ଓଃ କି ସିନ ! ଯାତ୍ରା ଷ୍ଟେଜ ଉପରେ piyush କଲେ ଏମିତି ଜବରଦସ୍ତ ସିନ ଜୀବନରେ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳୁଥିବା କେତେକ ମନୋଛୁଆଁ ଅଭିନୟ ର ଝଲକ ଦେଖିବାକୁ ମିଳିଥାଏ ଆଉ ଯାହା କୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଖୁସି ହୋଇଯିବେ ଆଉ ଯାତ୍ରା ମଞ୍ଚରେ ଭାଇରାଲ ହେଉଥିବା ସେହି ଭଳି ଅଭିନୟ କୁ ଦେଖିବା ପାଇଁ ଆପଣ ଙ୍କର ଇଚ୍ଛା ବଢିଯିବ ବୋଲି କୁହାଯାଉଛି ।ତାହେଲେ ଭାଇରାଲ ହେଉଥିବା ସେହିଭଳି ଗୋଟିଏ ମନୋଛୁଆଁ ଯାତ୍ରା ଭିଡ଼ିଓ ଉପରେ ନଜର ପକାଇବା ।

ଆଜି କାଲି ଯାତ୍ରା ଜଗତ ଆଗକୁ ଯିବାକୁ ଲାଗିଲାବି, ତାହା ସହିତ ଆପଣ ମାନେ ଜାଣିଥିବେ କି ଆଜି କାଲି ପିଲାମାନେ ଯାତ୍ରା ଜଗତକୁ ଅଧିକ ପ୍ରମାଣରେ ଭଲ ପାଇଛନ୍ତି ଓ ତାହା ସହିତ ଯାତ୍ରା ଅଭିନୟ ଦେଖିବା ପାଇଁ ମଧ୍ୟ ଅଧିକ ପସନ୍ଦ କରୁଛନ୍ତି ।

ତେବେ ଯାତ୍ରା ଜଗତରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କର ଅଭିନୟ ର କମାଲ ଏଭଳି ଦେଖାଉଛନ୍ତି କି ସମସ୍ତେ ତାଙ୍କ ଆଡକୁ ଆକୃଷ୍ଟ ହୋଇ ଆସୁଛନ୍ତି । ଆଉ କୁହାଯାଏ କି ଅଭିନୟ ରେ ରହିଥାଏ କିଛି ଏମିତି ଯାଦୁ ଯାହା ସମସ୍ତ ଙ୍କର ମନକୁ କିଣି ନେଇଥାଏ ଆଉ ସେହି ଅଭୁନୟ ମାଧ୍ୟମରେ ଦର୍ଶକ ମାନଙ୍କୁ କେତେବେଳେ ଯାତ୍ରା କଳାକାର ମାନେ ହସାଇଥାନ୍ତି ତ ଆଉ କେତେବେଳେ କନ୍ଦାଇ ଥାନ୍ତି ବୋଲି କୁହାଯାଉଛି ।


ଆଉ ବର୍ତ୍ତମାନ ଯେଉଁ ଯାତ୍ରା ଜଗତର ମନୋଛୁଆଁ ସିନ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ତୁଳସୀ ଗଣନାଟ୍ୟ ର ମନୋଛୁଆଁ ଯାତ୍ରା ଅଧା ରାତିର ସାଥି ଆଉ ଏହି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଯାତ୍ରା କଳାକାର ପିୟୁଷ ଙ୍କ ଦମଦାର ଅଭିନୟ ର କମାଲ ।

ଆଉ ଯେଉଁଠି ମା ହୋଇଯାଇଛି ପୁଅ ପାଇଁକି ଭାରୀ ଆଉ ଯେଉଁଥିପାଇଁ ତାଙ୍କୁ ବୃଦ୍ଧା ଶ୍ରମ ରେ ଛାଡି ଦେବାକୁ ନିଷ୍ପତି ନେଇଛନ୍ତି ଆୟୁଷ । ଆଉ ଯେତେବେଳେ ସେ ବୃଦ୍ଧା ଶ୍ରମ କୁ ନେଇ ଯାଇଛନ୍ତି ସେଠାରେ କିଛି ଏମିତି ଘଟଣା ଘଟିଛି ଯାହା ଦର୍ଶକ ମାନଙ୍କର ମନକୁ କିଣି ନେଇଛି ।

ଏଠାରେ ବୃଦ୍ଧା ଶ୍ରମ ରେ ଥିବା ଲୋକ ଜଣଙ୍କ କହିଛନ୍ତି କେଉଁ ଭଳି ଭାବରେ ଛୋଟ ଥିବା ବେଳେ ପୁଅ ଟିକୁ ବାପା ଜଣଙ୍କ ଅଳିଆ ଗଦା ରୁ ଉଠାଇ ଆଣିଥିଲେ ଆଉ ସେଠାରେ ତାଙ୍କୁ ନେଇ ଖାଇ ନ ଖାଇ ବହୁତ କଷ୍ଟ କରିକି ବଡ଼ କରିଛନ୍ତି । ଆଉ ଯେତେବେଳେ ଆଜି ପିଲା ଟି ବଡ଼ ହୋଇ ଯାଉଛି ସେ ସବୁକୁ ଭୁଲି ଯାଇଛି, ଆଉ ତାହା ପରେ ପିୟୁଷ ନିଜର ଭୁଲ କୁ ବୁଝି ପାରିଛନ୍ତି । ଆଉ ଏହିଭଳି ଯାତ୍ରା ସିନ କୁ ଦେଖି ଦର୍ଶକ ମାନଙ୍କର ଆଖିରେ ପାଣି ଆସି ଯାଇଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।