ଦେଖନ୍ତୁ ଭିଡ଼ିଓ । ଦୁଇ ପ୍ରେମୀ ଯୁଗଳ ଜଙ୍ଗଲରେ ଏକୁଟିଆ କରୁଥିଲେ ରାସଲୀଳା । ଧରା ପଡିଗଲେ ଟୋକା ଙ୍କ ହାବୁଡ଼ରେ, ଆଉ ତା’ ପରେ….

ବାସ୍ତବିକ୍ ଭାବରେ ପୁରାତନ ଯୁଗର ପ୍ରେମ ଏବଂ ଆଜିର ପ୍ରେମ ମଧ୍ୟରେ ରହିଛି ଆକାଶ ପାତାଳ ତଫାତ୍। ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିକାଲି ତାର ଉଚିତ୍ ଅର୍ଥ ଏବଂ ସଂଜ୍ଞା କୁ ହରାଇବାକୁ ବସିଲାଣି। ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଏବଂ ଲଜ୍ୟା କର ପରିସ୍ଥିତି ଘଟିବାର ଦେଖିବାକୁ ମିଳୁଛି। ପ୍ରକୃତରେ ଏହା ପ୍ରେମ ନାଁ ରେ କଳଙ୍କ ପାଲଟିଲାନି।ଆଉ ଏସବୁକୁ କିଛି ଅସାଧୁ ଅସାମାଜିକ ଲୋକ ଭରପୁର ଫାଇଦା ଉଠାଉଛନ୍ତି ଯାହା ଅତ୍ୟନ୍ତ ବିଡମ୍ବନା ର ବିଷୟ।

ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଯେଉଁଥିରେ ଏକ ପ୍ରେମୀ ଯୁଗଳ କୁ ଜଙ୍ଗଲ ମଧ୍ୟରେ ନିଛାଟିଆ ଯାଗାରେ ଏକୁଟିଆ ବସି ଥିବାର ଦେଖିବାକୁ ମିଳିଛି।

ଏହାପରେ ସେମାନଙ୍କୁ ଜଙ୍ଗଲ ମଧ୍ୟରେ ବସିଥିବାର ଦେଖି କିଛି ଯୁବକ ଆସି ସେମାନଙ୍କୁ ବହୁତ୍ କଥା ପଚାରିବା ସହିତ ହଇରାଣ ମଧ୍ୟ କରିଛନ୍ତି। ଯାହା ଆପଣ ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖି ପାରୁଥିବେ। କିଭଳି ଭାବରେ ଏମାନଙ୍କୁ ହଇରାଣ କରୁଛନ୍ତିି ଏହି ଲୋକମାନେ। ଝିଅଟି କାକୁତି ମିନତି ହୋଇ ସେମାନଙ୍କୁ ଗୁହାରୀ କରୁଛି ଛାଡ଼ି ଦେବାପାଇଁ।

କିନ୍ତୁ ସେମାନେ ସେହିଭଳି ଭାବରେ ସେମାନଙ୍କୁ ପ୍ରଶ୍ନ କରି ଚାଲିଛନ୍ତି ଓ ହଇରାଣ ହରକତ କରୁଛନ୍ତି। ଏହି ପୁଅ ଝିଅ କାହିଁକି ଏଠାକୁ ଆସିଥିଲେ ଏବଂ ଏଠାରେ ନିଛାଟିଆ ସ୍ଥାନରେ କଣ କରୁଥିଲେ ଏହିଭଳି ଆଦି ପ୍ରଶ୍ନ ସେମାନେ ପଚାରିବାରେ ଲାଗିଛନ୍ତି।

ଏଠାରେ ଝିଅ ଟି ବହୁତ୍ ଡରି ଯାଇ ସେମାନଙ୍କୁ ଅନୁରୋଧ କରୁଛି ଛାଡ଼ି ଦେବାପାଇଁ ଏବଂ କହୁଚି ଯେ ସେମାନେ କଲେଜ୍ କୁ ଆଡ଼ମିଶନ କାମରେ ଆସିଥିଲେ। ଏହାଶୁଣି ଉକ୍ତ ଯୁବକ ମାନେ ଝିଅଟିର ବେଗ ମଧ୍ୟ ଦେଖୁଛନ୍ତି। ଏବଂ ଯଦି କଲେଜ୍ କାମରେ ସେମାନେ ଆସିଛନ୍ତି ତେବେ ଏହି ନିଛାଟିଆ ସ୍ଥାନରେ କଣ କରୁଥିଲେ ବୋଲି ପଚାରିଛନ୍ତି।

ଏହା ପରେ ଖରାପ୍ ଭାବରେ ସେମାନଙ୍କ ସହିତ ଭାଷାର ବ୍ୟବହାର ମଧ୍ୟ କରିଛନ୍ତି।ଏହି ପ୍ରେମୀ ଯୁଗଳ ଙ୍କ ଅନୁରୋଧ ରହିଛି ଯେ ସେମାନଙ୍କୁ ହଇରାଣ ନକରି ଛାଡ଼ି ଦିଆଯାଉ।କିନ୍ତୁ ଏମାନଙ୍କ କଥା ତିଳେ ହେଲେ ଶୁଣିବାକୁ ନାରାଜ ଉକ୍ତ ଅସାଧୁ ଯୁବକ ମାନେ।

ସେମାନେ ଏହି ପୁଅ ଝିଅଙ୍କ ର ମଜାକ ଉଡାଉଛନ୍ତି।ତେବେ ଏଠାରେ ଗୋଟିଏ କଥା କୁହାଯାଇ ପାରେ ଏହି ପ୍ରେମୀ ଯୁଗଳ କଣ ପରସ୍ପରର ପ୍ରେମକୁ ଅନୁଭବ କରିବା ପାଇଁ ଏହି ଜଙ୍ଗଲ ମଝି କଣ ଉପଯୁକ୍ତ ସ୍ଥାନ ଥିଲା। ପ୍ରେମ ପାଇଁ କାହିଁକି ଆଜିକାଲି ପ୍ରେମୀ ଯୁଗଳ ଏହି ଭଳି ନିଛାଟିଆ ସ୍ଥାନକୁ ବାଛୁଛନ୍ତି। ନିଜର ଶାରିରୀକ ଲାଳସା କୁ ମେଣ୍ଟାଇବା ପାଇଁ ସେମାନେ ଯେ ଅଜାଣତରେ ଏହି ସବୁ ନିଛାଟିଆ ସ୍ଥାନକୁ ଆସି କେତେ ବଡ଼ ବିପଦକୁ ନିମନ୍ତ୍ରଣ କରୁଛନ୍ତି ତାହା ସେମାନଙ୍କ କଳ୍ପନା ବାହାରେ ଅଟେ।

ଏଥିପ୍ରତି ସଚେତନ ହେବା କେତେ ଜରୁରୀ ଥରେ ଭାବି ଦେଖନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।