ଏହି ଶନିବାର ! ଏହି ୫ଟି ରାଶି ରେ ଶନି ଦେବ ଙ୍କର ଚଳନ ଆସନ୍ତା 21 ବର୍ଷ ପର୍ଯ୍ୟନ୍ତ ରାଜଯୋଗ…ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆଜି ହିଁ ଘରେ କରନ୍ତୁ ଏହି ଉପାୟ….
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାଟିଏ ଯେତେବେଳେ ଜନ୍ମ ନିଏ ସେହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ l ଜ୍ୟୋତିଷ ଶାସ୍ତ୍ରରେ ରାଶି ସଂଖ୍ୟା ବାର ଅଟେ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l
ବନ୍ଧୁ ଗଣ ଏହିପରି ଏକ ଶୁଭ ଗ୍ରହର ଗତି ହୋଇଛି l ତାହା ହେଉଛି ଶନି ଗ୍ରହର ଗତି l ଏହି ଗ୍ରହ ଶନି କୁ କର୍ମ ଫଳ ଦାତା ବୋଲି କହନ୍ତି l
କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l ଏହି ଗ୍ରହର ସିଧା ଗତି ଏହି ମାସ ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି 21 ବର୍ଷ ପର୍ଯ୍ୟନ୍ତ ରହିବ l ଏହି ଗ୍ରହ ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ l
ତେବେ ଚାଲନ୍ତୁ ଜାଣିବା କଉଁ ରାଶି ଉପରେ କେମିତି ପ୍ରଭାବ ପଡିବ l
1-ମେଷ ରାଶି :-ସବୁଠୁ ପ୍ରଥମେ ଜାଣିବା ଏହି ରାଶି ବିଷୟରେ ଏହି ରାଶିରେ ସବୁଠୁ ଭଲ ପ୍ରଭାବ ରହିଛି l ଏହି ରାଶିର ବ୍ୟକ୍ତି ଧନ ଯୋଗ ରହିଛି l ଏହି ରାଶି ର ବ୍ୟକ୍ତିଙ୍କର ବନ୍ଧୁ ମିଳନ ଯୋଗ ରହିଛି l ଏହି ରାଶିର ବ୍ୟକ୍ତି ଙ୍କର ଚାକିରୀ ଯୋଗ ରହିଛି, ଏହି ରାଶିର ବ୍ୟକ୍ତି ଯଦି ଚାକିରୀ ଖୋଜୁଥିଲେ ତେବେ ସେମାନଙ୍କୁ ଅତି ସହଜରେ ଚାକିରୀ ମନ ମୁତାବକ ମିଳିଯିବ l ଦାମ୍ପତ୍ୟ ପ୍ରେମ ବଢିବ l ଘରେ ଆପଣଙ୍କର ସୁଖ ଶାନ୍ତି ବୃଦ୍ଧି ହେବ l
2-ସିଂହ :-ଏହି ରାଶିର ଧନ ବ୍ୟୟ ର ଯୋଗ ରହିଛି l ଆଉ ସବୁ କ୍ଷେତ୍ରରେ ଉନ୍ନତି ଘଟିବ l ଦାମ୍ପତ୍ୟ ସମ୍ପର୍କ ଭଲ ରହିବ l ପ୍ରେମ ସମ୍ପର୍କ ବଢ଼ି ପାରେ l
3-କନ୍ୟା ରାଶି :-ଏହି ରାଶି ମାନଙ୍କର ବ୍ୟକ୍ତି ଙ୍କର ଦେହ ଖରାପ ରହିପାରେ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l
4-କର୍କଟ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ l ଚାକିରୀ ଯୋଗ ରହିଛି l ସମାଜରେ ଆପଣକୁ ମାନ ସମ୍ମାନ ମିଳିବାର ସମ୍ଭାବନା ରହିଛି l
5-ତୁଳା ରାଶି :-ଏହି ରାଶିରେ ଅତ୍ୟନ୍ତ ଶୁଭ ସମୟ ଆସିଛି l ଏହି ରାଶିରେ ଧନ ଯୋଗ ସହିତ ସୁଖ ବୃଦ୍ଧି ହେବ l ଘରେ ଶୁଭ ଘଟଣା ଘଟିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।