ଦୁର୍ଗା ପୂଜାରେ କରନ୍ତୁ ନାହିଁ ଏହି ୧୦ଟି କାମ ନଚେତ ହୋଇପାରେ ଅଘଟଣ
ବର୍ତମାନ ନବରାତ୍ରି ଚାଲିଛି । ଏହି ନବରାତ୍ରି ହେଉଛି ମାତା ଦୁର୍ଗାଙ୍କର ପୂଜା, ଏହି ଦିନ ଗୁଡିକ ମାତାଙ୍କର ଅତି ପ୍ରିୟ ଅଟେ । ଏହି ଦିନରେ ଯେଉଁ ମାନେ ମାତାଙ୍କର ବ୍ରତ କରନ୍ତି ସେମାନଙ୍କ ଉପରେ ମାତା ସନ୍ତୋଷ ହୋଇଥାନ୍ତି । ଏହି ମାନଙ୍କର ସମସ୍ତ ମନସ୍କାମନା ପୁରଣ କରିବେ । ଏହି ଦିନରେ ମାତାଙ୍କର ତିନୋଟି ରୂପ ପୂଜା କରାଯାଏ । ଯଥା ମାତା ଦୁର୍ଗା,ସରସ୍ବତୀ, ମାତାଲକ୍ଷ୍ମୀ ଆଦିଙ୍କ ରୂପରେ ପୂଜା କରାଯାଇ ଥାଏ । ଜାଣିଥିବେ ଯେ ମାତା ପାର୍ବତୀ ଭଗବାନ ଶିବ ଙ୍କୁ ପାଇବା ପାଈଁ ଯେମିତି ନିଷ୍ଠାର ସହିତ ପୂଜା ତପସ୍ୟା କରିଥିଲେ ।
ଯଦି ଏହି ଭଳି ନିଷ୍ଠାର ସହିତ କେହି ମାତାଙ୍କର ଧ୍ୟାନ କରେ ତାହାଲେ ମାତା ତାଙ୍କ ଉପରେ ସନ୍ତୋଷ ହୋଇ ବର ପ୍ରଦାନ କରିଥାନ୍ତି ।
କିନ୍ତୁ ଏହି ନବରାତ୍ରି ନଦିନରେ ଯଦି କେହି ମାତାଙ୍କ ନିଶିଧ କର୍ମ କରେ ତାହାଲେ ସେହି ମାନେ ମାତାଙ୍କର କୋପ ଦୃଷ୍ଟି ରେ ପଡ଼ିଥାନ୍ତି । ମାତାଦୁର୍ଗା ସମସ୍ତଙ୍କୁ ନିଜର ସନ୍ତାନ ରୂପେ ପାଳନ କରନ୍ତି କିନ୍ତୁ ଯେଉଁ ମାନେ ଏହି ନିଷିଧ୍ୟ କାର୍ଯ୍ୟ କରେ ସେ ମାତାଙ୍କର ଅଭିଶାପ ପାଇଁ ନର୍କ ଗାମୀ ତଥା ନାନାଦି କଷ୍ଟ ପାଇ ଥାନ୍ତି । ତେଣୁ ଭୁଲରେ ବି ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ ।
1-କେବେବି ମାତାଙ୍କର ପୂଜା କରୁଥିବା ବେଳେ ଖରାପ ଚିନ୍ତା କରନ୍ତୁ ନାହିଁ ।
2-ଏହି ଦିନ ଗୁଡିକରେ କେବେବି କାହାରି ଉପରେ କ୍ରୋଧିତ ହୁଅ ନାହିଁ ।
3-ଏହି ଦିନରେ ସୁରା ପାନ କରନ୍ତୁ ନାହିଁ । କାରଣ ଏହାର ପାନ କଲେ ଆମ ଶରୀରରୁ ଭଗବାନ ଛାଡି ଯାଆନ୍ତି ।
4-ଏହି ଦିନରେ ଆମିଷ କେବେବି ଖାନ୍ତୁ ନାହିଁ । କାହିଁକି ନl ଆମିଷ ଆମ ମନ କୁ ଅସ୍ଥିର କରାଇଥାଏ ।
5-ଏହି ସମୟ ରେ ସବୁବେଳେ ଦୁଖୀ ମାନଙ୍କୁ ସାହାଯ୍ୟ କରିବା ଉଚିତ l ଏହି ଦିନ ଗୁଡିକରେ ଘରକୁ ଆସିଥିବl ଦୁଖିଙ୍କୁ ଖାଇବା କୁ ଦେବl ଆବଶ୍ୟକ ।
6-ଏହି ଦିନରେ ଝିଅ ମାନଙ୍କୁ ଶ୍ରଦ୍ଧା ସହିତ ଖାଇବାକୁ ଦେବା ଦରକାର ଯଦି ନଦିଅନ୍ତି ତେବେ ମାତା ରୁଷି ଥାନ୍ତି ।
7-ଏହି ଦିନରେ ମାତାଙ୍କୁ ପୂଜା କରୁଥିବା ବେଳେ କେବେବି ଏହି ଠାରୁ ଉଠିକି କେଉଁ ଆଡେ ବି ଯାଆନ୍ତୁ ନାହିଁ ।
8-ମାତାଙ୍କ ପୂଜାରେ ବସିଥିଲେ କାହାରି ସହିତ କଥା ହୁଅନ୍ତୁ ନାହିଁ ।
9-ଘରକୁ ଆସିଥିବl ଅତିଥି ଅଥବା ଝିଅଙ୍କୁ କେବେ ଖାଲି ହାତରେ ଯିବାକୁ ଦିୟନ୍ତୁ ନାହିଁ । କାରଣ ହୁଏତ ମାତା ସ୍ୱୟଂ ଝିଅ ରୂପରେ ଆସି ଥାଇ ପାରନ୍ତି ।
10-ଏହି ଦିନରେ ସମସ୍ତ ଦୁଖୀ ରଙ୍କୀ ମାନଙ୍କୁ ସାହାଯ୍ୟ କରନ୍ତୁ ଏହା ଦ୍ୱାରା ମାତା ସନ୍ତୋଷ ହେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।