ias interview ରେ ଝିଅକୁ ପଚାରାଗଲା — ଏମିତି କେଉଁ ଜିନିଷ ରହିଛି ଯାହାର ଜଣେ ସ୍ତ୍ରୀ ତାର ସ୍ୱାମୀକୁ ସମସ୍ତ ଋତୁରେ ଗରମ ହିଁ ଦେଇଥାଏ ? ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ
ଆପଣ ମାନେ ତ ଜାଣିଛନ୍ତି କି ଏବେକା ମୟରେ ଆପଣ ମାନେ ଯେଉଁଠିକୁ ମଧ୍ୟ ଚାକିରୀ କରିବା ପାଇଁ ଗଲେ ପ୍ରଥମେ ଆପଣ ମାନଙ୍କୁ ଇଣ୍ଟରଭ୍ୟୁୟ ସାମ୍ନା କରିବାକୁ ପଡିଥାଏ । କାରଣ ଏବେକା ସମୟରେ ସମସ୍ତଙ୍କର ବୁଦ୍ଧି ପରୀକ୍ଷଣ କରିବା ପାଇଁ ଇଣ୍ଟରଭ୍ୟୁୟ ନିତାନ୍ତ ହେବା ଆବଶ୍ୟକ । ତେବେ ସେହି ସମସ୍ତ ଇଣ୍ଟରଭ୍ୟୁୟରେ ଆପଣ ମାନଙ୍କର ଜ୍ଞାନର ପରୀକ୍ଷା କରାଯାଇଥାଏ , ୟେଉଁଥିରେ ପାସ ହେଲେ ଆପଣ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ।
ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି । ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି ।
ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ। ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।
1– ତାହା କଣ ଯାହାକୁ ଭାଙ୍ଗିବା ପରେ ସମସ୍ତେ ଖୁସି ହୋଇଯାଆନ୍ତି ?
ଉତ୍ତର–ରେକର୍ଡ
2–ଆସିଲା ଆଉ ଜଣେ ବ୍ରାହ୍ମଣ ତା ଦେହରେ ଯାଦୁ ପଣ ପଣ ତାହା କଣ ଅଟେ ?
ଉତ୍ତର–ପଣସ
3–ଭାରତର ସବୁଠାରୁ ଶୁଖିଲା ଭାଗ କଣ ଅଟେ ?
ଉତ୍ତର–ରାଜସ୍ଥାନ
4–ଆରେ କମଳା ଛୋଟ ବେଳେ ସେ ପ୍ୟାଣ୍ଟ ପିନ୍ଧେ ହେଲେ ବଡ ହେଲେ ଲଙ୍ଗଳା ?
ଉତ୍ତର–ବାଉଁଶ ଗଛ
5–ଏମିତି କେଉଁ ଜିନିଷ ରହିଛି ଯାହାର ଜଣେ ସ୍ତ୍ରୀ ତାର ସ୍ୱାମୀକୁ ସମସ୍ତ ଋତୁରେ ଗରମ ହିଁ ଦେଇଥାଏ ?
ଉତ୍ତର–ଚାହା
6–ଏପରି କେଉଁ ଶବ୍ଧ ରହିଛି ଯାହାକୁ ଆମେ ମାନେ ଲେଖିପାରିବା ହେଲେ ପଢିପାରିବା ନାହିଁ ?
ଉତ୍ତର–ନାହିଁ
7–କେଉଁ ଦେଶରେ କେବଳ ଝିଅ ମାନେ ହିଁ ମଦ୍ୟାପାନ କରିପାରିବେ ?
ଉତ୍ତର–ପେରୁ ଦେଶରେ
8–ତମାଖୁରେ କେଉଂ କେମିକାଲ ମିଳିଥାଏ ?
ଉତ୍ତର–ନାଇଟ୍ରଜେନ
9–ଏପରି କେଉଂ ଜୀବ ଅଟେ ଯାହା ଗୋଟିଏ ଦିନରେ କେବଳ 16 ମିନିଟ ଆରାମ କରାଥାଏ ?
ଉତ୍ତର–ଚିଟି ମାନେ
10–ଝିଅ ମାନଙ୍କୁ କେଉଁ ରଙ୍ଗ ସବୁଠୁ ଅଧିକ ପସନ୍ଦ ହୋଇଥାଏ ?
ଉତ୍ତର–ଗୋଲାପି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।