ସପ୍ତାହ କୁ କେତେ ଥର ଶାରୀରିକ ସମ୍ପର୍କ କରିବା ଉଚିତ ? ୧୮ ରୁ ୫୦ବର୍ଷ ଝିଅ ପୁଅ ମାନେ ଜାଣନ୍ତୁ – DR. RASMITA

ଗୋଟିଏ ସୁନ୍ଦର ଜୀବନ ଯାପନ ପାଇଁ ଶାରିରୀକ ସମ୍ବନ୍ଧ ରଖିବା ନିତାନ୍ତ ଜରୁରୀ । ଶାରିରୀକ ସମ୍ଭନ୍ଧ ଦ୍ୱାରା ମଣିଷ ଶରୀର ଭିତରେ ଅନେକ ସମସ୍ୟା ଦୂର ହେବା ସହିତ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ । ମାତ୍ର କିଛି ପୁରୁଷ ଏବଂ ମହିଳା ମାନେ କିଛି କାରଣରୁ ଶାରିରୀକ ସଂପର୍କ ରଖିନଥାନ୍ତି ଏବଂ ଲମ୍ବା ସମୟ ଧରି ସେମାନେ ଶାରିରୀକ ସଂପର୍କ ରଖିପାରିନାହାନ୍ତି ।

ନିଜ ସାଥୀ ଠାରୁ ବହୁତ ସମୟ ଦୂରରେ ରହିବା ଏବଂ ପ୍ରତ୍ୟେକ ସମୟରେ ଝଗଡା ଲାଗିବା ଏବଂ ପାରିବାରିକ ସଂପର୍କ କାରଣରୁ ଶାରିରୀକ ସଂପର୍କ ବନାଇବାରେ ବାଧା ସୃଷ୍ଟି ହୋଇଥାଏ । ମାତ୍ର ଏହି ଶାରିରୀକ ସଂପର୍କ ବନ୍ଦ କରିବା ଦ୍ୱାରା ସେହି ମଣିଷର ବହୁତ ବଡ ବଡ ସମସ୍ୟା ଆରମ୍ଭ ହୋଇଥାଏ ।

ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି କି ସମ୍ଭୋଗ ନକରିବା ଦ୍ୱାରା ପୁରୁଷ ମାନଙ୍କର ଯୌନ ସମ୍ବନ୍ଧୀୟ କ୍ୟାନସର ହେବାର ସମସ୍ୟା ବହୁତ ହିଁ ବଢିଯାଏ । ଆମେରିକାରେ କ୍ୟାନସର ହେବାର ପ୍ରମୁଖ ଏବଂ ତୃତୀୟ କାରଣ ହେଉଚି ଏହା । କେତେକ ଅଧ୍ୟୟନ ଦ୍ୱାରା ଜଣାଯାଇଛି କି ବୟସ୍କ ଲୋକ ଏବଂ ବିବାହିତ ପୁରୁଷ ମାନଙ୍କର ସପ୍ତାହରେ ଯେ କୌଣସି ଦିନ ଖଳନ ହେବା ଜରୁରୀ ।

ମାତ୍ର ଅବିବାହିତ ଏବଂ ପୁରୁଷ ମାନଙ୍କ ପାଇଁ ଏହା ଜରୁରୀ ନୁହେଁ । ଅଧିକ ସମୟ ପର୍ଯ୍ୟନ୍ତ ଯୌନ ସମ୍ବନ୍ଧ ନବାଇବା ଦ୍ୱାରା ମଣିଷ ମାନଙ୍କର ଶାରିରୀକ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ ନାହିଁ ।ଶାରୀରିକ ସମସ୍ୟାକୁ ଦୂର କରିବା ପାଇଁ ସପ୍ତାହରେ ଅତି କମରେ ଥରେ ସମ୍ଭୋଗ କରିବା ନିତାନ୍ତ ଆବଶ୍ୟକ

 

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ଥର ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଉଭୟ ସ୍ତ୍ରୀ ଓ ସ୍ବାମୀଙ୍କ ଉପରେ ଖରାପ୍ ପ୍ରଭାବ ପଡ଼ିଥାଏ । ବୟସ ଦୃଷ୍ଟିରେ ଦେଖିବା ପାଇଁ ଗଲେ 25-35 ବୟସ ରେ ଯୁବକ ଯୁବତୀ ଙ୍କ ଅଧିକ ଶାରିରୀକ ସମ୍ପର୍କ ରଖି ଥାଆନ୍ତି । ଧୀରେ ଧୀରେ ବୟସ ବଢିବା ବଢିବା ସହିତ ଶାରିରୀକ ସମ୍ପର୍କ ରଖିବା ର ଇଛା କମ୍ ହୋଇ ଥାଏ ।

ହୋଇଥିବା ରିସର୍ଚ୍ଚ ରିପୋର୍ଟ୍ ଅନୁସାରେ ଜଣେ ଯୁବକ 18-30 ବୟସ ଭିତରେ ସପ୍ତାହ କୁ ତିନି ଥର ଏବଂ ମାସ କୁ ବାର ଥର ଶାରିରୀକ ସମ୍ପର୍କ ରଖିବାକୁ ଇଛା କରି ଥାଏ ।ସେହି ପରି 30-45 ବର୍ଷ ର ବ୍ୟକ୍ତି ମାନେ ସପ୍ତାହ କୁ ଦୁଇ ଥର ଓ 45 ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ମାନେ ସପ୍ତାହ କୁ ଥରେ ଶାରିରୀକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରି ଥାଆନ୍ତି।

ଶାରୀରିକ ସମ୍ବନ୍ଧ କମ କରିବା ଆପଣ ମାନଙ୍କ ପାଇଁ ବହୁତ ଅସୁବିଧାର କାରଣ ହୋଇଥାଏ । ଯେପରିକି ପ୍ରତ୍ୟେକ ସମୟରେ ଝଗଡା ହେବା , ପାରିବାରିକ ଝଗଡା କିମ୍ବା ଛାଡପତ୍ର ହେବାର ସମ୍ଭାବନା ବଢିଯାଏ । ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ , ମୁଣ୍ଡରେ ଚିନ୍ତା ରହିବା , ସର୍ବଦୀ ଚିନ୍ତିତ ରହିବା ଆଦି ସମସ୍ୟା ଦେଖା ଦେଇଥାଏ ।

ଜଣାଯାଇଛି କି ଶାରିରୀକ ସମ୍ବନ୍ଧ କମ କରିବା ଦ୍ୱାରା ମଣିଷର ସାମାଜିକ ଉତ୍ତେଜନା କମିଯିବା ସହିତ କାମନା ବାସନା ମଧ୍ୟ ସବୁଦିନ ପାଇଁ ଲୋପ ପାଇଯାଏ । ଉତ୍ତେଜନା ମଧ୍ୟ ଦିନକୁ ଦିନ କମ ହେବାରେ ଲାଗେ । ଅନିଦ୍ରା ଏବଂ ବିଚଳିତ ହେବାର ସମସ୍ୟା ଦିନକୁ ଦିନ ବଢିବାରେ ଲାଗେ । ଛୋଟ ଛୋଟ କଥାକୁ ନେଇକରି ମନରେ ଚିନ୍ତା ବଢେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।