ନୂଆ ଫ୍ୟାମିଲ ପ୍ଲାନୀଙ୍ଗ ନିୟମ ଜାରି ।। ଦୁଇରୁ ଅଧିକ ସନ୍ତାନ ଜନ୍ମ ନ କରିବା ପାଇଁ ସରକାର କାହାକୁ ବାଧ୍ୟ କରିବେ ନାହିଁ, ଏହି ନିୟମରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…
ଫ୍ୟାମିଲ ପ୍ଲାନୀଙ୍ଗ ନିୟମ ରେ ଆସିଛି ନୂଆ ପରିବର୍ତ୍ତନ । ଏବେ ଏବେ ସୁପ୍ରିମ କୋର୍ଟ ଦେଇଛି ନିର୍ଦ୍ଦେଶ । ଆଜି ସୁପ୍ରିମକୋର୍ଟ ରେ କେନ୍ଦ୍ର ସରକାର ପରିବାର ଯୋଜନା ବା ଫ୍ୟାମିଲି ପ୍ଲାନିଂ ସମ୍ବଦ୍ଧିତ ଏକ ନୂତନ ମାମଲାରେ ନିଜର ସତ୍ୟପାଠ ଦାଖଲ କରିଛନ୍ତି।ତେବେ ଜନ ସଂଖ୍ୟା ନିୟନ୍ତ୍ରଣ କରିବା ଉପରେ କେନ୍ଦ୍ର ସରକାର କହିଛନ୍ତି ଯେ ବାଧ୍ୟତାମୂଳକ ଫ୍ୟାମିଲି ପ୍ଲାନିଂ କରିବା ପାଇଁ କୌଣସି ଡମ୍ପଦି କୁ ବାଧ୍ୟ କରାଯାଇ ପାରିବ ନାହିଁ।
ଯଦି କୌଣସି ଦମ୍ପଦି ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଚାଁହୁଥାନ୍ତି, ତେବେ ସରକାର ସେମାନଙ୍କୁ କୌଣସି ପ୍ରକାର ର ବି ମନା କରି ପାରିବେ ନାହିଁ । ଏହି ଫ୍ୟାମିଲି ପ୍ଲାନିଂ ର ନୂତନ ନିୟମ ଏବେ ଜାରି କରା ଯାଇଛି।
ତେବେ କେନ୍ଦ୍ର ସରକାର ସତ୍ୟ ପାଠ ରେ ଏହା ମଧ୍ୟ କହିଛନ୍ତି ଯେ ଆନ୍ତର୍ଜାତୀୟ ସ୍ତର ରେ ସନ୍ତାନ ପ୍ରସବ କରିବାକୁ ବାଧ୍ୟତା ମୂଳକ ଆଇନ ପ୍ରଣୟନ ହୋଇ ଥିବା ରୁ ଏହି ଯୋଗୁଁ ଦେଶ ବହୁ ମାତ୍ରା ରେ କ୍ଷତି ଗ୍ରସ୍ତ ହୋଇ ଅଛି । ଏପରି କରିବା ଦ୍ୱାରା ପୁରୁଷ ଓ ମହିଳା ଉଭୟ ଦମ୍ପଦି ଜନ ସଂଖ୍ୟାକୁ ସନ୍ତୁଳନ କରିବା କଷ୍ଟସାଧ୍ୟ ହୋଇ ଅଛି । ତେବେ ଜଣାଇ ଦେଉଛୁ ଯେ ସୁପ୍ରିମ କୋର୍ଟ ରେ ଜନସଂଖ୍ୟା ର ବୃଦ୍ଧି କୁ ନେଇ ପୂର୍ବରୁ ଏକ ଯାଚକ ଦାଖଲ କରା ଯାଇ ଥିଲା ।
ତେବେ ସୁପ୍ରିମ କୋର୍ଟ ର ଫ୍ୟାମିଲ୍ ପ୍ଳାନିଂ ନିୟମ ଅନୁସାରେ ନିୟମ ଥିଲା ଯେ ଦମ୍ପଦି କୁ କେବଳ ଦୁଇ ଟି ସନ୍ତାନ ଜନ୍ମ କରିବା ପାଇଁ ଅନୁମତି ଥିଲା । ଏହା ଦ୍ବାରା ଜନ ସଂଖ୍ୟା ନିୟନ୍ତ୍ରଣ ରେ ରହିବ ଜନ ସଂଖ୍ୟା ରେ ସନ୍ତୁଳନ ରହିବ। ଜନ ସଂଖ୍ୟା ନିୟନ୍ତ୍ରଣ ରେ ରଖିବା ସରକାର ଏହି ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ସେହି ନିୟମ କୁ ଖଣ୍ଡନ କରା ଯାଇଛି ।
ତେବେ ପୂର୍ବ ରୁ ଦେଶ ର ପ୍ରତ୍ୟେକ ଦମ୍ପତ୍ତି ଙ୍କୁ କେବଳ ଦୁଇଟି ସନ୍ତାନ ଜନ୍ମ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଏହି ଆବେଦନ ରେ ଦାବି କରା ଯାଇ ଥିଲା ।କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର କହିଛନ୍ତି ଯେ ଗତ ଦୁଇ ଜନ ଗଣନା ଅଧ୍ୟୟନ ର ତଥ୍ୟ ରୁ ଜଣା ପଡିଛି ଯେ ପ୍ରାୟ ଦମ୍ପଦି ମାନେ ନିଜେ ଦୁଇଟି ସନ୍ତାନ ର ପିତା ମାତା ହେବାକୁ ଚାହୁଁଛନ୍ତି।
ତେଣୁ ଏହି ନିୟମ ର କୌଣସି ଆବଶ୍ୟକ ନାହିଁ । ତେଣୁ ବର୍ତ୍ତମାନ ସନ୍ତାନ ଜନ୍ମ କୁ ନେଇ ଆଉ କୌଣସି ଦମ୍ପଦି କୁ କୌଣସି ପ୍ରକାର ର ବାଧ୍ୟ କରା ଯାଇ ପାରିବ ନାହିଁ ।ଏବେ ଏବେ ଫ୍ୟାମିଲ ପ୍ଲାନୀଙ୍ଗ ନିୟମ ରେ ନୂଆ ପରିବର୍ତ୍ତନ ଆସିଛି। ଏବେ ଏବେ ସୁପ୍ରିମ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।