ଦୁଇଜଣ ପୁଅ ଜଣେ ଝିଅ ମିଶି କରୁଥିଲେ ଏମିତି କାମ କାଣ୍ଡ, ସତ ସାମ୍ନା କୁ ଆସିଲା ପରେ…….

ଆମର ଦେଶ ଅଳ୍ପ ପରିମାଣ ରେ ବିକଶିତ ହୋଇ ଥିଲେ ମଧ୍ୟ ଏହାର ଲୋକ ମାନେ ଆସ୍ତେ ଆସ୍ତେ ନିମ୍ନ ରୁ ନିମ୍ନ ତର କାମ କରି ବାକୁ ମଧ୍ୟ ପଛୁ ନାହାନ୍ତି । ଆମ ଦେଶ ରେ ମହାମାରୀ କରନା ଭାଇରସ ର ଅଧିକ ମତି ଥିବା ହେତୁ ଲୋକ ମାନେ ଆଗ ଅପେକ୍ଷା ଏବେ ଅଧିକ ମାତ୍ରାରେ ଚୋରି ଭଳି ଅତି ନିମ୍ନ ତମ କାର୍ଯ୍ୟ କରୁ ଛନ୍ତି । ଏହି ଚୋରି ହେବା ଫଳରେ କେଉଁ ଲୋକ ଭଲରେ ରହୁ ଛନ୍ତି ତ କେଉଁ ଲୋକ ଭିକାରି ହୋଇ ଯାଉ ଛନ୍ତି ।

ଆମେ ସମସ୍ତେ ଜାଣିଛେ ଯେ ପୁଅ ମାନେ ସାଧାରଣତଃ ଚୋରି ଭଳି ନିମ୍ନ ତମ କାର୍ଯ୍ୟ କରନ୍ତି । କିନ୍ତୁ ଆଜି ଏମିତି ଏକ ଚୋରି ହୋଇଛି ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଏବେ ଜଣା ପଡିଛି ଯେ ମୋତୀଝ୍ହଡ ର ପାଲାର ସହର ରେ ଏହି ପରି ଏକ ଘଟଣା ଘଟିଛି । ଆପଣ ମାନେ ଘର ଭଡା ଦେଉ ଥିବା ସମୟରେ ସମସ୍ତ ପ୍ରକାର ଇଡି ପ୍ରଫ ନେଇ ଦେବା ଆବଶ୍ୟକ । ଏବେ ଲୋକ ମାନେ ଘର ତିଆରି ନକରି କିଛି ଲୋକ ଘର ଭଡା ନେଇ ରହି ଯାଉ ଛନ୍ତି । ଏହି ଘଟଣା ରେ ତିନ ଜଣ ଲୋକ ଘର ଭଡା ନେବା କୁ ଆସି ଥିଲେ ।

ଘର ଭଡା ଦେଉଥିବା ଲୋକ ଟି ସେମାନ ଙ୍କର ପ୍ରଫ ନେଇ ତାଙ୍କୁ ଭଡା ଦେଇ ଥିଲେ । ସେମାନେ ଦୁଇ ଜଣ ପୁଅ ପିଲା ଓ ଗୋଟିଏ ଝିଅ ପିଲା ରହି ଥିଲା । ସେ ମାଲିକ ନିଜର କାମ ସାରିବା ପାଇଁ ରାତିରେ ବାହାର କୁ ଯାଏ ଓ ସକାଳୁ ସେ ଘର କୁ ଫେରେ । ସେ ଘରେ ନ ଥିବା ଦେଖି ସେ ଚୋର ତିନି ଜଣ ତାଙ୍କ ଘରୁ ସମସ୍ତ ପ୍ରକାର ଟଙ୍କା ପଇସା , ଅଳଙ୍କାର ଆଦି ସେମାନେ ଲୁଟ କରି ସେଠାରୁ ପଳେଇ ଯାଇ ଥିଲା ।

ସେ ମାଲିକ ଘରୁ କୁ ଆସି ଦେଖିଲେ ଯେ ତାଙ୍କର ସମସ୍ତ ଜିନିଷ ଲୁଟ ହୋଇ ଯାଇଛି ।ତାପରେ ଘର ର ମାଲିକ ଥାନା ରେ କହିଲେ ଓ ପୋଲିସ ଆସି ସେ ଚୋର ରହୁ ଥିବା ରୁମ ରେ ସମସ୍ତ ସ୍ଥାନ କୁ ତଦନ୍ତ କଲେ । ପୋଲିସ ସେ ଘର ମାଲିକ ପାଖରୁ ସେମାନେ ଙ୍କର ଯୋଗାଯୋଗ ନମ୍ବର କୁ ଆଣି ସେ ଫୋନ କଲେ ଓ ସେମାନେ ତାଙ୍କ ର ରହୁ ଥିବା ଜାଗାରେ ଯାଇ ପହଁଚିଲେ ।

ସେମାନଙ୍କୁ ତଦନ୍ତ କରି ସବୁ ଜିନିଷ କୁ ଆଣିଲେ । ସେଥିରୁ ଜଣା ପଡିଲା ଯେ ସେମାନ ଦୁହେଁ ଦମ୍ପତି ଥିଲେ ଓ ଜଣେ ସେମାନଙ୍କର ସାଥି ଥିଲା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।