ଦେଖନ୍ତୁ ସଡକ ଦୁର୍ଘଟଣା ର LIVE ଭିଡିଓ ! ଏମିତି ଖବର ଆପଣଙ୍କୁ ବିଚଳିତ କରିପାରେ, କେବଳ ଖବର ପ୍ରସାରଣ ପାଇଁ ଦେଖାଉଛୁ, ଦେଖନ୍ତୁ VIDEO
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।
କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ।
ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି । ତାହାଲେ ସେ ବିଷୟରେ ଅଧିକ ଆଲୋଚନା କରିବା ।
ତେବେ ଆଗରୁ ସମାଜରେ ଝିଅ ମାନଙ୍କୁ ଘରୁ ବାହାରି ପାଇଁ ଦିଆଯାଉ ନଥିଲା। ହେଲେ ବର୍ତ୍ତମାନ ସମୟରେ ସମାଜରେ ପୁଅ ମାନଙ୍କର ଯେତିକି ଅଧିକାର ଝିଅ ମାନଙ୍କୁ ମଧ୍ୟ ସେତିକି ଅଧିକାର ଦିଆଯାଇଛି। ବର୍ତ୍ତମାନ ସମାଜ ଆଗରେ ପୁଅ ଝିଅ ସମାନ। ଆଉ ଏବେ ମହିଳା ମାନେ ସବୁ ଜିନିଷରେ ସେମାନେ ତାଙ୍କର ଦକ୍ଷତା ଦେଖାଇ ପାରୁଛନ୍ତି।
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେଥିରେ ମଧ୍ୟ ସେହି ଭଳି କିଛି କଥା ଦେଖିବାକୁ ମିଳିଛି ଆଉ ଯେଉଁଠି ପାପା କି ପରୀ ଦେଖାଇବାକୁ ଲାଗିଛନ୍ତି ତାଙ୍କର କମାଲ । ଆଉ ରାସ୍ତା ଉପରେ ତାଙ୍କର ବାଇକ ଚଳାଇବା ଷ୍ଟାଇଲ ଦେଖାଇଛନ୍ତି ।
ତେବେ ବାଇକ କୁ ସେ ଡାନସିଂ ଷ୍ଟାଇଲ ରେ ଚଳାଉଥିବାର ଦେଖିବାକୁ ମିଳିଛି ।ଆଉ ରାସ୍ତା ର ଏପଟେ ସେପଟେ କରିକି ଚଳାଇବାକୁ ଲାଗିଛନ୍ତି ବାଇକ । ତାହା ସହିତ ପାଖରେ ଯେଉଁ ଗାଡ଼ି ଗୁଡିକ ଯାଉଛି ତାହାକୁ ମଧ୍ୟ ଖାତିରି କରି ନାହାନ୍ତି ଝିଅ ଜଣଙ୍କ ।ଯାହା ର ପରିଣାମ ରାସ୍ତାରେ ଚଳାଉଥିବା ବାଇକ ଚାଳକ ଙ୍କ ଉପରେ ପଡିଛି ।
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଅ ଜଣଙ୍କର ସେହି ଭଳି ଅସାବଧାନତା ଭାବରେ ବାଇକ ଚଳାଇବା ଫଳରେ, ପଛରୁ ଆସୁଥିବା ବାଇକ ଯେଉଁଥିରେ କି କପୁଲ ବସିଥିଲେ ସେମାନଙ୍କର ସହିତ ଝିଅ ଜଣଙ୍କ ଧକ୍କା କରେଇଛନ୍ତି ।ଆଉ ଯାହା ଯୋଗୁଁ ସେମାନେ ପଡ଼ି ଯାଇଛନ୍ତି କିନ୍ତୁ ଝିଅ ଜଣଙ୍କର କୌଣସି ଚିନ୍ତା ନାହିଁ ସେ ସେହିଭଳି ଆଗକୁ ଚାଲିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।