ପୁରୁଣା ରୁ ପୁରୁଣା ଯାଦୁ, କାଛୁ ଓ କୁଣ୍ଡିଆ କୁ ଘୋରାଇ ଉପାୟରେ ଭଲ କରନ୍ତୁ 100% ଗ୍ୟାରେଣ୍ଟି

ବର୍ତମାନ ସମସ୍ତେ ଶରୀର ର ଚିହ୍ନି ଭଳି କାଛୁ କୁଣ୍ଡିଆ ଓ ଯାଦୁ ଭଳି ଅନେକ ଚର୍ମ ରୋଗ କୁ ଭଲ କରିବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଭଲ ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଅନେକ ସମୟ ଏହାକୁ ଯେତେ ପ୍ରକାର ମେଡିକାଲ ମେଡ଼ିସିନ ଖାଇଲେ କିଛି ଲଗାଇଲେ ଭଲ ହୁଏ ନାହିଁ, l

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ସ୍କିନରେ ସମସ୍ତ ରୋଗ ଆଦି ସଫା ହୋଇ ଯାଆନ୍ତି l

କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଭଲ ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ି ଦେବେ ସେତେବେଳେ ପୁଣି ସେହି ରୋଗ ଗୁଡିକ ବିଭିନ୍ନ ପ୍ରକାରର ରୋଗ ହୋଇ ବାହାରି ଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ l

ଏଥିରେ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ l ଆଉ ଆମର କୌଣସି ଲାଭ ହୁଏ ନାହିଁ l ଆପଣ ବହୁତ ଟଙ୍କା ଖର୍ଚ୍ଚ କରି ଥାନ୍ତି l ଆମେ ଆପଣକୁ ଏମିତି ଏକା ଘର ତିଆରି ଫେସିଆଲ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l ଯାହାକୁ ମାତ୍ର 6 ରୁ 7 ଦିନ ବ୍ୟବହାର କରିବା ପରେ ଆପଣ ସମ୍ପୂର୍ଣ ଭାବେ ଏହି କାଛୁ କୁଣ୍ଡିଆ ଓ ଯାଦୁ ଭଳି ସ୍କିନ ଡିଜିଜ ଭଲ ହୋଇଯିବ l

ବିଶେଷ ରୂପେ ମହିଳା ମାନେ ଏହି ରୋଗ ରୁ ଭଲ ହେବ ପାଇଁ ଇଛା କରିଥାନ୍ତି l ତେଣୁ ଏହି ସାମଗ୍ରୀ କୁ ଅତି ସହଜରେ ବ୍ୟବହାର କରି ପାରିବେ  ଓ ଶୀଘ୍ର ଭଲ ହୋଇ ଯିବ l

ପ୍ରଥମେ ଗୋଟିଏ ପାତ୍ର ରେ 2 ଟା କର୍ପୁର ନିଅନ୍ତୁ ଓ ଏହାକୁ ଗୁଣ୍ଡ କରନ୍ତୁ l ପରେ ଏହି ଅଳ୍ପ ଘୋରାଇ ନଡ଼ିଆ ତେଲକୁ ମିଶାଇ ଦିଅନ୍ତୁ l ଏହି ସବୁ କରି ସରିଲା ପରେ ଏହି ସାମଗ୍ରୀ ରେ ଏଲବେରl ଜେଲ କୁ ନେଇ ମିଶାନ୍ତୁ l ଏହି ମିଶ୍ରଣ କୁ ଭଲ ଭାବରେ ମିଶାନ୍ତୁ l ମିଶି ସରିଲା ପରେ ଏହି ମିଶ୍ରଣ କୁ ରାତିରେ ଏହି ଚିହ୍ନି, ଦାଗ ବା କାଛୁ କୁଣ୍ଡିଆ ଓ ଯାଦୁ ଉପରେ ଭଲ ଭାବରେ କିଛି ତୁଳା ରେ ଘଷି ଘଷି ଦିଅନ୍ତୁ l ଏମିତି 4 ରୁ 6 ଦିନ କଲେ ସମ୍ପୂର୍ଣ ଭଲ ହୋଇ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।