ଏହି ଘରୋଇ ଉପାୟ କୁ ସେବନ କରନ୍ତୁ , ଥଣ୍ଡା,ଖାସ ,ଜର,ମୁଣ୍ଡବଥା ରୁ ମାତ୍ର 10 ମିନଟ୍ ରେ ସବୁଦିନ ପାଇଁ ମୁକ୍ତି ପାଆନ୍ତୁ

ଆମ ମାନଙ୍କୁ ଅଧିକାଂଶ ସମୟରେ ଥଣ୍ଡା , ଜ୍ୱର , କାଶ ଏବଂ ମୁଣ୍ଡ ବ୍ୟଥାର ସାମ୍ନା କରିବାକୁ ପଡିଥାଏ । କେତେବେଳେ ଏହି ସମସ୍ୟା ଠିକ ହୋଇଯାଏ ତ ପୁଣି କେତେବେଳେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଆମର ପିଛା ଛାଡେ ନାହିଁ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ଯେଉଁଥିରୁ ଆପଣ ମାନେ ଥଣ୍ଡା , ଜ୍ୱର , କାଶ ଇତ୍ୟାଦିରୁ ମୁକ୍ତି ପାଇ ପାରିବେ ।

1–ତୁଳସୀ  ତୁଳସୀର ବ୍ୟବହାର ଆୟୁର୍ବେଦରେ କେତେକ ବେମାରୀକୁ ଠିକ କରିବାରେ କରାଯାଇଥାଏ । ହାର୍ଟ ଏବଂ ପେଟ ସମ୍ବଦ୍ଧୀତ ବେମାରୀ ସହିତ ଏହା ଥଣ୍ଡା , କାଶ ପାଇଁ ମଧ୍ୟ କେତେକ ମାତ୍ରାରେ ବହୁତ କାମ କରିଥାଏ । କିଛି ପାଣି ନିଅନ୍ତୁ ଏବଂ ସେଥିରେ କିଛି ତୁଳସୀ ପତ୍ର ପକାଇ ତାହାକୁ 2 ରି 3 ମିନିଟ ଫୁଟାଇ ନିଅନ୍ତୁ ଏବଂ ତାହାକୁ ଥଣ୍ଡା କରି ଦିନରେ 2 ରୁ 3 ଥର ସେବନ କରନ୍ତୁ । ଏଥିରେ ଆପଣ ମାନଙ୍କୁ ଥଣ୍ଡା , କାଶ ଇତ୍ୟାଦିରୁ ମୁକ୍ତି ମିଳିଥାଏ ।

2–ମେଥି ଦାନା

ତୁଳସୀ ପରି ମେଥି ଦାନା ମଧ୍ୟ ଥଣ୍ଡା , କାଶ ଏବଂ ଗଳାରେ ଥିବା ସମସ୍ୟାକୁ ଭଲ କରିଥାଏ । ଏହାର ବ୍ୟବହାର ଦ୍ୱାରା ଶରୀରରେ ଗରମ ଆସିଥାଏ ଏବଂ ଥଣ୍ଡା ଉପରେ ଶୀଘ୍ର ପ୍ରଭାବ ପକାଇଥାଏ । ଗୋଟିଏ ଗ୍ଲାସ ପାଣିରେ ମେଥି ଦାନାକୁ 5 ରୁ 10 ମିନିଟ ଫୁଟାନ୍ତୁ । ତାପରେ ଥଣ୍ଡା କରି ଏହାକୁ ପୁରା ଦିନରେ 2 ରୁ 3 ଥର ପିଅନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କୁ ଥଣ୍ଡାରୁ ଶୀଘ୍ର ହିଁ ମୁକ୍ତି ମିଳିବ ।

3–ଗୋଲ ମରିଚ

ଗୋଲ ମରିଚ ଭିତରେ ଆଣ୍ଟି ପ୍ରପୋଟି ରହିଥାଏ ଯାହା ଥଣ୍ଡା , କାଶ ଆଦିକୁ ଶୀଘ୍ର ହିଁ ଭଲ କରିଥାଏ । ଗୋଟିଏ ଚାମୁଚ ମହୁରେ ଅଳ୍ପ ଗୋଲ ମରିଚ ଗୁଣ୍ଡ ମିସାଇ ଦିନରେ ଦୁଇରୁ ତିନି ଥର ଖାଆନ୍ତି ଦେଖିବେ ଆପଣ ମାନେ ଥଣ୍ଡାରୁ ଶୀଘ୍ର ହିଁ ମୁକ୍ତି ପାଇବେ ।

4–ଅଦା

ଗଳାରେ ପେନ ଏବଂ କାଳ ହେବା ଦ୍ୱାରା ଅଦା ସବୁଟାରୁ ଅଧିକ ପ୍ରଭାବ ଶାଳୀ ହୋଇଥାଏ । ଅଦାକୁ ଚୋଟ ଚୋଟ କାଟି ତାହାକୁ ଗୋଟିଏ ଗ୍ଲାସ ପାଣିରେ ଫୁଟାଇ ଥଣ୍ଡା ହେବା ପରେ ଦିନରେ ଦୁଇରୁ ତିନି ଥର ତାହାର ସେବନ କରନ୍ତୁ । ଏମିତି କରିବା ଦ୍ୱାରା ଏହା ଆମ ମାନଙ୍କୁ ଇନଫେକସନ ଏବଂ ଭାଇରସ ଠାରୁ ଦୂରରେ ରଖିଥାଏ ।

5–ହଳଦୀ

ଆୟୁବେର୍ଦରେ ହଳଦୀକୁ ଶରୀର ଶୁଦ୍ଧି କରଣ ପାଇଁ ପ୍ରାଚୀନ କାଳରୁ ବ୍ୟବହାର କରାଯାଉଛି । ଯେଉଁବି ପ୍ରକାରର ଜ୍ୱାର ଏବଂ ଦେହର ପେନକୁ ହଳଦୀ ଶୀଘ୍ର ହିଁ ଠିକ କରିଥାଏ । ଏଧିକ କାଶ ଏବଂ ଥଣ୍ଡା ହେବା ଦ୍ୱାରା ହଳଦୀ ପାଉଡରରେ ଉଷମ କ୍ଷୀରରେ ମିଳାଇ ପିଅନ୍ତୁ । ତାସହିତ ଯଦି ଆପଣ ମାନେ ଚା ପିଉଛନ୍ତି ଯଦି ସେଥିରେ ହଳଦୀ ମିସାଇ ପିଇବେ ତେବେ ଆପଣ ମାନଙ୍କୁ ତୁରନ୍ତ ପେନରୁ ମୁକ୍ତି ମିଳିଥାଏ ।

6–ଗୁଡ

 

ଯଦି ଆପଣ ମାନଙ୍କୁ ଥଣ୍ଡା , ଜ୍ୱର , କାଶ ଅଦିକ ବଢିଯାଇଛି ଆଉ କେତେ ମେଡିସିନ ଖାଇବା ପରେ ମଧ୍ୟ କମୁନି ତେବେ ଏମିତିରେ ଆପଣ ମାନଙ୍କୁ ଗୁଡର ସେବନ ଅତ୍ୟନ୍ତ ଲାଭ ପ୍ରଦାନ କରିଥାଏ । ଗୁଡ ଏବଂ ଅଦାର ସମାନ ଭାଗ ନେଇ କରି ତାହାକୁ ଛେଞ୍ଚି ଦିଅନ୍ତୁ । ଏହାପରେ ଏଥିରେ ଗୋଟିଏ ଚାମୁଚ ତୁଳସୀର ରସ ମିଶାଇ ତାହାକୁ ଉଷମ କରିଦିଅନ୍ତୁ । ତାପରେ ଏହାର ସେବନ କରନ୍ତୁ । କାଶ , ମୁଣ୍ଡର ପେନ ଏବଂ ଗଳା ବଥାରୁ ଏହା ଆପଣ ମାନଙ୍କୁ ତୁରନ୍ତ ଉପଶମ କରାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।