଲାସ ରେ ଛାଣି ନିୟନ୍ତୁ ଓ ଏହାକୁ ସପ୍ତାହ କୁ ଥରେ ସେବନ କରନ୍ତୁ | ଏହା ଆମ ଶରୀର ଥିବା ସମସ୍ତ ପ୍ରକାର ର ଜମି ଥିବା ଖାଦ୍ୟ ପଦାର୍ଥ କୁ ପରିସ୍କାର କରିବାରେ ସାହାଯ୍ୟ କରିବ ଓ ଆମ କିଡ଼ନୀ କୁ ମଧ୍ୟ ସଫା ରଖିବ | ସହିତ ଆପଣଙ୍କ ଗୋଡ ହାତ ଫୁଲିବା ଭଳି ସମସ୍ୟା ଦୂର କରିବ |
ସେବନ ବିଧି :-
ଏବେ ଆପଣ ପ୍ରସ୍ତୁତ କରିଥିବା ପାଣି କୁ ଗୋଟାଏ ସପ୍ତାହ ଧୋନିଆ ରେ ପ୍ରସ୍ତୁତ ପାଣି ଓ ଅନ୍ୟ ସପ୍ତାହ ମକା ଚୁଟି ପ୍ରସ୍ତୁତ ପାଣି ସେବନ କରିବେ |
ତେବେ ଏହାକୁ ସେବନ କରିଲା ପରେ ଏହାର ଉପକାର ଆପଣ ନିଶ୍ଚୟ ପାଇବେ | ତାହେଲେ ଏହା ଥିଲା କିଡ଼ନୀ ରୋଗ ର ପଡିତ ଥିବା ରୋଗୀଙ୍କ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।