ଦେଖନ୍ତୁ ollywood ଭିଡିଓ ! ଦେଖନ୍ତୁ କେମିତି ଦୁଃଖରେ ବାପା ଙ୍କୁ ମନେ ପକାଇ ଗୀତ ଗାଉଛନ୍ତି ହ୍ୟୁମାନ ସାଗରଙ୍କ କୁନି ଝିଅ ମାତ୍ର 4 ଘଣ୍ଟାରେ 16 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ଆପଣ ତ ଜାଣିଛନ୍ତି ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଏବେ ନମ୍ବର ୱାନ ଗାୟକ ଭାବରେ ଜଣେ ହିଁ ପରିଚିତ ସେ ହେଉଛନ୍ତି ଗାୟକ ହ୍ୟୁମାନ ସାଗର | ତାଙ୍କର ମଧୁର କଣ୍ଠରେ ସେ ଓଡ଼ିଶା ବାସୀ ଙ୍କୁ ଝୁମାଇ ଥାଆନ୍ତି ଆଉ ତାଙ୍କର ଗୀତକୁ ହିଁ ପ୍ରାୟ ସମୟରେ ଓଡ଼ିଆ ଦର୍ଶକ ମନରେ ଗୁଣୁ ଗୁଣାଉ ଥାଆନ୍ତି | କିନ୍ତୁ ବର୍ତ୍ତମାନ ସମୟରେ ପାରିବାରିକ ମାମଲା କୁ ନେଇ ସେ ବିବାଦ ଘେରରେ ଅଛନ୍ତି | ଯାହାଙ୍କ ଗୀତରେ ରାଜ୍ୟରେ ସବୁ ଯୁବପିଢ଼ି ମତୁଆଲା ହୁଅନ୍ତି ଯାହାଙ୍କର ଗୀତ କୁ ସମସ୍ତେ ସବୁବେଳେ ଗୁଣ ଗୁଣାଉ ଥାଆନ୍ତି ସେହି ହ୍ୟୁମାନ ସାଗର ଏବେ ନିଜ ସ୍ତ୍ରୀ ନିର୍ଯାତନା ମାମଲା ରେ ଛନ୍ଦି ହୋଇ ଯାଇଛନ୍ତି |

ହ୍ୟୁମାନ ରାତିରେ ଘରକୁ ଆସିଲେ ସ୍ତ୍ରୀ ଙ୍କୁ ମାଡ଼ ମାରୁ ଥିଲେ, ଖରାପ ବ୍ୟବହାର କରୁ ଥିଲେ ଏବଂ ପୂର୍ବ ଭଳି ତାଙ୍କୁ କୁଆଡେ ଆଉ ଭଲ ପାଉ ନଥିଲେ | ଏହା ସହିତ ସେ ତାଙ୍କ ସ୍ତ୍ରୀ ଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରୁ ଥିଲେ | ତେବେ ଏହି ସବୁ ଭିତରେ ହ୍ୟୁମାନ ଙ୍କ କୁନି ଝିଅର ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରେ କୁନି ଝିଅ ବାପା ହ୍ୟୁମାନ ଙ୍କ ପାଇଁ ଏକ ଗୀତ ଗାଉଛନ୍ତି | ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ହ୍ୟୁମାନ ସାଗର ଙ୍କ କୁନି ଝିଅ ଗୀତ ଗାଉଛି |


ହ୍ୟୁମାନ ସାଗର ଙ୍କର, ” ଏ ଧଡ଼କନ ର ଧୂନ ତୋ ଛାତିରେ” ଗୀତଟି ତ ଆପଣ ନିହାତି ଶୁଣି ଥିବେ ଯାହାକି ବେସ ଲୋକ ପ୍ରିୟତା ହାସଲ କରିଥିଲା | ତେବେ ଏହି ଗୀତ ଟିକୁ ତାଙ୍କର କୁନି ଝିଅ ମଧ୍ୟ ବେସ ସୁନ୍ଦର ଭାବରେ ଗାଇଛନ୍ତି ତାଙ୍କ କୁନି କୁନି ଓଠରେ ସେ ଯେଭଳି ଭାବେ ଗୀତ ଟିକୁ ଗାଇଛନ୍ତି ତାହାକୁ ଶୁଣି ଆପଣ ବେସ ଖୁସି ଅନୁଭବ କରିବେ | ତେବେ କୁନି ଝିଅ ଙ୍କୁ ତାଙ୍କ ମା ଗୀତ ଟିକୁ ଶିଖାଉ ଦେଉଛନ୍ତି ଆଉ ଏହାପରେ ମା ଙ୍କ ପାଖରୁ ଶୁଣି ଝିଅ ମଧ୍ୟ ଗାଇବା ପାଇଁ ଲାଗୁଛି |

କେବଳ ଗୀତ ନୁହେଁ ବରଂ ସେ ତାଙ୍କ କୁନି କୁନି ପାଦରେ ବେସ ସୁନ୍ଦର ଭାବେ ନାଚୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି | ଏଭଳି ଏକ ଭିଡ଼ିଓ ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରିଛନ୍ତି ଏବଂ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି | ତେବେ କହି ରଖିବାକୁ ଚାହିଁବୁ କି ଏହା ଏବେକାର ଭିଡ଼ିଓ ନୁହେଁ ଏହା କିଛି ଦିନ ତଳର ଭିଡ଼ିଓ ଅଟେ କିନ୍ତୁ ହ୍ୟୁମାନ ଙ୍କ ସ୍ୱାମୀ ସ୍ତ୍ରୀ ବିବାଦ ପରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି | ତେବେ ଘଟଣା ର ମୋଡ଼ କେଉଁ ଆଡେ ନେବ ତାହା ପରବର୍ତ୍ତୀ ସମୟ ରେ ହିଁ ଜଣା ପଡ଼ିବ |