ଓଃ କି ଡ୍ୟାନ୍ସ ! ସୁପର ଡ୍ୟାନ୍ସର Maahi ର ଡ୍ୟାନ୍ସ ଦେଖି ସମସ୍ତଙ୍କୁ ଲାଗିଲା Shock… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ। କିନ୍ତୁ ଏବେ ଏକ ଏମିତି ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣ ବି ଅବାକ୍ ହୋଇଯିବେ। କାରଣ ଏହି ଭିଡିଓ ରେ ସେହିଭଳି କିଛି ଆଶ୍ଚର୍ୟ୍ଯ କରିବା ଭଳି ଡାନ୍ସ ର ତଡକା ଆପଣ ଏକ କୁନି ଝିଅ ପାଖରୁ ଦେଖିବାକୁ ପାଇବେ। ଆଉ ଏହି ଭିଡିଓ ଦେଖି ଆପଣ ଏହା ନିଶ୍ଚିତ କହିବେ ଯେ ଛୋଟା ପ୍ୟାକେଟ ବଡା ଧମାକା। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଟି ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ କୁନି ଝିଅର ଏକ ଜବରଦସ୍ତ ଡାନ୍ସ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି।

ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।ଏତେ କୁନି ଝିଅ ଏପରି ଡାନ୍ସ କରିପାରେ ତାହା ସମସ୍ତଙ୍କୁ ଚକିତ କରିଛି।ଆପଣଙ୍କୁ କହି ରଖୁଛୁ ଯେ ଏହି ଡାନ୍ସ ଟି ହେଉଛି ସୁପର ଡ଼ାନ୍ସର ଶୋ ର ଏକ ଡାନ୍ସର ଭିଡିଓ।

ଏହି ଭିଡିଓ ରେ ଯେଉଁ ପିଲାଟି ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲାଟିର ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ।

ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।

ସେମାନଙ୍କ ଡାନ୍ସ ଦେଖିବାରେ ଏକ ଭିନ୍ନ ଧରଣର ଆନନ୍ଦ ବି ରହିଥାଏ। ତେବେ ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ଡାନ୍ସ ଯେମିତି ବି ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେହିପରି ଏଠାରେ ଏହି ପିଲାଟି ଯାହାର ନାମ ହେଉଛି ମାହି,ସେ ଯେଉଁଭଳି ଅନ୍ଦାଜରେ ନାଚୁଚି ଯେଉଁଭଳି ଷ୍ଟେପ ପକାଉଛି, ହାତରେ ଏବଂ ଗୋଡ଼ରେ ଯେମିତି ସେ ତାଳ ପକାଉଛି ତାହା ଟିକେ ହଟକେ ଲାଗୁଛି।


ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ଏହି ପିଲାଟି ପାଖରେ ଦେଖିବାକୁ ମିଳୁଛି। ତେବେ ଏହି କୁନି ଝିଅ ମାହି ସାହିଦ୍ କପୁର ଏବଂ ସୋନାକ୍ଷୀ ସିହ୍ନା ଙ୍କ ଏକ ଗୀତ ସାରୀ କେ ଫଲ୍ ସା ରେ ଡାନ୍ସ କରୁଛନ୍ତି। ତାଙ୍କ ସହିତ ତାଙ୍କର ଡାନ୍ସ ମାଷ୍ଟର ମଧ୍ୟ ନୃତ୍ୟ କରୁଛନ୍ତି। ତେବେ ଏହାକୁ ଦେଖି ବିଚାରକ ମାନେ ପିଲାଟିର ଏଭଳି ଡାନ୍ସ ରେ ଫିଦା ହୋଇ ଯାଇଛନ୍ତି ଏବଂ ତାଙ୍କର ଏଭଳି ଡାନ୍ସକୁ ପ୍ରଶଂସା ମଧ୍ଯ କରୁଛନ୍ତି। ଆପଣ ବି ଥରେ ପିଲାଟିର ଏହି ଜବରଦସ୍ତ ଡାନ୍ସ ର ଜଲୱା କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।