sadhu bani anuchinta—ଯଦି କନ୍ୟାର କାନରେ ଭିତରେ କେଶ ରହେ ଉଠେ ତେବେ କଣ ସୂଚନା ମିଳିଥାଏ ? ଜାଣନ୍ତୁ ଆଜିର କିଛି ଖାସ୍ ଅନୁଚିନ୍ତା
ଆଡି ଆମେ ଆପଣ ମାନଙ୍କୁ କିଛି ଏମିତି କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ନିଜ ଜୀବନରେ ନିଶ୍ଚିତ ରୂପରେ କରିବା ଆବସ୍ୟକ ଏବଂ ସେପରି ବ୍ୟକ୍ତି ବା କାମ ଟାରୁ ଦୂରରେ ରହିବା ଆବଶ୍ୟକ ।
1–ଯେଉଁ ଲୋକମାନେ ଅନ୍ୟକୁ କଟୁ କଥା କହନ୍ତି , ଟିକେ ଟିକେ କଥାରେ ଝଗଡା କରନ୍ତି ସେମାନଙ୍କ ଟଠାରୁ ଦୂରେଇ ରହିଲେ ଶାନ୍ତି ଏବଂ ପ୍ରଗତି ଆସିଥାଏ ।
2–ଯେଉଁ ଲୋକମାନେ ଆପଣଙ୍କୁ ଅସୁବିଧା ସମୟରେ ରୋଗାଗ୍ରସ୍ତ ସମୟରେ , ଶତୃ ଆକ୍ରମଣ ସମୟରେ ଏବଂ ସ୍ମଶାନରେ ସାଥିରେ ଛିଡା ହୋଇଥାନ୍ତି ସେମାନେ ହେଉଛନ୍ତି ପ୍ରକୃତ ମିତ୍ର ।
3–ସାଧାରଣ ଲୋକମାନେ ହ୍ୱାର୍ଟସଅପକୁ ଗୁଡ ମର୍ଣ୍ଣିଙ୍ଗ , ଗୁଡ ଇଭିନିଙ୍ଗ ଏପିରି କିଚି ମେସେଜ ପାଇଁ ବ୍ୟବହାର କରନ୍ତି ମାତ୍ର ବୁଦ୍ଧିମାନ ଲୋକମାନେ ଜରୁରୀ ସୂଚନା ଏବଂ ବ୍ୟବସାୟ ପାଇଁ ବ୍ୟବହାର କରନ୍ତି ।
4–ଯଦି କୌଣସି ଲୋକ ବିନା କାରଣରେ ଆପଣଙ୍କର ପ୍ରଶଂସା କରୁଛନ୍ତି ତେବେ ସେହିପରି ଲୋକଙ୍କ ଠାରୁ ଆପଣ ମାନେ ଦୂରେଇ ରହିବା ଉଚିତ ।
5–କୌଣସି ଲୋକ ଯଦି ନିଜ କାର୍ଯ୍ୟପ୍ରତି ଉତ୍ସାହିତ ରହିଥାଏ ତେବେ ସଫଳତା ନିଶ୍ଚିତ ରୂପରେ ମିଳିଥାଏ କାରଣ ଉତ୍ସାହିତ ଲୋକମାନେ ବଳବାନ ହୋଇଥାନ୍ତି ।
6–କାହା ସହିତ ଅତ୍ୟଧିକ ଭଲ ସଂପର୍କ ବା ଅତ୍ୟଧିକ ଖରାପ ସଂପର୍କ ରଖିବା ଉଚିତ ନୁହେଁ କାରଣ ଏହା ସବୁଠାରୁ ଉତ୍ତମ ମାର୍ଗ ହୋଇଥାଏ ।
7–ଯେଉଁ ଲୋକ କୌଣସି କଥାକୁ ବୁଲେଇ ବଙ୍କେଇ କହୁଛି ଆପଣଙ୍କୁ ଦ୍ୱନ୍ଦରେ ପକେଇବା ପାିଁ ଚେଷ୍ଟା କରୁଚି ତେବେ ସେହିପରି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ ।
8–ଯେଉଁ ଲୋକମାନହ୍କର ମୁଣ୍ଡର ଗଠନ ହାତୀ ମୁଣ୍ଡପରି ହୋଇଥାଏ ସେମାନେ ଐଶ୍ୱର୍ଯ୍ୟ ପ୍ରାପ୍ତି କରିଥାନ୍ତି । ଯେଉଁ ଲୋକର ମୁଣ୍ଡର ଗଠନ ନଟୁ ପରି ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
9–ଯେଉଁ ଲୋକମାନଙ୍କର ମୁଣ୍ଡର ବାଳ ପୂରାପୂରି ଚନ୍ଦା ହୋଇଥାଏ ସେମାନଙ୍କର ଘରେ ଅର୍ଥର ସମସ୍ୟା ଲାଗି ରହିଥାଏ ।
10–ଯାହାର ମୁଣ୍ଡର ଗଠନ କଳସ ପରି ହୋଇଥାଏ ସେମାନେ ଚୋର , ଲମ୍ପଟ ଏବଂ ବିଶ୍ୱାସ ଘାତି ହୋଇଥାନ୍ତି ।
11–ଯେଉଁ ଲୋକର ମୁଣ୍ଡର ଗଠନ ଖୋଲା ଛତା ପରି ହୋଇଥାଏ ସେମାନେ ଉଚ୍ଚ ପଦବୀରେ ପ୍ରତିଷ୍ଟିତ ହୋଇଥାନ୍ତି ।
12–ଯେଉଁ ଲୋକର ତାଲୁରେ ଚୁଟି ନଥାଏ କିମ୍ବା କମ ଚୁଟି ଥାଏ ସେମାନେ ଧନୀ ବା ବିଦ୍ୱାନ ହୋଇଥାନ୍ତି ।
13–ସୁନ୍ଦର , ସୁଢଳ ଓ ବଡମୁଣ୍ଡ ଥିବା ଲୋକ ବିଦ୍ୱାନ ବା ଧନୀ ଏବଂ ମନ୍ଦବୁଦ୍ଧି ସମ୍ପର୍ଣ୍ଣ ହୋଇଥାନ୍ତି ।
14–ଯେଉଁ ଲୋକର ମୁଣ୍ଡର ଗଠନ ଛୋଟ ସେମାନେ ଅଧାପାଠୁଆ ,କାର୍ଯ୍ୟରେ ନିପୁଣ ଏବଂ ଚାଲାକ ହୋଇଥାନ୍ତି ।
15–ଯେଉଁ ଲୋକର ମୁଣ୍ଡ ମାଛ ଆକୃତିର ହୋଇଥାଏ ସେମାନେ ଅକର୍ମରେ ଲାଗିଥାନ୍ତି ଏବଂ ଜୀବନ ବ୍ୟତିତ କରିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।