ପୂଜା ଅଫର । ଦୁର୍ଗା ପୂଜା ପାଇଁ ଏତେ ଶସ୍ତା ହେଲା ସୁନା ଦର । ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ

ଜାଣିଥିବେ ଯେ ସୁନାର ଦାମ ବହୁତ ବଢ଼ି ଯାଇଛି l କୁହା ଯାଏ ଯେ କିଛି ମାସ ପରଠାରୁ ସୁନା ର ଦାମ ନିଆଁ ଭଳି ବଢ଼ି ଚାଲିଛି l ଲୋକ ମାନେ ସୁନା ଦାମ ଯୋଗୁଁ ସୁନାର କିଛି ଗହଣା କିଣି ପାରୁ ନାହାନ୍ତି l ସୁନାର ଦାମ ଯୋଗୁ ଆମ ଦେଶରେ ଲୋକ ସୁନl କିଣିବା ପାଇଁ ସବୁ ଲୋକ ସକ୍ଷମ ହୋଇ ପାରୁ ନାହାନ୍ତି l ସୁନାର ଦାମ ଯୋଗୁଁ ସାଧାରଣ ଲୋକ ମାନେ ନିଜର ଝିଅ କୁ ମଧ୍ୟ ବିଭାହ ଦେଇ ପାରୁନାହାନ୍ତି l

ନିଜର ଝିଅ ବାହା ଦେବା ସମୟରେ ସୁନାର ଗହଣା ଦେଇ ବିବାହ ଦେଇ ଥାନ୍ତି, କିନ୍ତୁ ବର୍ତମାନ ସୁନାର ଦର ଏତେ ଅଧିକ ହୋଇ ଥିବାରୁ ସୁନାର ଗହଣା କିଣିବା ପାଈଁ ସକ୍ଷମ ହେଉ ନାହାନ୍ତି l

ସୁନାର ତଥା ସୁନା ଗହଣା ପ୍ରେମୀ ମାନେ ସୁନା କିଣି ପାରୁ ନଥିଲେ l ସେମାନଙ୍କ ପାଈଁ ବର୍ତମାନ ଖୁସି ଖବର ଯେ ସୁନାର ଦର ଧୀରେ ଧୀରେ କମିବାରେ ଲାଗିଛି l ଯେଉଁଥି ପାଇ ସେମାନେ ସୁନା କିଣିବାରେ କିଛି ଖେସ୍ ମିଳିବ l ସୁନା କିଣି ଲୋକ ମାନେ ମଧ୍ୟ ଧନ ଆକାର ରୂପେ ରଖି ଥାନ୍ତି l

ସୁନା ଯେଉଁ ଘରେ ଯେତେ ଅଧିକ ଥାଏ ସେ ଘର ଅଧିକ ସମ୍ପତି ଥାଏ l ଅର୍ଥାତ ସୁନାକୁ ଘରର ସମ୍ପତି ମାନା ଯାଏ l କାରଣ ଦରକାର ହେଲେ ଆପଣ ଘରେ ଥିବା ସୁନାକୁ ବନ୍ଧକ ରଖି ନିଜର ଖାପ କୁ ମେଣ୍ଟାଈ ପାରିବେ l

ସୁନା ସହିତ ମଧ୍ୟ୍ୟ ରୁପାର ଦାମ କମିବାରେ ଲାଗିଛି l ସୁନା ଆଉ ରୁପା ଏହି ଦୁଇଟି ଧାତୁ ବିଶେଷ ରୂପେ ଗହଣl ରୂପେ ବ୍ୟବହାର କରାଯାଇଥାଏ l ମାତ୍ର ସୁନାର ଏହି ଭଳି ଅଧିକ ଦର ବଢ଼ିବାରୁ ଲୋକ ସୁନା କୈନବlକୁ ଇଚ୍ଛା କରୁ ନଥିଲେ l ଏହି ସୁନl ର ଦର କମିବାରୁ ସାଧାରଣ ଜନତା ଅତ୍ୟନ୍ତ ଖୁସି ହେଉଛନ୍ତି l

ଆଜି ଆମେ ପଣଙ୍କୁ କହିବୁ ଯେ ବର୍ତ୍ତମାନ ସୁନାର ଦର କେତେ l 24 କ୍ୟାରେଟ ସୁନା ତଥା 22 କ୍ୟାରେଟ ସୁନା ର ଦର ବର୍ତ୍ତମାନ କେତେ ଅଛି ଆଉ ଡର ରେ କେତେ କମି ହୋଇଛି ସେ ସବୁ ଆପଣଙ୍କୁ ଜଣେଇବୁ l ଆମେ ଯେଉଁ ଦର କହିବି ତାହା ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ସୁନାର ଦର ଯେତେ ଅଛି l ତାହା ଆମେ କହିବୁ l

ବର୍ତମାନ 22 କ୍ୟାରେଟ ସୁନା ଏକ ଗ୍ରାମର କୁ 4, 687 ଅଛି ବର୍ତମାନ ଯାହାକି ଗତ ଦିନ ଅପେକ୍ଷା 173 କମିଛି ଏକ ଗ୍ରାମ ପିଛା l କିନ୍ତୁ 24 କ୍ୟାରେଟ ସୁନାରେ କମିଛି ମାତ୍ର ଏକ ଟଙ୍କା ଯାହାର ବର୍ତମାନ ଦାମ ଅଛି 5, 105 ଟଙ୍କା ଅଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।