IAS Interview- ଝିଅକୁ ପଚରାଗଲା ! ଏମିତି କେଉଁ ଜିନିଷ ଯାହାକୁ ଝିଅ ମାନେ ପିନ୍ଧିଥାନ୍ତି ଏବଂ ଖାଇଥାନ୍ତି ? ଉତ୍ତର କୁ କେବଳ ସକରାତ୍ମକ ଦିଗରେ ନିଅନ୍ତୁ…….

ଆଜି ଆମେ ଆପଣ ମାନଙ୍କୁ ଏକ ମଜାଦାର ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଜାଣିରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବସ୍ୟକ । କାରଣ ଆପଣ ମାନେ ତ ଜାଣଇଛନ୍ତି କି ଆଜିର ଦୁନିଆ କେତେ ଉଉନ୍ନତିର ଆଡକୁ ଅଗ୍ରସର ହେଲାଣି , ଆପଣ ମାନେ ଏବେ ଯୁଆଡେ ମଧ୍ୟ ଯିବେ ଚାରିଆଡେ ଦେଶର ପ୍ରଗତି ଦେଖିବାକୁ ପାଇବେ । ତେବେ ଏହି ପ୍ରଗତିର ମୂଳ ଲକ୍ଷ୍ୟ ହେଉଚି ଶିକ୍ଷା । କାରଣ ଶିକ୍ଷା ନଥିଲେ ଆଜିର ଦୁନିଆରେ କୌଣସି ବ୍ୟକ୍ତି କିଛି ହେଲେ ମଧ୍ୟ କାମ କରପାରିବେ ନାହିଁ । ଏହା ବ୍ୟତତ ଆଜିର ଶିକ୍ଷା ପାଇଁ ବା ବିଜ୍ଞାନ ପାଇଁ ଆମ ଦେଶ ଏତେ ଅଗ୍ରସର ହୋଇଯାଇଛି ।

ଦେଶର ଉନ୍ନତିର ପଛରେ ଲୋକମାନଙ୍କର ହାତ ରହିଚି କାରଣ ଶିକ୍ଷା ଗ୍ରହଣ କରି ସେମାନେ ଦେଶକୁ ଆଗକୁ ନେଉଛନ୍ତି । ଏହା ସହିତ ନିଜ ଭିତରେ ସମସ୍ତ ଜ୍ଢାନ ଭରପୁର କରି ନବତନ କାମ କରିବାର ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ବିଭିନ୍ନ ପଦବୀରେ ନିଯୁକ୍ତ ହୋଇ ବିଭିନ୍ନ ଉନ୍ନତିକାର କାମ ମଧ୍ୟ କରୁଛନ୍ତି ।

ତେବେ ଆଜିର ସମୟରେ ଆପଣ ମାନେ ଯେଉଁଠିକୁ କୌଣସି ଚାକିରୀ ବା କାମ କରିବା ଯିବେ ପ୍ରଥମେ ଆପଣ ମାନେ ଇଣ୍ଟରଭ୍ୟୁୟର ସାମ୍ନା କରିବେ କାରଣ ସେତିରେ ପାସ କରିଲେ ଆପଣ ମାନେ ନିଜ ସ୍ଥାନରେ ପହଞ୍ଚିପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ ଜ୍ଞାନ ବା ଇଣ୍ଟରଭ୍ୟୁୟ ମାନଙ୍କର ପଚାରା ଯାଉଥିବା ପ୍ରଶ୍ନ ସମ୍ବଦ୍ଧରେ କହିବୁ ୟାହାକୁ ଆପଣ ମାନେ ଜାଣି ରଖିବା ନିତାନ୍ତ ଆବଶ୍ୟକ ।

1–କେଉଁ ପାଞ୍ଚଟି ଜିନିଷ ଆମକୁ ଜୀବନରେ କେବଳ ଥରେ ମିଳିଥାଏ ?

ଉତ୍ତର–ମାତା , ପିତା , ଶୈଶବ , ଯୋବନ ଏବଂ ବାର୍ଧକ୍ୟ

 

2–ଆଲୋ ସିତା ଫଳ ମଧୁବନ ପତର ପିତା ?

ଉତ୍ତର–କାକୁଡି

3–କାହା ସହ ଝଗଡା ହୁଏ ନାହିଁ ତଥାପି ତାଙ୍କୁ ସମସ୍ତେ ମାରିଥାନ୍ତି ?

ଉତ୍ତର–ଢୋଲ

4–ଏମିତି କେଉଂ ଜିନିଷ ଯାହା ସମୁଦ୍ରରୁ ଆସି ଘରେ ରହିଥାଏ ?

ଉତ୍ତର–ଲୁଣ

5-ଏମିତି କେଉଁ ଜିନିଷ ଯାହାକୁ ଝିଅ ମାନେ ପିନ୍ଧିଥାନ୍ତି ଏବଂ ଖାଇଥାନ୍ତି ?

ଉତ୍ତର–ଲଂଙ୍ଗ( LANG)

6–ଝିଅ ମାନଙ୍କ ଆଗରେ କେଉଁ ଜିନିଷ ଗୋଲ ଗୋଲ ଦେଖିବାକୁ ମଜା ଲାଗେ ?

ଉତ୍ତର–ଗାଲ

7–ସେଇଟା କେଉଁ ଜିନିଷ ଯାହାକୁ ଜଣେ ଝିଏ ଗୋଟେ ପୁଅକୁ କହେ ଆହୁରି ଭିତରକୁ ଭର୍ତ୍ତି କର ?

ଉତ୍ତର–ଛୁଞ୍ଚିରେ ସୂତା

8–ଗୋଟେ ମହିଳା ତାର ସ୍ୱାମୀକୁ ସବୁ ପାଗରେ ଗରମ କଣ ଦେଇଥାଏ ?

ଉତ୍ତର–ଚାହା

9–ମହିଳା ଜଣକ ବହୁତ ପ୍ରେମର ସହିତ ତାହା ଖୋଲନ୍ତି ଏବଂ ଜଣେ ଅଜଣା ବ୍ୟକ୍ତି ବହୁତ ପ୍ରେମର ସହ ତାହା କରେ ?

ଉତ୍ତର–ନମସ୍କାର କରିବା

10–କେଉଁ ଦେଶର ପ୍ରଧାନମନ୍ତ୍ରୀକୁ ଶପଥ ନେବା ସମୟରେ ଫାଶିର ସଯା ହୋଇଥିଲା?

ଉତ୍ତର–ପାକିସ୍ଥାନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।