( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୭ ଦିନରେ ଶେଷ ହେବ |
ଆପଣଙ୍କ ସୁଗାର ୩୮୦ ହେଉ ବା ୪୮୦ ଯେତେବି ପୁରୁଣା ହୋଇଥାଉ ଏହି କାଢ଼ା ଯଦି ସାତ ଦିନ ପିଅନ୍ତି ତେବେ ସୁଗାର ଆପଣଙ୍କର କଣ୍ଟ୍ରୋଲ ରେ ଆସିଯିବ। ଡାଇବେଟିସ୍ ବା ମଧୁମେହ ଏକ ଗମ୍ଭୀର ରୋଗ ହୋଇ ଯାଇଛି।
ଡାଇବେଟିସ୍ ଆପଣଙ୍କର ଶରୀର କୁ ଧୀରେ ଧୀରେ ଭିତରକୁ ଫମ୍ପା କରିଦିଏ। ଧୀର ମୃତ୍ୟୁ ମଧ୍ୟ ଏହାକୁ କୁହାଯାଏ। ଭାରତରେ ପ୍ରାୟତଃ ୭ କୋଟି ଲୋକ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି।
ଡାଇବେଟିସ୍ ହେବା ଦ୍ଵାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଜନ୍ମ ନେଇଥାଏ। ଯେମିତିକି ହାର୍ଟ ରୋଗ, ଆଖି ରୋଗ କେଶ ଝଡ଼ିବା, ସ୍କିନ୍ ଖରାପ ହେବା, କିଡନି ଠିକ୍ ରୂପେ କାମ ନ କରିବା। ଡାଇବେଟିସ୍ କାରଣରୁ ଲୋକ ମାନେ ଏମିତି ଜୀବନ ବଞ୍ଚିବାକୁ ଲାଗନ୍ତି ନା ଯେଉଁଥିରେ ସ୍ୱାଦ ଥାଏ ନା ସ୍ୱାସ୍ଥ୍ୟ ଠିକ୍ ଥାଏ।
ଏମିତି ନୁହେଁ କି, ଥରେ ଯଦି ଆପଣଙ୍କୁ ସୁଗାର ରୋଗ ହୋଇଯାଏ ତେବେ ପୁରା ଜୀବନ ଇନସୁଲିନ୍ ନେବାକୁ ପଡ଼ିବ ।ଅବା ଏହାକୁ ଆପଣ କଣ୍ଟ୍ରୋଲ କରିପାରିବେ ନାହିଁ। ଆପଣଙ୍କ ଲାଇଫ୍ ଷ୍ଟାଇଲ ଏବଂ ଖାଦ୍ୟ ର ପରିବର୍ତ୍ତନ କରିବା ଦ୍ୱାରା ଡାଇବେଟିସ୍ ର କୁପରିଣାମ ରୁ ବଞ୍ଚି ପାରିବେ।
ଯେବେ ଆପଣଙ୍କ ଶରୀରରେ ଗ୍ଲୁକୋଜ ମାତ୍ରା ବଢ଼ିଯାଏ ତେବେ ଡାକ୍ତରଙ୍କ ଭାଷାରେ ତାହାକୁ ଡାଇବେଟିସ୍ କୁହାଯାଏ। ମୋଟାପଣ, କମ୍ ପାଣି ପିଇବା, ଏକ୍ସାସାଇଜ୍ ନ କରିବା ,ଅନିଦ୍ରା ହେବା, ଯଦି ଚିନ୍ତାରେ ରହୁଛନ୍ତି ତେବେ ଆପଣଙ୍କୁ ଡାଇବେଟିସ୍ ହୋଇପାରେ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ କାଢ଼ା ନେଇ ଆସିଛି ଯାହା ଆପଣଙ୍କ ଡାଇବେଟିସ୍ କୁ କଣ୍ଟ୍ରୋଲ ରେ ରଖିବା ସହିତ ନର୍ମାଲ ରହିଥାଏ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଆପଣ ଏହି କାଢ଼ା ବନେଇବା ପାଇଁ ଏକ ପାତ୍ରରେ ଦୁଇ ଗ୍ଲାସ୍ ପାଣି ନିଅନ୍ତୁ। ସେଥିରେ ଏକ ଚାମଚ ମେଥି ମିଶାନ୍ତୁ। ଦ୍ୱିତୀୟରେ ଏଥିରେ ଆମେ କରି ପତ୍ର ମିଶାଇବା, ତୃତୀୟରେ ଏଥିରେ ଏକ ଇଞ୍ଚ୍ ର ଅଦା ନେଇ ଚେଛିକି ମିଶାଇବା,
ଚତୁର୍ଥ ରେ ଏଥିରେ ଅଳ୍ପ ମାତ୍ରାରେ ଡାଲଚିନି ଗୁଣ୍ଡ ମିଶାନ୍ତୁ।ତାପରେ ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ସେହି ପାଣି ଅଧା ଗ୍ଲାସ ନ ହେଇଛି। ୫ ରୁ ୬ ମିନିଟ୍ ଏହା ପ୍ରସ୍ତୁତ ହୋଇଯିବ। ତାପରେ ଗ୍ୟାସ୍ ବନ୍ଦ କରି ପାଣିକୁ ହାଲକା ଉଷୁମ କରିବାକୁ ଦିଅନ୍ତୁ। ତାପରେ ଏହାକୁ ଆପଣ ଏକ ଗ୍ଲାସ୍ କୁ ଛାଣି ନିଅନ୍ତୁ।
ଏହାର ସେବନ କିପରି କରିବେ –
ଏହି କାଢ଼ା କୁ ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତୁ। ତାପରେ ଆପଣ ଜଳଖିଆ କରନ୍ତୁ। ଏଥିରୃଏଥିରେ ଚିନି, ଗୁଡ଼ କିମ୍ବା ମହୁ ମିଶାନ୍ତୁ ନାହିଁ। ଏହି କାଢ଼ା ଡାଇବେଟିସ୍ ପାଇଁ ବହୁତ ଉପକାରୀ ଅଟେ। ଏହା ବ୍ୟତୀତ ଏହି କାଢ଼ା ଆପଣଙ୍କର ଇମ୍ୟୁନିଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।