ଦେଖନ୍ତୁ Shocking ଭିଡ଼ିଓ : ଜଙ୍ଗଲ ଭିତରେ ଯୁବତୀ ସହ ଯୁବକ ଜଣଙ୍କ କଲେ ଖରାଫ କାମ.. ଭାଇରାଲ ହେଲା ଭିଡିଓ….ଏମାନଙ୍କୁ ଫାଶୀ ଦଣ୍ଡ ବି କମ ପଡ଼ିବ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଅନ୍ୟାୟ କାର୍ଯ୍ୟ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି।

ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲି ଏମିତିକି ନିଜର ପରିବାର ଓ ପିଲା ଛୁଆଙ୍କୁ ଛାଡି ଯିବାକୁ ମଧ୍ୟ ପଛାଉ ନାହାଁନ୍ତି। ଯାହାକି ସମାଜ ପାଇଁ ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ପ୍ରତିଦିନ ଦେଖିବାକୁ ମିଳିଥାଏ।

ପ୍ରେମ ଏମିତି ଏକ ଶବ୍ଦ ଯାହାକୁ କେବେବି ବର୍ଣ୍ଣନା କରିହେବ ନାହିଁ। ପ୍ରେମ କାହାକୁ କେତେବେଳେ ହୋଇଯିବ ତାହା କେହି କହି ପାରିବେ ନାହିଁ। ଆଜିକାଲିର ଯୁବକ ଯୁବତୀ ସମସ୍ତେ ପ୍ରେମ କରୁଛନ୍ତି, ତେବେ ବର୍ତ୍ତମାନ ପ୍ରକୃତ ଭଲ ପାଇବା ଦେଖା ଯାଉନାହିଁ, ଛଳନା, ପ୍ରତାରଣା ଏବଂ ସ୍ୱାର୍ଥ ରଖି ଭଲ ପାଉଛନ୍ତି। ଆଜିକାଲି ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ଯେତେ ଜଲ୍ଦି ହେଉଛି, ସେତେ ଜଲ୍ଦି ବ୍ରେକପ ହେଉଛି।

ଏସବୁ ବ୍ୟତୀତ ସମାଜରେ ବିଭନ୍ନ ପ୍ରକାର ଅନୈତିକ ସମ୍ପର୍କ ଦେଖା ଦେଉଛି।ପ୍ରେମିକା ଥାଇ ମଧ୍ୟ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖୁଛନ୍ତି । ବିଶ୍ଵାସ ଭାଙ୍ଗିବା ଯେଉଁଥି ଲାଗି ବ୍ୟକ୍ତିଗତ ଜୀବନରେ ବିବାଦ ଦେଖା ଦେଇଥାଏ।


ତେବେ ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାର ପ୍ରେମ ସମ୍ପର୍କୀୟ ଘଟଣା ଘଟୁଥିବାର ଦେଖିବା ପାଇଁ ପାଉଥିବେ ବା ଶୁଣିବାକୁ ପାଉଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଆପଣ ଜାଣିଲେ ଆପଣ ମାନଙ୍କ ହୋସ ଉଡ଼ିଯିବ ଏବଂ ଆପଣ ମାନେ ନିଶ୍ଚତ ଭାବରେ ନିନ୍ଦା ମଧ୍ୟ କରିବେ। ତେବେ ଦିନ ଥିଲା ପ୍ରେମିକାର ପ୍ରେମରେ ଅନ୍ଧ ଥିଲା ପ୍ରେମିକ। ଆଉ ଆଜି ସେହି ପ୍ରେମିକାକୁ ଜଙ୍ଗଲକୁ ଡାକି ନେଇ ପିଆଉଛି ସିଗାରେଟ । ହଁ ଆଜ୍ଞା ଏପରି ଘଟଣା ଶୁଣି ଆପଣମାନଙ୍କୁ ଆଶର୍ଯ୍ୟ ଲାଗୁଥିବ ସତ କିନ୍ତୁ ଘଟଣା ଟି ନିରାଟ ସତ୍ୟ ।

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟି କେଉଁ ସ୍ଥାନର ଜଣା ପଡି ନଥିଲେ ମଧ୍ୟ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରେମିକ ଜଣକ ତାର ପ୍ରେମିକାକୁ ଏକ ଜଙ୍ଗଲକୁ ନେଇଯାଇଛନ୍ତି ଏବଂ ସାଙ୍ଗରେ ନିଜର ଏକ ବନ୍ଧୁଙ୍କୁ ନେଇଯାଇଛି ସେମାନଙ୍କର ଭିଡିଓ କରିବା ପାଇଁ । ଆଉ ଏହାପରେ ଦୁହେଁ ମିଶି ଯୁବତୀଙ୍କୁ ବହୁତ ର୍ଟଚର କରିବା ସହିତ ଜୋର ଜବରଦସ୍ତି ସିଗାରେଟ ଟଣାଉଛନ୍ତି । ଏପରିକି ଅନେକ ଖରାପ ଭାଷାର ପ୍ରୟୋଗ କରି ଗାଳି ଗୁଲଜ କରୁଥିଲେ ଏବଂ ସେମାନଙ୍କର କଥା ଅନୁସାରେ ଯୁବତୀଙ୍କୁ ସବୁ କରିବା ପାଇଁ
କହି ତାର ଭିଡ଼ିଓ ସୁଟ କରି ପରେ ତାହାକୁ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ ,ଯାହା ଏବେ ନିଆଁ ପରି ଭାଇରାଲ ହେବାର ଲାଗିଛି ।